ଏପରି ୩ଟି ଯୁବତୀଙ୍କ ସହ କେବେ ହେଲେ ବିବାହ କରନ୍ତୁ ନାହିଁ, ଜୀବନ ହୋଇଯିବ ବରବାଦ,ସବୁଦିନ କାନ୍ଧିବେ ।

0 2,460

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏମିତି ରେ ଆପଣ ମାନଙ୍କୁ ଆଜି ବିବାହ ଓ କିଛି ଝିଅ ମାନଙ୍କ ର ଚିରିତ୍ର ସଂମ୍ପର୍କ ରେ କଥା ହେବା ପାଇଁ ଆସିଛେ । ନିଶ୍ଚିତ ଭାବେ ଆପଣ ମାନେ ଦେଖି ଥିବେ କି ଏହି ବିବାହ କୁ ନେଇ ଅନେକ ରେ ଆଶ୍ଚର୍ଯୟ ଜନକ ଘଟଣା ମାନ ଦେଖିବା ପାଇଁ ମିଳି ଥାଏ । ଓ କିଛି ପରିବର୍ତନ ମଧ୍ୟ ଦେଖିବା ପାଇଁ ମିଳି ଥାଏ ନିଶ୍ଚିତ ଭାବେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହି ପରିବର୍ତନ ଗୁଡିକ କେତେ ବେଳେ ସାକାରାତ୍ମକ ହୋଇ ଥିବା ବେଳେ କେତେ ବେଳେ ସେହି ଗୁଡିକ ନାକାରାତ୍ମକ ହୋଇ ଥାଏ ।

ଜାହା ଦ୍ବାରା ବହୁତ ସମୟ ରେ ବହୁତ ଅଘଟଣ ର ଆମକୁ ସାମ୍ନା କରିବା ପାଇଁ ପଡି ଥାଏ । ଏମିତି ରେ ଏହି ବିବାହ ବନ୍ଧନ ଯଦି ଆମେ କହିବା ତେବେ ନିଶ୍ଚିତ ଭାବେ ତାହା ଏକ ବିଶ୍ୱାସ ଓ ସ୍ନେହ ର ବନ୍ଧନ ବୋଲି ଆମେ କହି ଥାଏ । ଯଦି କେବେ ଏହି ବନ୍ଦନ ରେ କେବେ କି ଅବିଶ୍ୱସ ଭଳି କାର୍ଯ୍ୟ ହୋଇ ଥାଏ ।

ତେବେ ନଶ୍ଚିତ ଭାବେ ଏହି ସଂମ୍ପର୍କ ରେ ବାଡ ହୋଇ ଥାଏ । ଏମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ପରି କିଛି ଯୁବତୀ ଙ୍କ ବିଷୟ ରେ କହିବା ପାଇଁ ଜାଉଛୁ ଯେଉଂ ମାନଙ୍କୁ କେବେ ବି ବିବାହ କରିବା କଥା ନୁହେଁ ଯଦି ଆପଣ ମାନେ ସେମାନଙ୍କୁ ବିବାହ କରୁଛନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ପରିବାର ଭାଙ୍ଗି ଜାଇ ପାରେ । ତେବେ ଆସନ୍ତୁ ଆମେ ସେମାନଙ୍କ ବିଷୟ ରେ ଜାଣି ନେବା ।

Image result for 3 type of indian girls

ଅନ୍ୟ ପୁରୁଷ ଙ୍କ ପ୍ରତି ଆକର୍ଷିତ ହେଉଥିବା ଯୁବତୀ ; କେବେ କେବେ ଆପଣ ମାନେ ଦେଖି ଥିବେ କି ବହୁତ ମହିଳା ମାନେ ଅନ୍ୟ ପୁରୁଷ ଆଡକୁ ନଜର ପକାଇ ଥାନ୍ତି ତେବେ ସେମାନେ ସବୁ ବେଳେ ଚାହିଁ ଥାନ୍ତି କି ଅନ୍ୟ ପୁରୁଷ ସହିତ କିପରି ଭାବେ ସଂମ୍ପର୍କ ଓ ନିଜର ସଂମନ୍ଧ ବଢେଇ ପାରିବେ ସେମାନଙ୍କୁ କେବେ ଆପଣ ମାନେ ବିବାହ କରନ୍ତୁ ନାହିଁ ନଚେତ ଆପଣ ମାନଙ୍କ ବିବାହିତ ଜିବନ ବର୍ବାଦ ହୋଇ ପାରେ ।

ଯେଉଁ ଯୁବତୀ ସକାଳୁ ଅଧିକ ସମୟ ସୋଇଥାନ୍ତି ; ଏମିତି ରେ ଦେଖିବା ପାଇଁ ମିଳେ କି ବହୁତ ଯୁବତୀ ମାନେ ସକାଳୁ ଅଧିକ ସମୟ ସୋଇବା ପାଇଁ ଚେଷ୍ଟା କରି ଥାନ୍ତି ତେବେ ସେମାନେ ସବୁ ଦିନ ଅଳସୁଆ ପ୍ରତିତ ହୋଇ ଥାନ୍ତି କେବେ ବି ଆପଣ ମାନେ ସେହି ପରି ଯୁବତୀ ମାନଙ୍କୁ ବିବାହ କରନ୍ତୁ ନାହିଁ । ଯୁବତୀ କଟୁ ବାକ୍ୟ ଯୁବତୀ । ଯେଉୃଁ ଯୁବତୀୂ ମାନେ ସମସ୍ତ ପାଖରେ କୁଟ ବାଷା କୁହନ୍ତୁ ତଥା ସେମାନେ ଆଗରେ ଭଲ କହି ସେମାନେ ଅନ୍ୟ ସ୍ଥାନ ରେ କୁଟ କହି ଥାନ୍ତି ସେମାନଙ୍କୁ କେବେ ବି ବିବାହ କରିବା କଥା ନୁହେଁ ।

Leave A Reply

Your email address will not be published.