Loading...

ବିବାହ ଅନିଶ୍ଚିତ ଜାଣି ଯଦି ମହିଳା ଦୈହିକ ସମ୍ପର୍କ ରଖନ୍ତି, ତାହା ଦୁଷ୍କର୍ମ ବିବେଚିତ ହେବନାହିଁ: ସୁପ୍ରିମ୍‌ କୋର୍ଟ

Loading...

ଜଣେ ମହିଳା ବିବାହ ପୂର୍ବରୁ ଯଦି କୌଣସି ପୁରୁଷ ତାଙ୍କ ସହ ଶାରିରୀକ ସମ୍ବନ୍ଧ ରଖନ୍ତି ତେବେ ତାହାକୁ ଦୁଷ୍କର୍ମ ବୋଲି ବିଚାର କରାଯାଉଥିଲା ।ଜଣେ ମହିଳା ଜଣେ ପୁରୁଷ ସହିତ କେଉଁ ସମୟ ରେ ଶାରିରୀକ ସମ୍ପର୍କ ରଖିବା କଥା ତାହା କେବେଳ ବିବାହ ପରେ ପତି ପତ୍ନୀ ଙ୍କ ମଧ୍ୟରେ ରହିଥାଏ । ଶାରିରୀକ ସମ୍ପର୍କ କୁ ନେଇ ଅନେକ ବିବାଦ ପ୍ରତିବାଦ ସୃଷ୍ଚି ହୋଇଥାଏ ।

ବିବାହ ହ ଅନିଶ୍ଚିତ ଜାଣି ଯଦି ମହିଳା ଦୈହିକ ସମ୍ପର୍କ ଏହାକୁ ଦୁଷ୍କର୍ମ ବୋଲି କୁହାଯାଉଥିଲା । କିନ୍ତୁ ଏବେ ସୁପ୍ରିମ୍ କୋର୍ଟ ଙ୍କର ନିର୍ଦ୍ଦେଶ ଥତା ଶୁଣାଣି ହୋଇଛି କି ଯଦି ବିବାହ ହେବ ନାଇ ଜାଣି ସୁଦ୍ଧା ଯଦି କୌଣସି ମହିଳା ଦୈହୀକ ସମ୍ପର୍କ ରଖନ୍ତି ତେବେ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଦୁଷ୍କର୍ମ କରିଛନ୍ତି ବୋଲି ମହିଳା ଅଭିଯୋଗ କରିପରିବେ ନାହିଁ ଏହା ସୁପ୍ରିମ୍ କୋର୍ଟ ର ବୟାନ ଜାରି ହୋଇଛି ।

Related imageଏହି ଘଟଣା ବର୍ତ୍ତମାନ ସାରା ଭାରତ ବର୍ଷରେ ଚାଞ୍ଚଲ୍ୟ ସୃଷ୍ଟି କରିଛି . ସୁପ୍ରିମ୍ କୋର୍ଟରେ ଯେଉଁ ରାୟ ଶୁଣାଯାଇଛି ତାହାକୁ ଖାରଜ କରିବା କଷ୍ଟକର ବ୍ୟାପାର । ଏହି ଘଟଣା ଜଣେ ସିଆରଫିଏପ୍ କମାଣ୍ଡର ଏବଂ ଟ୍ୟାକ୍ସ୍‍ର ଜଣେ ଆସିଷ୍ଟାଣ୍ଟ୍‌ କମିସନର୍‌ ଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ଏହି ଦୁଇ ଜଣ ଦୀର୍ଘଦିନ ଧରି ଶାରିରୀକ ସମ୍ପର୍କ ରଖିଆସୁଥିଲେ ପରସ୍ପର ମଧ୍ୟରେ ଦୈହୀକ ସମ୍ପର୍କ ବେଶ ଭଲଭାବରେ ରହିଥିଲା ।

ଏମିତି କି ସେମାନେ ଗୋଟିଏ ରୁମ ମଧ୍ୟରେ ରାତି କଟାଇଛନ୍ତି ଯାହା ଜଣେ ସ୍ବାସୀ ସ୍ତ୍ରୀ ଙ୍କ ମଧ୍ୟରେ ହୋଇଥାଏ । ତେବେ ଏମାନଙ୍କ ମଧ୍ୟରେ ଏମିତି ସମ୍ପର୍କ ଦେଖି କିମ୍ବା ତାଙ୍କ ବାଗବର୍ଗ ଦେଖି ଜଣା ପଡୁଥିଲା ଏମାନେ ବିବାହୱ କରିବେ । କିନ୍ତୁ ବିବାହ ର ପ୍ରତିଶୃତି ଦେଇ ଅନ୍ୟ ଯୁବତୀ ସହ ବିବାହ ଫିସ୍କ ହେବା ଦେଖି ସିଆର୍‌ପିଏଫ୍‌ର ଜଣେ ଡେପୁଟି କମାଣ୍ଡାଣ୍ଟ୍‌ଙ୍କ ବିରୋଧରେ ଜଣେ ସେଲ୍‌ ଟ୍ୟାକ୍ସ୍‍ର ଜଣେ ଆସିଷ୍ଟାଣ୍ଟ୍‌ କମିସନର୍‌ ଦୁଷ୍କର୍ମ ଅଭିଯୋଗ କରିଥିଲା ।

Related image

ତାଙ୍କର ଏହି ଅଭିଯୋଗ କୁ ସୁପ୍ରିମ୍ କୋର୍ଟ ଖାରଜ କରିଛି ଏବଂ ଜଷ୍ଟିସ୍ ଏହି ରାୟ ଦେଇଛନ୍ତି ଯେ ବିବାହ ଅନିଶ୍ଚିତ ଜାଣି ଯଦି ମହିଳା ଦୈହିକ ସମ୍ପର୍କ ରଖନ୍ତି, ତାହା ଦୁଷ୍କର୍ମ ବିବେଚିତ ହେବନାହିଁ ବୋଲି ମତପୋଷମ କରିଛନ୍ତି । ଅଭିଯୋଗ କାରୀଣୀ ଜଣଙ୍କ କହିଛନ୍ତି କି ସେ ବିବାହୱ ର ପ୍ରତିଶୃତି ଦେଇ 2008 ମସିହା ଠାରୁ ମୋ ସହ ଦୈହୀକ ସମ୍ପର୍କ ରଖିଆସୁଥିଲେ ।

ଏହି ସମ୍ପର୍କ ପାଖାପାଖି 8 ବର୍ଷ ଧରି ଚାଲି ରହିଥିଲା ଅର୍ଥାତ୍ 2016 ମସିହା ପର୍ଯ୍ୟନ୍ତ । କିନ୍ତୁ ଏବେ ସିଆର୍‌ପିଏଫ୍‌ ବ୍ୟକ୍ତି ମହିଳାଙ୍କୁ ବିବାହ କରିବେ ନାହିଁ ବୋଲି କହି ଅନ୍ୟ ଜଣେ ମହିଳା ଙ୍କ ସହ ବିବାହ କରିବେ ବୋଲି ପ୍ରସ୍ତାବ ଆଗତ କରିଛନ୍ତି । ଏହା ଦେଖି ବର୍ତ୍ତମାନ ସେ ଏଫାୟାର ଦର୍ଜ କରିଛନ୍ତି । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...