କାହିଁକି ଚୀନ ରୁ ଉତ୍ତର କୋରିଆ ପଠା ଯାଉଛି ଡାକ୍ତରୀ ଦଳ, ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…..

ମହାମାରୀ କରୋନା ବିଶ୍ଵ କୁ କବଳିତ କରି ରଖିଛି। ବିଶ୍ଵର ସମସ୍ତ ଉନ୍ନତ ରାଷ୍ଟ୍ର ମାନେ ଏହାକୁ ନିହତ କରିବାରେ ବିଫଳ ହେଇଛନ୍ତି। ଜନବହୁଳ ଦେଶ ଭାରତରେ ଯଦି କରନା ସେଇଭଳି ଭୟାନକ ରୂପ ନିଏ ତେବେ ପରିସ୍ଥିତି ଗମ୍ଭୀର ହେବ ଏବଂ ସେଇ ଅନୁସାରେ ଆବଶ୍ୟକୀୟ ସୁବିଧା ସୁଯୋଗ ଆମ ପାଖରେ ନାହିଁ। ମେଡିକାଲ୍ ସାଇନସ୍ ରେ ଆଗୁଆ ଥିବା ଦେଶ ମାନେ ମଧ୍ୟ ଏଥିରେ ହାର ମାନିଛନ୍ତି ଓ ଏହାର କବଳରୁ ନିଜକୁ ରକ୍ଷା କରି ପାରୁ ନାହାଁନ୍ତି। ତେଣୁ ଲକ୍ ଡାଉନ୍ ଯୋଗୁଁ ଏକ ପ୍ରକାର ର ସ୍ଥିତି ସୁଧିରିଛି ବୋଲି ଜଣା ପଡିଛି।

ଚର୍ଚ୍ଚା ହେଉଥିବା ଖବର ଅନୁସାରେ ଚୀନ ଡାକ୍ତରୀ ଦଳ ଙ୍କୁ ଉତ୍ତର କୋରିଆ ପଠାଇଛି କାରଣ ସେଠାକାର ମୁଖ୍ୟ କିମ୍ ଯୋଙ୍ଗ ବେମାରରେ ପଡିଛନ୍ତି। ମିଳିଥିବା ସମ୍ବାଦ ଦାତା ଙ୍କ ରେପୋଟ ଅନୁସାରେ ତାଙ୍କୁ କ୍ୟାଡ଼ିଓ ଭସ୍କୁଲର ରୋଗ ରେ ସେ ଆକ୍ରାନ୍ତ ହୋଇଥିଲେ ଓ ତାଙ୍କର ସର୍ଜରୀ ମଧ୍ୟ ହୋଇଥିଲା।

ଏଥିପାଇଁ ଚୀନ୍ ତାଙ୍କୁ ପୁଣି ସାହାଯ୍ୟ କରିବା ପାଇଁ ଦକ୍ଷ ଡାକ୍ତର ମାନଙ୍କୁ ପଠାଉଛି। ବିଭିନ୍ନ ପ୍ରକାରର ଖବର ଏଥିପାଇଁ ଶୁଣିବାକୁ ମିଳୁଛି। ସେଠାକାର ସମ୍ବାଦ ଦାତା ମାନଙ୍କର ଖବର ଅନୁସାରେ ସେ ବର୍ତ୍ତମାନ ଅସୁସ୍ଥ ରହିଛନ୍ତି। କିଏ କହୁଚି ତାଙ୍କର ସର୍ଜରୀ ହୋଇଛି କିଏ କହୁଚି ସେ ମାରାତ୍ମକ ରୋଗ ରେ ପୀଡ଼ିତ ଅଛନ୍ତି।

ଆପଣଙ୍କ ସୂଚନା ଅନୁସାରେ ଆପଣଙ୍କୁ ଅବଗତ କରି ଦେଉଛୁ କି କୋରିଆ ର ନତସହା କିମ୍ ଯୋଙ୍ଗ ଙ୍କ ବୟସ ୩୬ ବର୍ଷ। ଯେତେବେଳେ ତାଙ୍କର ଅସୁସ୍ଥତା ପାଇଁ ଖବର ପ୍ରକାଶ ପାଇଲା ଓ ବିଭିନ୍ନ ପ୍ରକାରର ଗୁଜବ ଶୁଣିବାକୁ ମିଳିଲା ସେତେବଳ ପ୍ରଥମେ ଏହାର ସତ୍ୟତା ସମ୍ପର୍କରେ ଜାଣିବା ପାଇଁ ଦକ୍ଷିଣ କୋରିଆ ଅନୁସନ୍ଧାନ ଓ ପଡ଼ଟାଳ ଆରମ୍ଭ କରିଥିଲେ।

ଯେତେବେଳେ ଏହି ଖବର ର ଚର୍ଚ୍ଚା ଉପରେ ଆମେରିକା ବିବରଣୀ ଉଲ୍ଲେଖ ହୋଇଥିଲା ଆମେରିକା ସମ୍ବାଦ ଏହା କହିଥିଲା ଯେ କିମ୍ ଙ୍କ ମସ୍ତିଷ୍କ ଆଉ କାମ କରୁନାହିଁ ସେ କୋମା ରେ ଚାଲି ଯାଇଛନ୍ତି। ରାଷ୍ଟ୍ରପତି ଟ୍ରଂପ୍ ମଧ୍ୟ ଏହା କହିଛନ୍ତି ଯେ ତାଙ୍କର କୌଣସି ଠିକଣା ନଥାଏ। ତାଙ୍କ ବିଷୟରେ କହିବା ପାଇଁ ସେ କିଛି ଚାହାନ୍ତି ନାହିଁ। ତାଙ୍କର କୌଣସି ସୂଚନା କାହା ପାଖରେ ନାହିଁ।

ତେବେ ଏହା ସତ ଯେ ଉତ୍ତର କୋରିଆ ରେ କିମ୍ ଜୀଙ୍ଗ ଙ୍କ ବିନା ଅନୁମତିରେ ଦେଶ ର କୌଣସି ଖବର ପ୍ରକାଶ ପାଏ ନାହିଁ। ସେ ବହୁତ୍ କଠିନ କାର୍ଯ୍ୟାନୁଷ୍ଠାନ ଏଥିପାଇଁ ଗ୍ରହଣ କରିଥାନ୍ତି। ତେଣୁ ତାଙ୍କର ଅସୁସ୍ଥତା ର ଖବର ପ୍ରକାଶ ନିମିତ୍ତ ତାଙ୍କ ଗଣମାଧ୍ୟମ ତରଫରୁ ସୂଚନା ମିଳିନାହିଁ ଏବଂ କୌଣସି ସତ୍ୟତା ଉପରେ ଖବର ଦିଆଯାଇନାହିଁ।

inspair post from newstrend  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।