Loading...

କଳିଯୁଗରେ ମଧ୍ୟ ସତ୍ଯ କାହାଣୀ , ନାଗୁଣୀ ପ୍ରତିଶଦ ନେଲା ବଂଶୀଧର ମାହାନ୍ତି ଙ୍କର ।

Loading...
0 1,269

କଳାହାଣ୍ଡି ଜିଲ୍ଲା ର ବରଦା ନାମକ ଗ୍ରାମ ରେ ହୋଇଥିବା ଦୃଘଟଣା କୁ ଆଜି ପୁରା ଗୋଟେ ମାସ ହୋଇଯାଇଛି । ତେବେ ଆପଣ ମାନେ ଏ ବିଷୟ ରେ ଠିକୁ ଭାବରେ ଜାଣି ନଥିବେ । ତେଣୁ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ କାହାଣୀ କହିବା ପାଇଁ ଯାଉଛୁ ଯାହା ସୁଣୀ ଆପଣ ଭୟ ରେ କମ୍ପି ଉଠିବେ ତେବେ ଶୁଣନ୍ତୁ ,ପରିବାର ଲୋକ କହିବା ଅନୁସାରେ କଳାହାଣ୍ଡି ଜିଲ୍ଲା ର ବରଦା ନାମକ ଗ୍ରାମ ରେ ବଂଶୀ ଧର ବାବୁ , ସେଦିନ ସନ୍ଧା ରେ ଘରେ ବସି ଚା ପିଉଥାନ୍ତି । ତାଙ୍କର ଦୁଇପୁଅ ପିଣ୍ଡା ରେ ବସିଥାନ୍ତି ଓ ଠିକ୍ ସେତିକି ବେଳେ ।

ବଂଶୀଧର ବାବୁ ଙ୍କୁ ଦେଖାଗଲା ଗୋଟିଏ ନାଗ ସାପ ସେ ସେହି ସାପ କୁ ଦେଖି ବହୁତ ଡରି ଯାଇଥିଲେ । କିନ୍ତୁ ନାଗ ସାପଟି କିଛି ନକରି ଚାଲିଯିବା ପରେ ସେ ନିଜକୁ ସୁସ୍ଥ ମନ କଲେ । ତେବେ ସେଦିନ ଗଲା ପର ଦିନ ସକାଳୁ ସେ ନାଗ ସାପକୁ ପଣି ଦେଖିଲେ । ଏବଂ ବଂଶୀଧର ଙ୍କ ମନରେ କଣ ଭାବନା ଆସିଲା ସେ ସେଇଦିନ ଠାରୁ ସେ ସେହି ନାଗ ସାପ କୁ ପୁଜା କରିବା ଆରମ୍ଭ କରିଦେଇଥିଲେ ।

ଏମିତି କିଛି ଦିନ ଗଲା ପରେ ସେହି ନାଗ ସାପଟି ତାଙ୍କର ଘରର କାନ୍ଥ ରେ ରହିବା ଆରମ୍ଭ କରିଦେଇଥାଏ ଓ ତାହର ନାଗ ମଧ୍ୟ କିନ୍ତୁ ଏକଥା ବଂଶୀଧର ନଜାଣି ସବୁଦିନ ସେ ପୁଜା କରିରହିଥାନ୍ତି । ଗୋଟିଏ ଦିନ ତାଙ୍କ ପୁଅ ଖେଳୁ ଥିବା ବେଳେ ଗୋଟେ ଛୋଟ ନାଗସାପ ତାଙ୍କର ପୁ୍ଅ ର ଗୋଡ ଉପରେ ଚାଲିଜିବାରୁ ସେ ବହୁତ ସନ୍ଦେହ କଲେ ଓ ସେ ଦେଖିଲେ କି ସେଠାରେ ନାଗ ନାଗୁଣୀ ସହିତ ବହୁତ ଗୁଡାଏ ସାପ ସେଠାରେ ବସ କରୁଛନ୍ତି ।

ତେବେ ସେ ଜାଇ ତୁରନ୍ତ ସର୍ପ ଏଜେନ୍ସି କୁ ଖବର ଦେବା ପରେ ପରଦିନ ସେମାନେ ଆସି ତାଙ୍କ ଘରୁ ବହୁତ ଗୁଡାଏ ସାପ ଙ୍କୁ ନେଇଗଲେ ଓ ହେଲେ ସେମାନଙ୍କ ମଧ୍ୟରୁ କିଛି ସାପ ବଞ୍ଚି ପଳେଇ ଗଲେ ନିକଟସ୍ତ ସର୍ପ ଏଜେନସିଙ୍କ ରିପର୍ଟରୁ ଜଣାଜାଇଥିଲା ସେଥିରେ ନାଗ ଥିବା ବେଳେ ନାଗୁଣୀ ଖସି ପଳେଇ ଜାଇଥିଲା । ତେବେ କିଛି ଦିନ ପରେ ନାଗୁଣୀ ଆସି ବଂଶୀ ଧର ଙ୍କୁ ଦଂଶନ କରିଥିଲା ତା ପରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

ତେବେ ଏବେ ଆଖପାଖର ଲୋକ କୁହନ୍ତି କି ବଂଶୀଧର ବାବୁ ମିଛରେ ନାଗ କୁ ଧରେଇ ଦେବା କାରଣ ରୁ ନାଗୁଣୀ ପ୍ରତିଶଦ ନେଲା ଏବେ ଘର ର ଲୋକେ ବଂଶୀଧର ବାବୁଙ୍କ ମୃତ୍ୟ ରେ ବହୁତ ଦୁଃଖୀତ ତେବେ ସରକାରଙ୍କ ତରଫରୁ ତାଙ୍କ ଘରକୁ କିଛି ସାହାଯ୍ୟ ମିଳିଛି ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ ।

Loading...
Loading...