କରୋଣା ଭୁତାଣୁ ଚୀନ୍ ରୁ ସିଧା ଆସି ଏବେ ଭାରତରେ ବ୍ୟାପିଛି । ତେବେ ଏହି କରୋଣା ଭାଇରସ କଣ ଏହା କିପରି ବ୍ୟାପିଛି ଏବଂ ଭୟଙ୍କର ଭାଇରସକୁ କେମିତି ରକ୍ଷା ପାଇବେ ଆସନ୍ତୁ ଜାଣିବା ।

0

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଭାରତ ବର୍ଷ ରେ ବ୍ୟାପିଛି କୋରୁନା ଭାଇରସ୍ । ଏହି ଭାଇରସ ବର୍ତ୍ତମାନ ଏତେ ଭୟଙ୍କର ହୋଇଛି ଯାହା ଫଳରେ ପ୍ରତିଦିନ ହଜାର ହଜାର ଲୋକ ଏହାର ଶିକାର ହେଉଛନ୍ତି । ଏହି ଭାରସର ନିରାକରଣ ପାଇିଁ ଏତେ ପର୍ଯ୍ୟନ୍ତ କୌଣସି ପ୍ରତିକାର ଦେଖିବାକୁ ମିଳିନାହିଁ । କରୋଣା ଭୁତାଣୁ ଚୀନ୍ ରୁ ସିଧା ଆସି ଏବେ ଭାରତରେ ବ୍ୟାପିଛି ।

ତେବେ ଏହି କରୋଣା ଭାଇରସ କଣ ଏହା କିପରି ବ୍ୟାପିଛି ଏବଂ ଭୟଙ୍କର ଭାଇରସକୁ କେମିତି ରକ୍ଷା ପାଇବେ ଆସନ୍ତୁ ଜାଣିବା । ଆପଣ ମାନେ ଜାଣିଥିବେ ଏହା ଭାରତରେ ଅନେକ ଜାଗାରେ ଏହାର ପ୍ରଭାବ ଦେଖାଗଲାନି ।

ବାସ୍ତବରେ ଏହା ଚୀନ୍ ରେ ବ୍ୟାପିବା ପରେ ଧିରେ ଧିରେ ଗୋଟିଏ ଦେଶ ପରେ ଆଉ ଗୋଟିଏ ଦେଶକୁ ବ୍ୟାପିଚାଲିଛି । ଜନସଂଖ୍ୟା ବଢୁଥିବାରୁ ଚୀନ ଏହାର କଡା ପଦକ୍ଷେପ ନେଇଛି ଏବଂ ଚୀନ୍ ଏହାର 13 ଟି ସହରକୁ ସଂପୂର୍ଣ୍ଣ ଭାବରେ ଅଚଳ କରିଦେଇଛି । ତେବେ କୋରୁଣା ଭାଇରସ ଯୋଗୁଁ ପ୍ରାୟ 4 କୋଟି ଲୋକ ଆହାତ ହୋଇଥିବାର ଦେଖିବାକୁ ମିଳିଛି ଏଥି ପାଇିଁ ଲୋକ ମାନଙ୍କୁ ଘରୁ ଛାଡି ବାହାରକୁ ଯିବା ପାଇିଁ ମନା କରାଯାଇଛି ।

ଏବେ କୋରୁଣା ଭାଇରସ ଭାରତରେ ଆସି ପହଞ୍ଚିଛି ଏବଂ ମୁମ୍ବାଇରେ ଦୁଇ ଜଣ ବ୍ୟକ୍ତି କୋରୁଣା ଭାଇରସରେ ଶିକାର ହୋଇଥି୍ବାର ଦେଖି୍ବାକୁ ମିଳିଛି । ତେବେ ପୁରା ଭାରତ ବର୍ଷରେ କୋରୁଣା ଭାଇରସର ଭୟ ଭରି ରହିଛି । ତେବେ ଏବେ ଆସନ୍ତୁ ଜାଣିବା କୋରୁଣା ଭାଇରସ କିପରି ବ୍ୟାପିଛି ।

ଖାସ୍ କରି ଏହି ଭାଇରସ୍ କୁକୁର , ବିରାଡି, ବାଦୁଡି , ଘୁଷୁରି ସାପ ସମେତ ଅନ୍ୟ ପଷୁ ପକ୍ଷୀ ମାନଙ୍କ ଠାରୁ କୋରୁଣା ଭାଇରସ ମଣିଷ ଶରୀରକୁ ସଂଗୃହିତ ହୋଇଛି । ତେବେ ଏହି ଭାଇରସର ଲକ୍ଷଣ ହେଉଛି , ଅତ୍ୟଧିକ ସର୍ଦ୍ଧି ହେବା , ସୁଖିଲା କାଶ ହେବା ତାହା ସହିତ ନିଶ୍ହାସ ପଶ୍ବାସ ନେବାରେ କଷ୍ଟ ଅନୁଭବ ହେବା , ଏହା କୋରୁଣା ଭାଇରସ ହେବାର ମୁଖ୍ୟ କାରଣ ଅଟେ ।

ତେବେ ସବୁଠାରୁ ବଡ କାରଣ ହେଉଛି କିଡିନୀ ନଷ୍ଟ ହେବାର ସମ୍ଭାବନା ରହିଥାଏ ଶରୀରକୁ କୋରୁଣା ଅତ୍ୟଧିକ କବଜା କରିଥାଏ ଏହା ଦ୍ବାରା ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ଏହି ଭାଇରସ ପାଇିଁ କୌଣସି ମେଡିସିନ ବାହାରି ନଥିବାରୁ ଏହା ପାଇିଁ କେତକ ପ୍ରତିଶୁତି ମଧ୍ୟ ନିଆଯାଇଛି ,ସେଗୁଡିକ ହେଲା 1 ଯଦି ସେମାନଙ୍କୁ ଥଣ୍ଡା ହେଉଛି , କିମ୍ବା କୌଣସି ଲକ୍ଷଣ ଦେଖାଯାଉଛି ତେବେ ସେମାନଙ୍କ ପାଖରୁ ଦୂରେଇ ରୁହନ୍ତୁ  ।

ଦ୍ବିତୀୟରେ ଖାଇବା ପୂର୍ବରୁ ମୁହଁରେ ହାତ ଲଗାଇବା ପୂର୍ବରୁ ହାତରୁ ସାବୁନ କିମ୍ବା ଡେଟଲ୍ ରେ ସଫା କରି ରଖନ୍ତୁ । ତୃତୀୟ ରେ କାଶିବା ପୂର୍ବରୁ ମୁହଁର୍ ରୁମାଲ କିମ୍ବା ମାସ ଦେଇ ଛିଙ୍କନ୍ତୁ ଏବଂ ମାଂସ କିମ୍ବା ଅଣ୍ଡାକୁ ଅତ୍ୟଧିକ ଗରଣ କରି ଖାଆନ୍ତୁ ଏହା ସହିତ ଆପଣ ଭାଇରସର ମୁକାବିଲା କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.