Loading...

କାଳ ହେଲା ଅନଲାଇନ ମୋବାଇଲ କିଣା, ପିତାପୁତ୍ରଙ୍କ ଆଶ୍ଚର୍ଯ୍ୟଜନକ ଦୁଃଖଦ ମୃତ୍ୟୁ

Loading...

ଫ୍ରେଣ୍ଡସ ଆପଣ ମାନଙ୍କୁ ସ୍ବାଗତମ୍ । ବନ୍ଧୁଗଣ ଆଜିର ଦୁନିଆ ସ୍ମାଟ ଦୁନିଆ ଏହି ଦୁନିଆରେ ମନୁଷ୍ୟ ପାଖରେ ସମସ୍ତ ସହଜ ଯୋଗାଯୋଗ ପହଞ୍ଚିପାରୁଛି । ଆଗରୁ ଲୋକେ ଚିଠି ମାଧ୍ୟମରେ ପ୍ରେରକ କରୁଥିଲେ କିନ୍ତୁ ବର୍ତ୍ତମାନ ଘରେ ବସି ଯୋଗାଯୋଗ ରକ୍ଷା କରି ପାରୁଛନ୍ତି । ମୋବାଇଲ ଆସିବା ପରଠୁ ଲୋକ ମାନେ ବହୁତ ପ୍ରକାର ସହଜ ଉପାୟ କୁ ଅବଲମ୍ବନ କରିପାରୁଛନ୍ତି । ତେବେ ମେନ ପଏଣ୍ଟ ହେଲା ବର୍ତ୍ତମାନ ଟେକନଲୋଜିର ଦୁନିଆ ଏହି ଦୁନିଆରେ ଲୋକେ ଘରେ ବସି ସମସ୍ତ ଆବଶ୍ୟକୀୟ ଜିନିଷ ମୁତାବକ୍ କରିପାରୁଛନ୍ତି ଅର୍ଥାତ୍ ଘରେ ବସି ନିଜର ଆବଶ୍ୟକତା କୁ ମେନ୍ଟନ କରିପାରୁଛନ୍ତି ।

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଲୋକେ ଅନଲାଇନ ମାଧ୍ୟମରେ ନିଜର ଥାଇବା ଠାରୁ ଆରମ୍ବ କରି ପିନ୍ଧିବା ପର୍ଯ୍ୟନ୍ତ ସମସ୍ତ ଜିନିଷ ଅର୍ଡର ମୁତାବକ୍ କରିପାରୁଛନ୍ତି । ବର୍ତ୍ତମାନ ଅନଲାଇନ ତଥା ଇଣ୍ଟରନେଟ୍ ମାଧ୍ୟମରେ ସମସ୍ତ ଅଫିସ କାର୍ଯ୍ୟ ମଧ୍ୟ ଆମେ କରିପାରୁଛେ କିନ୍ତୁ ଏହି ସହଜ ଦୁନିଆ ଯେତିକି ଆମକୁ ସାହାର୍ଯ୍ୟ କରୁଛି ସେତିକି ମାତ୍ରାରେ ଆମକୁ ବିପତ ଆଡକୁ ନେଇପାରେ ।

ସମସ୍ତେ ଅନଲାଇନ ମାଧ୍ୟମରେ ମୋବାଇଲ କିଣିଥାନ୍ତି । କିନ୍ତୁ ଏବେ ମୋବାଇଲ କିଣିବା ଅନଲାଇନ ମାଧ୍ୟରେ ମହଙ୍ଗା ସାବସ୍ତ୍ୟ ହୋଇଛି .ସେମିତି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏବେ ସେହି ଅନଲାଇନ ଫୋନ କିଣାକୁ ନେଇ ପିତାପୁତ୍ରଙ୍କ ଦୁଃଖଦ ମୃତ୍ୟୁ । ମୋବାଇଲ କିଣିବା କଥାକୁ ନେଇ ବାପ ପୁଅ ମଧ୍ୟରେ ଝଗଡା ଆରମ୍ବ ହୋଇଥିଲା ପରେ ପୁଅ ଟ୍ରେନ ଆଗରେ ଧାରଣା ଦେଇ ଆତ୍ମହତ୍ୟା କରିଛି ।

ତେବେ ପୁଅ କୁ ବଞ୍ଚାଇବାକୁ ଯାଇ ପିତା ମଧ୍ଯ ନିଜର ପ୍ରାଣ ଦେଇଛନ୍ତି । ତେବେ ଏହା କୈୌଣସି ଫିଲ୍ମ ଷ୍ଟରିଷ୍ଟ ନୁହେଁ ଏହା ବାସ୍ତବିକ୍ ଘଟଣା ଯାହା ପ୍ରେମ ଶ୍ରୀବାସ୍ତବଙ୍କ । ପ୍ରେମ ଶ୍ରୀବାସ୍ତବଙ୍କ ଘରେ ଗୋଟିଏ ଝିଅ ଏବଂ ପୁଅ ନମନ ।

ପ୍ରେମ ଶ୍ରୀବାସ୍ତବଙ୍କ ରୋଜଗାର କରି ପରିବାର ପୋଷଣ କରନ୍ତି ତେବେ ସେଦିନ ପୁଅ ତାର ଭଉଣୀ କୁ ନଜଣାଇ ତାର ଅକାଉଣ୍ଟରୁ ଟଙ୍କା ଉଠାଇ ମୋବାଇଲ କିଣିଛି ।

ଝିଅ ନାନସୀ ମୁଭି ଟାଇମର ଫୁଡ ଡିପାର୍ଟମେଣ୍ଟରେ କାମ କରନ୍ତି। ପୁଅ ବିଏନଏସଡି କଲେଜରେ ଇଣ୍ଟର ଛାତ୍ର । ଯେତେବେଳେ ଭଉଣୀ ନିଜର ଅକାଉଣ୍ଟ ଚେକ୍ କଲା ସେତେବେଳେ ଅକାଉଣ୍ଟରୁ ପଇସା ଗାୟପ ହୋଇଥିଲା ।ସେ ଯେତେବେଳେ ଘରେ ପଚାରା ପଚାରି କଲା ସେତେବେଳେ ନମନ ଟଙ୍କା ଚୋରି କରି ଫୋନ କିଣିଛି ବୋଲି ଜଣାପଡିଲା ।

ଏକଥା ଜାଣିବା ପରେ ଝି୍ଅ ତାର ପିତା ଙ୍କୁ ଜଣାଇଲା ପିତା ଏହା ଜାଣି ପୁଅ ର ଦୁଇ ଗାଲରେ ଚାପୁଡା ଦେଇ ବାଳୁଙ୍ଗା ଛତରା କହି ତାକୁ ମାଡ ମାରିଥିଲେ । ପରେ ସେ ଘରୁ ରାଗି ପଳାଇଯାଇଥିଲେ ପୁଅର ଯିବା ପରେ ବାପା ମଧ୍ୟ ତାର ପିଛା କରିଥିଲେ କିନ୍ତୁ କଣ ହେବ ଦୟବ ତାହା ହିଁ ଠିକ୍ କରିଥିଲା ।

ସେ ଟ୍ରେନ ଧାରଣା ଆଡକୁ ଯାଉଥିଲା ହଟାତ୍ କାଂସଗଞ୍ଜ ଏକ୍ସପ୍ରେସ ଆଡକୁ ପୁଅ ନମନ ଢେଇଇଁ ପଡିଲା ଏହା ଦେଖି ତାକୁ ବଞ୍ଚାଇବାକୁ ଯାଇ ବାପା ମଧ୍ଯ ମୁୃ୍ତ୍ଯୁ ବରଣ କରିଥିଲେ । ତେବେ ଆପଣ ଜାଣନ୍ତୁ ଗୋଟିଏ ମୋବାଇଲ ଫୋନରୁ ଆଜି ଦୁଇ ଦୁଇ ଟା ଜୀବନ ଅକାଳେ ଚାଲିଗଲା ଯାହା ଆଜିକା ଦିନରେ ବେଶି ଘଟୁଛି ।

ତେଣୁ ଆପଣ ମଧ୍ୟ ସାବଧାନ । ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...