Loading...

କାଲିଠୁ ଦେଖା ଦେବ ବାତ୍ୟା କେଣ୍ଟ ର ପ୍ରଭାବ 15ଟି ଜିଲ୍ଲା ରେ ପଡିବ ଭୟଙ୍କର ପ୍ରଭାବ । କାଳିଠୁ ରୁହନ୍ତୁ ସାବଧାନ। ତୁରନ୍ତ ସେୟାର କରି ଜଣାନ୍ତୁ

0 150

ଗତ କାଲିଠୁ ଦେଖା ଦେବ ବାତ୍ୟା କେଣ୍ଟ ର ପ୍ରଥମ ପ୍ରହରୀ ଏମିତି ରେ ବତ୍ଯା ନାଁ ରେ ସାରା ଓଡ଼ିଶା ଡରରେ କମ୍ପି ଉଠେ ଏମିତି ବେଳେ ମନେ ପଡିଯାଏ ସେହି 1999 ମସିହାର ମହା ବାତ୍ୟା କଥା ସେ ବି ଏମିତି ଅକ୍ଟୋବର ମାସ ର ଶେଷ ରେ ହିଁ ହୋଇ ଥିଲା ଓ ଓଡ଼ିଶା ର ବହୁତ ସ୍ଥାନ ରେ ଭୟଙ୍କର ଭାବେ କ୍ଷେୟ କ୍ଷେତି କରିଥିଲା । ସେହି ବାତ୍ଯା ପରେ ଆଜି ଯାଏ ଆସି ଥିବା ବାତ୍ଯା ରେ ଲୋକ ମାନେ ଟିକିଏ ବର୍ତ୍ତି ଜାଇଛନ୍ତି ।

ଏମିତି କି ଫାଇଲିନ୍ ଓ ହୁଡ ହୁଡ, ପରେ ଏହି କିଛି ଦିନ ପୂର୍ବେ ତିତିଲି ନାମକ ଏକ ଝଡ ରୁ ବି ଓଡ଼ିଶା ସଂମ୍ପର୍ଣ୍ଣ ଭାବେ ବଞ୍ଚିତ ହୋଇଛି । ଏପରି ବେଳେ ଆମ ଓଡ଼ିଶା ଓ ଆନ୍ତର୍ଜାତୀୟ ଗବେଶଣା ଗାର ର ମୂଖ୍ଯ ସରତ ଚନ୍ଦ୍ର ବାବୁ ଏହା ସୂଚନା ଯୋଗ୍ଯ କରି ଛନ୍ତି କି ଏହି ବାତ୍ଯା ଜାହାର ନାମ ହେଲା କେଣ୍ଟ ତେବେ ଏମିତି ବେଳେ ଜଣା ପଡିଛି କି ଏହି ବାତ୍ୟା ବର୍ତ୍ତମାନ ସମୟ ରେ ଉତ୍ତର ମାଲେସିଆ ଆଡକୁ ଗତି କରୁଥିଲା କିନ୍ତୁ ଏବେ ଏହା ଓଡ଼ିଶା ଆଡକୁ ମାଡି ଆସୁଛି ବୋଲି । ଏମିତି ବେଳେ ଏହା ବି ସୂଚଟନା ଦିଆଯାଇଛି କି ।

ଏହି ବତ୍ୟା ଯୋଗୁଁ ଗତ କାଲି ମାନେ 28 ଅକ୍ଟୋବର ଠୁ କିଛି କିଛି ସ୍ଥାନ ରେ ବର୍ଷା ହେବା ସହିତ ଖାସ କରି ଗଞାମ ଓ କେନ୍ଦ୍ରାପଡା ପରି ସ୍ଥାନ ରେ ଟିକିଏ ଅଧିକ ମାତ୍ରା ରେ ବର୍ଷା ହେବାର ସମ୍ବାବନା ରହିଛି । ଏଥି ସହିତ ଏହାର ହବି ଘୋଷଣା କରାଯାଇଛି କି ଏହି ବାତ୍ଯା କୁ ନେଇ ଏବେ ରାଜ୍ଯ କତେକ ସ୍ଥାନ ରେ ତଥା ବାଲେଶ୍ବର , ଭଦ୍ରକ , ଓ ଏମିତି କୁ ଭୁବନେଶ୍ବର ଓ ପୁରୀ ଆଦି ସ୍ଥାନ ରେ ସକାଳେ ଓ ସନ୍ଧ୍ୟା ରେ ଅଧିକ ମାତ୍ରା ରେ କୁହୁଡି ସହିତ ବହୁତ ଶୀତ ପ୍ରତିବାହିତ ହେବ ବୋଲି ଜଣା ପଡିଛି ।

ଏପରି ବେଳେ ୱେଦର ରିପର୍ଟ ରୁ ଜଣା ପଡୁଛି କି ଗତ କାଲି କେଉଁ କେଉଁ ସ୍ଥାନ ରେ ସୂର୍ଯ୍ଯ ନଦେଖା ଦେବା ସହିତ ମେଘାଛନ୍ନ କରିବ । ଏମିତି କି କିଛି କ୍ଷେତ୍ରରେ ଅତିରିକ୍ତ ଶୀତ ଅନୁଭୁତ ହେବ ବୋଲି ଜଣା ପଡିଛି । ରାଜ୍ୟ ର ସବୁ ଜିଲ୍ଲା ର ଜିଲ୍ଲା ପାଳ କୁ ଏବେ ଏଲେଟ କରିବା ସହିତ ସବୁ ବାତ୍ଯା ଆଶ୍ରୟ ସ୍ଥଳୀ ଗୁଡିକରେ ସବୁ କିଛି ର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଓ ଏହା ସହିତ ଏମିତି ପରିସ୍ଥିତି ରେ ଲୋକ ମାନଙ୍କୁ କିପରି ବାତ୍ଯା ସ୍ଥଳ ରୁ ଦୂରେଇ ରଖି ହେବ ତାହା ନେଇ ଏକସନ୍ ନିଆ । ଯିବ ବୋଲି କହିଛନ୍ତି । ଏମିତି ରେ ଏହି ଖବର କୁ ସବୁ ଆଡେ ସେୟାର କରନ୍ତୁ । ଯେପରି କି ସବୁ ଆଡେ ମେଲି ହୋଇ ପାରିବ ।

Loading...
Loading...