Loading...

କାଳିଆ ଯୋଜନା ପାଇଁ ” ଗ୍ରୀନ ଫର୍ମ ” ରେ 5ଟି ଭୁଲ ଦ୍ବାରା Cancel ହୋଇପାରେ କି Account କୁ ଟଙ୍କା ନ ଆସିପାରେ । ସେୟାର କରନ୍ତୁ

Loading...

ଆପଣ ମାନଙ୍କୁ ଆମର ପର୍ଟୋଲ କୁ ବହୁତ ବହୁତ ସ୍ବାଗତ କରୁଛୁ । ଏମିତି ରେ ଆପଣ ମାନେ ଯେପରି କି ଜାଣି ଥିବେ କି ଆଜିର ସମୟ ରେ ଆମ ଓଡ଼ିଶା ରେ କାଳିଆ କାଳିଆ ବୋଲି ଲୋକ ମାନେ ଚିଲେଉ ଥିବା ବେଳେ ନବୀନ ପଟ୍ଟନାୟକ ଙ୍କ ଏହି ନୂଆ ଯୋଜନା ଯୋଗୁଁ ଲୋକ ମାନଙ୍କ ମଧ୍ୟ ରେ ଏମିତି ବହୁତ ପ୍ରକାରର ଉତ୍ସାହ ଦେଖିବା ପାଇଁ ମିଳୁଛି । ତେବେ ଆପଣ ମାନଙଅକୁ କହିବା ପାଇଁ ଚାହିଁବୁ କି ଏହିୁ ଯୋଜନା ରେ ଆପଣ ମାନେ ନିଶ୍ଚିତ ଭାବେ 10 ହାଜାର ଯାଏ ଟଙ୍କା ଓ 50 ହଜାର ପର୍ଯ୍ୟନ୍ତ ଋଣ ମୁକ୍ତି ପାଇ ପାରିବେ ।

ଏଣିତି ସୁବିଧା କୁ ଲକ୍ଷ ରଖି ଲୋକ ମାନେ ବହୁତ ପରିମାଣ ରେ ପ୍ରାୟ ଏହି ଯୋଜନା ର ଭୁକ୍ତ ହେବା ପାଇଁ ଚାହୁଁଛନ୍ତି । ତେବେ ଏପରି ବେଳେ ଲୋକ ମାନେ ତ ଯୋଗ ଦାନ କରିବେ କିନ୍ତୁ । ଏହାର ଏପ୍ଲାୟ କିପରି କରିବେ । ବହୁତ ଲୋକ ମାନଙ୍କର ମଧ୍ୟ ରେ ଏହି ପ୍ରଶ୍ନ କୁ ନେଇ ବହୁତ ଦ୍ବନ୍ଦ ସୃଷ୍ଟି ହୋଇ ଥାଏ ।

Image result for kalia yojana form

ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସୂଚନା ଦେଭଆ ପାଇଁ ଆସିଛେ କି କେମିତି ଏହି କାଳିଆ ଯୋଜନା ରେ ଅନ୍ତର୍ଭୁକ୍ତ କରି ପାରିବେ । ଓ ନିଜେ ସେଠାରେ ମିଳୁ ଥିବା ଗ୍ରୀନ୍ ଫ୍ରମ୍ କୁ ପୁରଣ କରି ପାରିବେ । ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ପ୍ରଥମେ ଆପଣ ମାନେ ନିଜ ପଂଞ୍ଚାୟତ ଅଫିସ୍ ରେ ମିଳୁ ଥିବା ଏହି ଗ୍ରୀନ୍ ଫ୍ରର୍ମ କୁ ଆଣନ୍ତୁ ପରେ ସେଠାରେ ନିୟମ ଅନୁସାରେ ପ୍ରଥମେ ନିଜ ନାମ ଲେଖି ଦିଅନ୍ତୁ ।

Image result for kalia yojana form

ପରେ ନିଜ ପିତା ଙଅକ ନାମ ବା ମାତା ଙ୍କ ନାମ ସ୍ଥାନ ରେ ବି ସେମାନଙ୍କ ନାମ ଲେଖି ଦିଅନ୍ତୁ । ପରେ ପରେ ଆପଣ ମାନେ ନିଜ ଗ୍ରାମ ର ନାମ ପଞ୍ଚାୟତ , ନିଜ ବ୍ଲକ୍ ଓ ନିଜ ଜିଲ୍ଲା ର ନାମ ଲେଖନ୍ତୁ । ପରେ ପରେ ଆପଣଙଅକ କାର୍ଡ ନମ୍ବର ଓ ନିଜ ଫୋନ୍ ନଂ ଦେଇ ଦିଅନ୍ତୁ ।

ଏମିତି ବେଳେ ଆପଣ ମାନେ ଏହା ଦ୍ବାରା ବହୁତ ଉପକୃତ ହେବେ । କହିବା ପାଇଁ ଚାହିଁହବୁ କି ପରେ ପରେ ଆପଣ ମାନେ ନିଜର ବ୍ୟଙ୍କ ଖାତା ବାହାର କରି ସଠାରେ ଲେଖା ଥିବା ବ୍ୟଙ୍କ ର ନାମ ଓ ଏକାଉଣ୍ଟ ର ନମ୍ବର ପରେ ପରେ ନିଜ ବ୍ରାଞ୍ଚ ର ନାମ ଓ ଆଇ ଏଫ୍ ସି ନମ୍ଭ ର ମଧ୍ୟ ସେ ହି ଥିରେ ଦିଅନ୍ତୁ ଜାହା ଦ୍ବାରା ନିଶ୍ଚିତ ଭାବେ ଆପଣ ମାନଙ୍କ ଫର୍ମ ପୂରଣ ହେବେ । ପରେ ପରେ ସେଠାରେ ନିଜର ସ୍ବାକ୍ଷର ଦେଇ ସମିଟ କରନ୍ତୁ ।

Loading...
Loading...