କାଳିଆ ଯୋଜନା କୁ ନେଇ ଆସିଲା ବଡ ଅପଡେଟ ! କାଳିଆ ଯୋଜନା ର ଦ୍ଵିତୀୟ ଓ ତୃତୀୟ କିସ୍ତି ଟଙ୍କା କେବେ ମିଳିବ ଜାଣନ୍ତୁ ?

0 151

ଆପଣ ମାନଙ୍କ ପାଇଁ ପୁଣି ଏକ ଖୁସି ଖବର। ଯଦି ଆପଣ ଓଡ଼ିଶା ସରକାରଙ୍କ କାଳିଆ ଯୋଜନାର ହିତାଧିକାରୀ ଅଟନ୍ତି ତେବେ ଆପଣଙ୍କୁ ଆପଣଙ୍କ ବକେୟା କିସ୍ତି ର ଟଙ୍କା ମିଳିବାକୁ ଯାଉଛି ତେବେ ଆଉ ବିଳମ୍ବ କରନ୍ତୁ ନାହିଁ। ଯଥା ଶୀଘ୍ର ଏହାର ଲାଭ ଉଠାଇବା ପାଇଁ ଆପଣ ନିକଟସ୍ଥ ବ୍ଲକ୍ କିମ୍ବା ପଞ୍ଚାୟତ କୁ ଯାଇକି ଦେଖି ନିଅନ୍ତୁ ଯେ ଆପଣଙ୍କ ନାମ ମିଳିବାକୁ ଥିବା ତାଲିକାରେ ଅନ୍ତର୍ଭୁକ୍ତ ଅଛି କି ନାହିଁ।ଏବେ କରନା ସଂକ୍ରମଣ ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଅନେକ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି  ।

ଯାହା ଦେଶ ଓ ପ୍ରଦେଶ ମାନଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ପାରିବ ଓ ଲୋକଙ୍କୁ ଏହି ସମୟରେ ସହାୟତା କରି ପାରିବ।ତେବେ ସେହି ଦୃଷ୍ଟିରୁ
ଏବେ ଏବେ କୃଷି , ଶିଳ୍ପ, ଜୀବନ ଜୀବିକା ମାନଙ୍କ କ୍ଷେତ୍ରରେ ଆଦର୍ଶ ନୀତି ଆପନେଇ ଅଛନ୍ତି।

ଆସନ୍ତୁ ଜାଣିବା ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା କାଳିଆ ଓ କିଶାନ ନିଧି ଯୋଜନାର କିସ୍ତି ଟଙ୍କା ସହିତ ଅନ୍ୟ ମୁଖ୍ୟ ଖବର ବିଷୟରେ।ତେବେ ଯେଉଁ ମାନଙ୍କର କାଳିଆ ଯୋଜନାରେ କିମ୍ବା ପି ଏମ୍ କିଶାନ୍ ଯୋଜନା ରେ ନାମ ରହିଛି ସେମାନେ ୧୦୦୦୦ ପର୍ଯ୍ୟନ୍ତ ଟଙ୍କା ପାଇ ପାରିବେ ଓ କୃଷି କ୍ଷେତ୍ରରେ ଏସବୁ କୁ ନୀୟଯିତ କରି ପାରିବେ।

ତେବେ ଏମାନେ ବିଭିନ୍ନ ପ୍ରକାରର କୃଷି କାର୍ଯ୍ୟରେ ଏହି ଟଙ୍କା କୁ ଉପଯୋଗ କରି ପାରିବେ। ଆପଣ ଏହାକୁ ସମ୍ପୂର୍ଣ୍ଣ ମାଗଣା ରେ ପାଇ ପାରୁଛନ୍ତି। କିନ୍ତୁ ଏବେ ଯେଉଁ ଯୋଜନା କରା ଯାଇଛି ସେଥିରେ ଆପଣ ନିଶ୍ଚିତ ଭାବରେ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ ଏବଂ ଏହାକୁ ନିର୍ଦ୍ଦିଷ୍ଟ ସମୟରେ ପୈଠ କରିବାକୁ ପଡ଼ିବ।

ଯଦି ଏହାକୁ ସର୍ତ୍ତ ଅନୁସାରେ ଆପଣ ଠିକ୍ ସମୟରେ ପୈଠ କରିବେ ତେବେ ଆପଣଙ୍କୁ ସୁଧ ଦେବାକୁ ପଡ଼ିବ ନାହିଁ। ଏବଂ ପରବର୍ତ୍ତୀ ସମୟରେ ଅଧିକ ସୁବିଧା ମଧ୍ୟ ମିଳି ପାରିବ।

ରାସନ୍ କାର୍ଡ ରେ ମିଳୁଥିବା ଏହି ସହାୟତା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍ଏଫ୍ଏସି) ଅନୁଯାୟୀ ପ୍ରତି ମାସରେ ପାଞ୍ଚ କିଲୋଗ୍ରାମ ଶସ୍ତା ରାସନ ମିଳିବ। ଏହା ସହିତ କେନ୍ଦ୍ର ସରକାରଙ୍କ ଅନୁଯାୟୀ ଦେଶରେ ୮୦ କୋଟିରୁ ଅଧିକ ହିତାଧିକାରୀ ଅଛନ୍ତି, ଯେଉଁମାନେ ଏହାର ଅଧୀନରେ ଅଛନ୍ତି ଓ ଏହାର ସାହାଯ୍ୟ ପାଇ ପାରିଛନ୍ତି।

ଆପଣଙ୍କୁ ଅତି ମୌଳିକ ଆବଶ୍ୟକତା ଯୋଗାଇ ଦିଆଯିବା ସହିତ ଆପଣଙ୍କୁ ୩ ମାସର ଗ୍ୟାସ୍ ସିଲିଣ୍ଡର୍, ରାସନ୍ ସାମଗ୍ରୀ ଓ ଲେବର କାର୍ଡ ଥିବା ଲୋକ ମାନଙ୍କୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ ।

Leave A Reply

Your email address will not be published.