Loading...

କଳିଙ୍ଗ ଷ୍ଟାଡିୟମ୍‌ରେ ସଚିନ୍‌ଙ୍କ ସହ କିଏ ଏହି ସୁନ୍ଦରୀ ? ଶୁଣି ଆଶ୍ଚର୍ଯ୍ଚ୍ୟ ହେବେ

Loading...
0 317

ଯେପରି କି ଆପଣ ମାନେ ବହୁତ ଭଲ ଭାବେ ସୂଚନା ଯୋଗ୍ୟ ଥିବେ କି ଗତ କାଲି ଯାଏ ଆଣ ଓଡ଼ିଶା ର ବାର ବାଟି ରେ ଖେଳା ଜାଉ ଥିବା ହକି ୱାଲ୍ଡ କପ କୁ ନେଇ କେତେ ପରିମାଣ ରେ ଲୋକ ମାନଙ୍କ ମଧ୍ୟ ରେ ଭରପୁର ରମାଞ୍ଚ ଭରି ରହି ଥିଲା ବେଳେ ଏହି ଖେଳ କୁ ଦେଖିବା ପାଇଁ ବହୁତ ଲୋକ ମାନେ ଦେଶ ବିଦେଶ ରୁ ଏଠାକୁ ଆସି ଥିବା ଜଣା ପଡ଼ିଛି ଏମିତି ରେ ଏହି ଖେଳ ର ସମାପ୍ତି ହୋଇ ଥିବା ବେଳେ ଏବେ ଏହି ଖେଳ କୁ ନେଇ ବହୁତ ଏମିତି କଥା ଭାଇରଲ ହେବାରେ ଲାଗିଛି ।

ଏମିତି ରେ ଯେଉଂ ପରି ଭାବେ ଖେଳ ର ମାଜା ଉଠେଇବା ପାଇଁ ଲୋକ ମାନେ ଦେଷ ବିଦେଶ ରୁ ଏଠାକୁ ଆଶି ଥିଲେ ସେହି ପରି ଭାବେ ଲୋକ ଏଠାରେ ହକି ଆଉ କ୍ରିକେଟର ଅଦ୍ଭୁତ ସଂଯୋଗ ବି ଦେଖିବା ପାଇଁ ମିଳି ଥିଲା ଏମିତି ରେ ଆମେ ମାନେ ଆଜି ଆପଣ ମାନଙ୍କ ସହିତ ଏହି ବିଷୟ ରେ ହିଁ କଥା ହେବା ପାଇଁ ଆସିଛୁ । ଏମିତି ବେଳେ ସୂଚନା ଦେବା ପାଇଁ ଚାହିଁବୁ କି କ୍ରିକେଟ ତାରକା ସଚିନ୍‌ ତେନ୍ଦୁଲ କର ଙ୍କୁ ଏହି ହିକି ବିଶ୍ବ କପ ରେ ଦେଖିବା ପାଇଁ ମିଳି ଥିବା ବେଳେ ସଚିନ୍‌ ତେନ୍ଦୁଲ କର ଙ୍କୁ ଦେଖିବା ପାଇଁ ଲୋକ ମାନଙ୍କ ବହୁତ ଭଡ ଜମି ଥିବା ଜଣା ପଡ଼ିଛି ।

ଏଥି ସହିତ କହିବା ପାଇଁ ଚାହିଁବୁ କି ଷ୍ଟାଡିୟମ ରେ ଯେତେ ବେଳେ ସଚିନ୍ ପହଁଚି ଥିଲେ ସେତେ ବେଳେ ପୂରା ଷ୍ଟାଡିୟମ ସାରା ସଚିନ୍ ସଚିନ୍ କରି କମିପାବାରେ ଲାଗି ଥିବା ବେଳେ ଲୋକ ମାନେ ଯେଉଁ ପରି ଭାବେ ଭୁଲି ଜାଇ ଥିଲେ କି ଏଠାରେ ହକି ଖେଳ ହେଉଛି ବୋଲି । ଏମିତି ରେ ବର୍ତମାନ ସମୟ ରେ ଏଥି ପାଇଁ ଏହି କଥା ଭାଇରଲ ରେ ରହିଛି କାରଣ ସେବେ ବେଳେ କେବଳ ସଚିନ ନୁହେଁ ବରଂ ତାଙ୍କ ସହିତ ଜଣେ ବିଦେଶିନୀ ସୁନ୍ଦରୀ ମଧ୍ୟ ଥିଲେ ଯାହାଙ୍କ ନେଇ ଏବେ ବହୁତ ଚର୍ଚ୍ଚା ସାମ୍ନା କୁ ଆସି ବାରେ ଲାଗିଛି ।

ଏହି ଚର୍ଚା ର ବିଷୟ ହୋଇଛି କି ସେତେ ବେଲେ ଏହି ମହାନ ଖେଳାଳି ଙ୍କ ଇଣ୍ଟରବିୟୁ ନେଇ ଥିବା ଏହି ସୁନ୍ଦରୀ ଜଣଙ୍କ କିଏ । ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ସେ ହେଉଛନ୍ତି ସମାନ୍ଥ ଆନ୍ନ କୁଏକ୍‌ ଷ ତେବେ ସେ ବିଶ୍ବକପ ରେ ଏଙ୍କରିଙ୍ଗ ପାଇଁ ଆସି ଥିବା ବେଳେ ତାଙ୍କୁ ଏହି ଇଣ୍ଟରଭିୟୁ ରେ ସାମିଲ କରା ଜାଇ ଥିଲା ଏମିତି ରେ ସେ ଆଗରୁ ମଧ୍ୟ ସଚିନ୍ ଙ୍କ ଇଣ୍ଟର ଭିୟୁ ନେଇ ଥିବା ଜଣା ପଡ଼ିଛି । ତେବେ ଏଥି ସହିତ ସଚିନ୍ ମଧ୍ୟ ଏହି ଖେଳ କୁ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି . ତଥା ସେ ସୋସିଆଲ ମିଡ଼ିଆ ବି ପୋଷ୍ଟ କରି ଥିବା ଜଣା ପଡ଼ିଛି ।

Loading...
Loading...