Take a fresh look at your lifestyle.

ଶେଷରେ ପାକିସ୍ଥାନ ଲୁଚାଇଲା ଓ କହିଲା କି … ପୁଲଓ୍ଵାମା ଆକ୍ରମଣର ଜବାବ ଦେଲା ଭାରତ । ପାଖା ପାଖି 290 ରୁ ଅଧିକ

0 1,936

ଆମପଣଙ୍କର ଜ୍ଞାତଥିବ ପାକିସ୍ତାନ ଭାରତ ଉପରେ କରିଥିବା ଆକ୍ରମଣ ସରା ଭାରତୀୟଙ୍କ ହୃଦୟରେ ଭରିଦେଇଥିଲା ।କିନ୍ତୁଭାରତୀୟ ସୈନୀକମାନଙ୍କର ସହୀଦ ହେବାକାରଣ ସମସ୍ତଙ୍କ ଠାରେ ସାଜିଥିଲା ପ୍ରତିଶୋଧ ।ଖାଲି ଭାରତ ନୁହେଁ ବରଂ ଅନ୍ୟ ଦେଶ ଗୁଢିକ ମଧ୍ୟ କରକିଥିଲେ ସମର୍ଥନ ଯାହା ପାକିସ୍ତାନ ଉପରେ ପଡିଥିଲା ଭାରି ।

ଆଜି ପାକିସ୍ତାନ କୁ ଭାରତ ଗୋଟି କରି ଗୋଟି ଯବାବ ନେବାର ପ୍ରାୟସ କରିଚାଲିଛି । ପ୍ରଥମ ଥର ଭାରତ ପାକିସ୍ତାନ ଉପରେ ସର୍ଜିକାଲଷ୍ଟ୍ରାଇକର ବ୍ୟବସ୍ଥା ପୁଣି ରାଜନୈତିକ କୁଟନୀତି । ଭାରତ ପାକିସ୍ତାନ ମଧ୍ୟରେ କୈଣସି ସମ୍ପର୍କ ସବୁଦିନ ପାଇିଁ ସମାପ୍ତ କରାଯିବାର ପ୍ରତ୍ୟେକ ଟି ବାଣିଜ୍ୟ ବ୍ୟବସାୟ ଏବଂ ତାହା ସହିତପାଣିକୁ ବନ୍ଦକରାଯିବା ପାଇିଁ ଭାରତ ତରଫରୁ କାର୍ଯ୍ୟକାରିି କରାଯାଇଥିଲା ।

Related image

କିନ୍ତୁ ପାକିସ୍ତାନଙ୍କୁ ଭାରତ ତରଫରୁ ଯବାବ ଏତିକିରେ ଶେଷ ହୋଇନଥିଲା । ଏବେ ଏବେ ଭାରତ ପାକିସ୍ତାନ ଉପରେ ଅସଲି ଆକ୍ରମଣ କରିଛି ଯାହା ସାରା ବିଶ୍ବରେ ଭାଇରାଲ ହେବାରେ ଲାଗିଛି ଗତ କାଲି ଆମର ସେନା ପାକିସ୍ତାନ ର ଆତଙ୍କବାଦୀ ମାନଙ୍କର ଶିବିରକୁ କରିଲା ଧଂସ । ତେବେ ଆସନ୍ତୁ ଜାଣିବା କି ଭାରତୀୟ ବାୟୁସେନା କିପରି ନେଇଛି ତାର ସହୀଦ ଯବାନଙ୍କର ପ୍ରତିଶୋଧ ସେସମ୍ପର୍କରେ ଟିକେ ନଜର ପକେଇବା ।

ପୁଲଓ୍ଵାମା ଆକ୍ରମଣର ଜବାବ ଭାରତ ଦେଇଛି। ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଛନ୍ତି । ଏହି ଆକାଶୀ ଆକ୍ରମଣରେ ପାକ୍‌ ସୀମା ଭିତରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ଧ୍ୱଂସ ପାଇଛି। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲା।

Image result for pakistan attack india

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୧୦୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ଥିବା ବୋମା ନିୟନ୍ତ୍ରଣ ରେଖା ଆରପଟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ ଉପରକୁ ନିକ୍ଷେପ କରାଯାଇଛି। ଭାରତୀୟ ବାୟୁସେନା ଏ ସଂପର୍କରେ ସୂଚନା ଦେଇଛି।ତେବେ କହିବାକୁ ଗଲେ ଆମଭାରତୀୟ ବାୟୁସେନା ସପୂର୍ଣ୍ଣ ଶକ୍ତିଶାଳୀ ତଥା ନିଜର ଦକ୍ଷ୍ୟତା ବଳରେ ସେ 26 ତାରିଖ ଭୋର 3.45 ମିନିଟରେ କାଶ୍ମିର ଠାରେ ଥିବା ଆତଙ୍କକ୍ୟାମ୍ପ ର ଶିବିରକୁ କରାଯାଇଛି ଆକ୍ରମଣ ।ଆକ୍ରମଣରେ ୧୨ଟି ମିରେଜ୍‌ ୨୦୦୦ ଜେଟ୍‌ ଲଡୁଆ ବିମାନ ଅଂଶ ଗ୍ରହଣ କରିଥିଲେ

ଯାହା ଆକ୍ରମଣ ପରେ ହୋଇଥିବା ବବାଲ ରୁ ସୂଚନା ମିଳିଛି । ଏପରି ଘଟଣା ଦେଖିବା ପରେ ସମସ୍ତ ଭାରତୀୟ ମାନଙ୍କ ମଧ୍ଯରେ କିଛି ମାତ୍ରାରେ ହାତ୍ସ ହୋଇଛି କ୍ରୋଧ ଓ ଆକ୍ରୋଶ ଭରା ପ୍ରତିଶୋଧ ।ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.