Loading...

ରାହୁଲ ଗାନ୍ଧି ଓ ନରେନ୍ଦ୍ର ମୋଦି ଙ୍କ ଗୋଟିଏ ଦିନ ର ଖାଇବା ଖର୍ଚ୍ଚ କେତେ । ଜାଣି ଆପଣ ମାନେ ବିସ୍ବାଶ କରି ପାରିବେ ନାହିଁ ।

Loading...

ବର୍ତ୍ତମାନ ଭାରତବର୍ଷରେ ଗୋଟିଏ ଚର୍ଚ୍ଚା ଆଗାମୀ ଚଳିତ ମାସ ହେବାକୁ ଥିବା ଲୋକସଭା ନିର୍ବାଚନ । ନିର୍ବାଚନ ଲଡେଇକୁ ନେଇ ଦଳ ଦଳ ମଧ୍ୟରେ ଅନେକ ପ୍ରତିଦ୍ବନ୍ଦିତା ଚାଲିରହିଛି ଜଣଙ୍କ ପରେ ଜଣଙ୍କର ନୂଆ ନୂଆ ବାର୍ତ୍ତା ଶୁଣିବାକୁ ମିଳୁଛି ।ଆଜ୍ଞା ଏ ହେଉଛି ରାଜନୀତି ରାଜନୀତିର ପ୍ରକୃତ ଅର୍ଥ ଲୋକଙ୍କ ଦ୍ବାରା ଲୋକଙ୍କ ପାଇିଁ ଲୋକଙ୍କ ନିମନ୍ତେ ଶାସନ ।

ଆଗରୁ ରାଜତନ୍ତ୍ର ପ୍ରଚଳିତ ଥିଲା ସେତେବେଳେ ପ୍ରଜାମାନେ ରାଜାଙ୍କ ଅଧିନରେ ରହି ଶୋଷଣ ଅତ୍ୟାଚାରିତ ହେଉଥିଲେ କିନ୍ତୁ ରାଜତନ୍ତ୍ର ଶାସନ ପରେ ଆସିଲା ଗଣତନ୍ତ୍ର ଶାସନ । ଏହି ନୀତି ଅବଲମ୍ବନ ହେବାଠାରୁ କିଛିନା କିଛି ବିତ୍ରୁସନାଭାବ ଜାଗ୍ରତ ହେବାରେ ଲାଗିଛି । ଆପଣ ଜାଣନ୍ତି ଏବେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କର ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଚାଲିଥିବା ସ୍ଥଳେ ତାଙ୍କ ନେଇ ପ୍ରତିବାଦ ଚାଲିଛି ।

Image result for rahu l gan dhi eat

ଆଜି କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ଙ୍କ ମଧ୍ୟରେ ଅନେକ ତାତ୍ପର୍ଯ୍ୟ ପରିଲିଖିତ ହୋଇଛି । ନରେନ୍ଦ୍ର ମୋଦୀ ଭାରତକୁ ଏକ ନୂତନ ଦିଗରେ ଉଦୟ କରିବାର ପ୍ରକୃଷ୍ଟ ପ୍ରୟାସ କରିଚାଲିଛନ୍ତି । କିନ୍ତୁ କଂଗ୍ରେସ ସେପଟେ ନିଜ ଦଳ କିପରି ଶାସନାଧିକାର ହେବ ସେତି ନିମନ୍ତେ ପ୍ରଚେଷ୍ଟା ।ତେଣୁ ଏହି ଉଭୟ ଦଳର ନେତାଙ୍କ ମଧ୍ୟରେ କିଏ ଲଡିବ ଏଥର ଲୋକସଭା ନିର୍ବାଚନ ତା ନେଇ ଚର୍ଚ୍ଚା ଚାଲିଛି । ସବୁବେଳେ ଉଭୟଙ୍କ ମଧ୍ୟରେ ନିର୍ବାଚନର କଥା ଆଲୋଚନା ହେଉଥିବା ସ୍ଥଳେ ଏବେ ପ୍ରଶ୍ନଉଠିଛି କି ଉଭୟଙ୍କ ମଧ୍ୟରେ ଗୋଟିଏ ଦିନର ଖାଇବା ଖର୍ଚ୍ଚ କୁ ନେଇଚର୍ଚ୍ଚା ।

ଆଜି ଏମାନଙ୍କ ଗୋଟିଏ ଦିନ ଖାଇବା ଖର୍ଚ୍ଚ ବିଷୟ ରେ କଥା ହେବା ପାଇଁ ଆସିଛୁ ଯେଉଁ ଥିରେ ଆପଣ ମାନଙ୍କୁ ମାନଙ୍କୁ ଜଣେଇ ବା ପାଇଂ ଚାହିଁବୁ କି ଗୋଟିଏ ଦିନ ରେ ଏହି ଦୁଇ ରାଜ ନେତା ମାନେ କେତେ ଟଙ୍କା ର ଖାଦ୍ୟ ଖାଇ ଥାନ୍ତି ତାର ସପୂର୍ଣ୍ଣ ଟିପ୍ପଣୀ ଆପଣଙ୍କ ସାମ୍ମାନାରେ ଜାରି କରିବୁ ।ଗାନ୍ଧିକା ଲାଡଲା ପ୍ରତ୍ୟେକ ଦିନ ନିତ୍ୟକାମ ସମା୍ପନା ପରେ ନାସ୍ତା ସହ ନିଜପିଲାଦିନର ଫେବରାଇଟ୍ ସୁପ ଖାଇଥାନ୍ତି ।

Image result for modi eat

କାରଣ ରାହୁ ଲ ତାଙ୍କ ବାଲ୍ୟକାଳରୁ ଏହି ସୁଫକୁ ବହୁତ ଭଲପାଇଆସିଛନ୍ତି ଏପରିକି ତାଙ୍କର କାରଣ ବସତ ଦେହ ଅସୁସ୍ଥ ରହିଲେ ଏହି ସୁଫକୁ ମଧ୍ୟ ପିଇଥାନ୍ତି ତେଣୁ ତାଙ୍କର ଏସବୁ ଖାଇବା ମୁତାବିକ ରାହୁଲ ଙ୍କର ଗୋଟିଏ ଦିନର ଖାଇବା 500 ରୁ ଉଦ୍ଦ ହୋଇଥାଏ । କିନ୍ତୁ ପ୍ରଧାନ ମନ୍ତ୍ରୀଙ୍କ ଗୋଟିଏ ଦିନର ଖାଇବା ରାହୁଲ ଙ୍କ ଠାରୁ ଟିକେ କମ୍ ।

କାରଣ ମୋଦୀଜି ସକଳପ୍ରହରେ କେବଳ ଗୋଟେ ଗ୍ଲାସ କଫି ପିିଇବା ତାଙ୍କର ଅଭ୍ୟାସ ରହିବା ସହ ତା ସଂଙ୍ଗେ ସଂଙ୍ଗେ ସେ ଗୁଜୁରାଟର ପ୍ରିୟଖାଇବା ବ୍ରେଡ ବଟର ଓ ଧୁଷା ଖାଇବାକୁ ଉତ୍ତମ ମନେକରନ୍ତି । ତେଣୁ ତାଙ୍କର ଏହି ସବୁ ଖାଇବା ଅନୁଯାୟୀ ତାଙ୍କର ଗୋଟିଏ ଦିନର ଖର୍ଚ୍ଚ ପାୟ 300 ରୁ 400 ମଧ୍ୟରେ ହୋଇଥାଏ ତେବେ ଆପଣ ଜାଣିପାରିଲେ ଯେଏହି ନେତାଙ୍କ ମଧ୍ୟରୁ କାହାର ଖର୍ଚ୍ଚ ଅଧିକ ।


ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...