Loading...

କଣ ପାଇଁ ଏକ ଧନୀ ଘରର ପୁଅ ଏକ ଗରିବ ଘରର ଝିଅକୁ କରିଥିଲା ବାହାଘର , ସବୁ ଝିଅକୁ ପଢିବା ଦରକାର ଏହି ଦୁହିଁଙ୍କର କାହାଣୀ…

Loading...
0 529

ଏ ସଂସାରେ ଜନ୍ମ ନେଇଥିବା ସମସ୍ତ ମାନବ ଇଶ୍ବରଙ୍କର ସନ୍ତାନ ଅଟନ୍ତି। ସେ ଇଶ୍ବରଙ୍କର ଆର୍ଶିବାଦନୁଯାୟୀ ଏ ଧରା ପୃଷ୍ଟରେ ଅବତରଣ କରିଛନ୍ତି । ଭଗବାନ ମାନବକୁ ନିଜର କର୍ମ ମୁତାବିକ ଫଳପ୍ରଦାନ କରିଥାନ୍ତି ,କେହି ଜାଣନ୍ତି କି ଏ ଧରାଧାମରେ ଜନ୍ମ ନେଇଥିବା ମନୁଷ୍ୟ ମଧ୍ୟରେ କିଭଳି ମନୋଭାବ ରହିଛି ।କାରଣ ଏ ସମାଜରେ ଦୁଇଟି ବ୍ୟକ୍ତି ସମାନ ହୋଇପାରିବେ ନାହିଁ ନିଶ୍ଚିରୂପେ ଭିନ୍ନ ହେବ ।

କାହାର ମନ ଦୟାଭାବ ତ ଆଉକାହାର ମନ ହିଂସାର ପତିରୂପରେ ନ୍ୟସ୍ତ ଥାଏ । ଯେଉଂଦିନ ଗୋଟିଏ ମନୁଷ୍ୟ ଭଲକାମ ଟିଏ କରେ ସେହିଦିନ ସାରା ଭାରତୀଙ୍କ ମନରେ ଖୁସିର ନଦୀ ସୃଷ୍ଟିକରିଥାଏ ।ଆଜି ଆମେ ଏକ ମାହାନ ପୁରୁଷଙ୍କର ବିଷୟରେ ଆଲୋଚନା କରିବା ।ସେ ଏକ ସାଦାରଣ ତଥା ଗରିବ ମଧ୍ୟବିତ ପରିବାର ଝିଅ ଙ୍କ ସହିତ ବିବାହ କରିଛନ୍ତି । ଆସନ୍ତୁ ଜାଣିବା ସେହି ମହତ୍ତୂପୂର୍ଣ୍ଣ ବିବାହ ସମ୍ପର୍କରେ ।

ବେଙ୍ଗଲର ଜଣେ ଧନୀଶାଳି ପୁରୁଷ ଯାହାଙ୍କର ନାମ ଶିବମ୍ ସେ କାହିଁକି ଏକ ଗରିବ ଝିଅ ସହ ପ୍ରେମକଲେ ଏବଂ ବିବାହ କରିବାକୁ ଚାହୁଁଥିଲେ ସେ ତ ଏକ ଧନୀ ଘରର ଝିଅଙି୍କୁ ବିବାହ କରିପାରିଥାନ୍ତେ । କାରଣ ସେ ସେଗିବ ଘରର ଜିଅକୁ ପ୍ରେମ କରୁଥିଲେ ଏବଂବିବାହ ପାଇିଁ ସେ ଝି୍ଅକୁ କହିଥିଲେ ଝିଅଟି ଦେଖିବା ପାିିଇିଁ ବହୁତ ସୁନ୍ଦରୀ ଆଉ ବୁଦ୍ଧିମତୀ ମଧ୍ୟ ସେ ଶିବଙ୍କର ଉକ୍ତ ପ୍ରସ୍ତାବରେ ରାଜି ହୋଇ ବିବାହ ପାଇିଁ ରାଜି ହୋଇଗଲା ।

ବିବାହର କିଛିଦିନ ପରେ ଜଣାଗଲାଯେ ଝି୍ଅଟିଏ ବିବାହ ପାଇିଁ ସେ ତାର ବାପା ଓ ମା ସହିତ ଆଲୋନାକରିଥିବା କଥା ଶିବମ କୁ ଜଣାଗଲା । କିନ୍ତୁ ଦୁଖଃଦର କଥା ଯେ ଏ ହସର ଖୁସିରେ କାହିଁକି ଦୁଘଟଣାର ସମ୍ଭବନା ଦେଖାଗଲା । ବିବାହ ପରେ ଶିବମଙ୍କର ପତ୍ନୀଙ୍କୁ ଚର୍ମରୋଗ ହେଲା ଯାହା ଦ୍ବାରା ତାଙ୍କର ସେହି ସୁନ୍ଧରତାପଣ କମିଗଲା କିନ୍ତୁ ତାଙ୍କର ଏହି ସୁନ୍ଦରତା କମିବାପରେ ମଧ୍ୟ ସ୍ବାମୀଙ୍କର ପ୍ରେମ କମିଯାଇନଥିଲା ।

ବରଂ ଏହିରୋଗର ନିରାକରଣ ନିମନ୍ତେ ସେ ଚେଷ୍ଟାକରୁଥିଲେ । ଶିବମଙ୍କର କିଛିକାମହେତୁ ସେ ଗୋଟିଏ ଦିନ ସ୍ତ୍ରୀକୁ ଛାଡି ବାହାରକୁ ଗଲେ ଏବଂ ତାଙ୍କର ଫେରିବାଦିନ ତାଙ୍କ ସହିତ ର୍ଦୁଘଟଣା ଘଟିଲା ଯେଉଁଥିରେ ସେ ଏଦୁନିଆକୁ ଦେଖିବାରେ ଅସଫଳ ର ଅଭିନୟ କଲେ । କଛିଦିନର ବବଧାନ ପରେ ପୀଡିତା ସ୍ତ୍ରୀ ଙ୍କର ମୃତ୍ୟୁ ଘଟିଲା । ଏହି ମୃତ୍ୟୁ ଶିବମ ଙ୍କର ମନରେ ଦୁକଃର ଛାୟା ପାଲଟିଗଲା ।

ଦୁଖରେ ଜର୍ଜରିତ ହେଉଥିବା ସ୍ବାମୀ ତାଙ୍କ ଘର ଲୋଲଙ୍କୁ କହିଥିଲେ କି ମୁଁ ଅନ୍ଧ ନଥିଲି କାରଣ ମୋର ଏହି ଆଖ୍ ଦୁଇଟି ମୋ ସ୍ତ୍ରୀର ରୋଗରେ ସେ ଅସୁନ୍ଦର ହୋଇନାହାନ୍ତି ବୋଲି ମୁଁ ଅନ୍ଦର ଅଭିନୟ କରୁଥିଲି । ତାଙ୍କର ଏହି ମହତ୍ତୂପୂର୍ଣ୍ଣ କାର୍ଯ୍ୟରେ ତାଙ୍କ ଘରଲୋକ ଓ ପଡୋଶୀ ଙ୍କ ଆଖିରୁ ଲୁହ ଝରିଗଲା ଯାହା କହିଲେ ଅତ୍ୟୁକ୍ତିହେବନାହିଁ ।

ଯଦିଆପଣ ଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ।ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...