Loading...

କଣପାଇଁ ଗୀତ ଗାଉ ଗାଉ ହାଟତ୍ ବେହୋଶ ହୋଇ ହସ୍ପିଟାଲ ରେ ଭର୍ତି ହେଲେ ହ୍ୟୁମାନ ସାଗର

Loading...

ବର୍ତ୍ତମାନ ସାରା ଓଡିଶାରେ ଜଣେ ସିଙ୍ଗର ଙ୍କ ଗୀତ ମାର୍କେଟ ଖାଉଛି ସେ ହେଉଛନ୍ତି ଲୋକପ୍ରିୟତା ସିଙ୍ଗର ହ୍ୟୁମାନସାଗର । ଓଡିଆ ସଂଙ୍ଗୀତ ଜଗତରେ ଓଡି୍ଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରକୁ କିଏ ବା ନଜାଣେ । ତାଙ୍କର କଣ୍ଠରୁ ମଧୁର ସ୍ବର ଶୁଣିବା ପାଇିଁ ଓଡିଶା ବାସୀ ପାଗଳ ହୋଇଥାନ୍ତି । ତାଙ୍କର ସେହି ବିଛେଦ ସଂଙ୍ଗୀତ ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଥାଏ । ପ୍ରତିଦିନ ତାଙ୍କର ଚର୍ଚ୍ଚା ଓଲିହଡ୍ରେ ହୋଇ ଚାଲିଛି ବର୍ତ୍ତମାନ ହ୍ୟୁମାନ ସାଗର ସଂଙ୍ଗୀର ମାନଙ୍କ ମଧ୍ୟରୁ ଜଣେ ଯିଏ ସୁନାମଧନ୍ୟ ଅର୍ପଣ କରିଛନ୍ତି । ଆଜି ସେ ଖାଲି ଓଡିଶା ରେ ଅନ୍ୟ ରାଜରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି ।

କୋଟି କୋଟି ଓଡିଆବାସୀ ହ୍ୟୁମାନ ସାଗର ଙ୍କୁ ନିଜ ହୃଦୟରେ ସ୍ଥାନ ଦେଇସାରିଛନ୍ତି । ଲୋକ ମାନଙ୍କ ହୃଦୟରେ ମିଷ୍ଟର ସାଗର ସର୍ବଦା ଲୋକଙ୍କ ମନରେ ରହିଥାନ୍ତି ।ଯେଉଁ ସୁନାମଧମନ୍ୟ ଲୋକ ମାନଙ୍କ ମୁହଁରେ ସବୁଦିନ ହସ ଫୁଟାଇ ଆସୁଥିଲେ ଆଜି ସେହି ସଂଙ୍ଗୀର ଙ୍କ ପକ୍ଷରୁ ଆସିଛି ଦୁଖଃର ଖବର ଯାହା ଓଲିଉଡ୍ ଜଗତରୁ ଗୋଟିଏ ଦୁଖଃଦଭରା କଥା ।

ଷ୍ଟୁଡିଓରେ ଗୀତ ରେକଢିଂ କରୁଥିବା ସମୟରେ ହ୍ୟୁମାନ ସାଗର ଚେତାଶୂନ୍ୟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ର ଦ୍ଃଖ ଭରା ଗୀତ ହେଉ ବା ଲଭ ସଙ୍ଗ ହେଉ , ତାଙ୍କର ସବୁ ତକ ଗୀତ ଟିନ ଏଜର ପିଲାଙ୍କୁ ମତୁଆଲ କରିଥାଏ

ବର୍ତ୍ତମାନ ଚାଲିଛି ପୂଜା ବଜାର ଏହି ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଗୀତାକାର ମାନଙ୍କୁ ରେଷ୍ଟ ମିଳୁନାହିଁ । ଅନେକ ପ୍ରଡକ୍ସନ ହାଉସ ଅନେକ ନୁଆ ନୁଆ ଗୀତ ରିଲିଜ କରିବାକୁ ଲାଗିଛନ୍ତି ତାଙ୍କୁ ଆଦୁ ରେଷ୍ଟ ମିଳୁ ନାହିଁ । ତେବେ ସେହିପରି ଗୋଟିଏ ଦିନରେ ହ୍ୟୁମାନ ସାଗର ଲଗାତାର 15 ଟି ଗୀତ ଗାଇ ଷ୍ଟଡିଓରେ ଚେତାଶୂନ୍ୟ ହୋଇଯାଇଥିଲେ । ସେ ଗୋଟିଏ ଦିନରେ ଏତେଟି ଗୀତ ଗାଇ ଓଡିଆ ସଂଙ୍ଗୀତ ଜଗତରେ ଏକ ରେକଡ ସୃଷ୍ଟି କରିଥିଲେ ।

ସେ କଟକ ସ୍ଥିତ ମିଲ୍ଲନ ଷେଟୁଡିଓରେ ରେକଡିଂ ଚାଲିଥିବା ବେଳେ 13 ଟି ଗୀତ ଗାଈ ଚେତାଶୂନ୍ୟ ହୋଇପଡିଥିଲେ ହ୍ୟୁମାନ । ତା ପରେ ତାଙ୍କୁ ପାଖରେ ଥିବା ଘରୋଇ ହସ୍ପିଟାଲକୁ ଚିକିସ୍ଚା ପାଇଁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେ ଟିକେ ସୁସ୍ଥ ଅଛନ୍ତି ବୋଲି ଜଣାୁଡିଛି ।

ତାଙ୍କର ବେହୋସ ହେବା ଦେଖି ପୁରା ଓଲିଉଡ୍ ଜଗତ ଭାଙ୍ଗି ପଡିଥିଲା ତଥାପି ସେ ସୁସ୍ଥ ହେବା ପରେ ପୁଣି 4 ଟି ଗୀତ ଗାଇବା ପାଇିଁ ଜିଦି କରିଥିଲେ ଏବଂ ସେ ଗୀତ ରେକଡିଁ ମଧ୍ୟ କରିଥିଲେ । ଏବେ ଓଡିଶା ବାସୀଙ୍କ ସୁନାମଧନ୍ୟ ତଥା ସୁନ୍ଦର କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି ।

ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...