Take a fresh look at your lifestyle.

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଆମେରିକାର କଡା ଚେତାବନୀ ! କହିଲା,ନିଜ ମାଟିରେ ଆତଙ୍କୀଙ୍କ ବିରୋଧରେ କର କାର୍ଯ୍ୟାନୁଷ୍ଠାନ

0 1,080

ପୁଲୱାମା ଆକ୍ରମଣ ପରେ ଭାରତ ପକ୍ଷକୁ ଆସୁଛି ଅନ୍ତରାଷ୍ଟ୍ରୀୟ ତରଫରୁ ସମର୍ଥନ । ଭାରତ ସହ ପାକିସ୍ତାନ କରିଥିବା ଆତଙ୍କ ଆତ୍ମଘାତୀ ଆକ୍ରମଣ ରେ ଭାରତର ଯବାବନଙ୍କର ପ୍ରାଣ ଏ ମାଟିରେ ମିଶିଯାଇଥିଲା । କିନ୍ତୁ ଭାରତୀୟ ବାୟୁମସେନା ଏହାର ଦୃଡ କାଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ଆତଙ୍କମାନଙ୍କର ଠିକନା କୁ ଉଡାଇଦେଇଛନ୍ତି ତାହା ପୁଣି ସୀମା ଅତିକ୍ରମ କରି ଯାହା ପାକିସ୍ତାନ 300ରୁ ଅଧିକ ଆତଙ୍କ ମାନଙ୍କର ପ୍ରାଣ ଯାଇଛି ଖାଲି ସେତିକି ନୁହେଁ ଏହି ଏୟାର ଷ୍ଟ୍ରାଇକରେ ତାଙ୍କର କେତେଜଣ ଆର୍ମି ଓନେତାଙ୍କର ମଧ୍ୟ ପ୍ରାଣ ଯାଇଛି ।

କିନ୍ତୁ ଏହି ମାମଲା ବୃଦ୍ଦି ହେବାରେ ଲାଗିଛିକାରଣ ଭାରତୀୟ ବାୟୁସେନା ପାକିସ୍ତାନ ସେନାଙ୍କ କବଜାରେ ରହିଛି ତାଙ୍କୁ ଟର୍ଚର କରିବା ଅନ୍ୟାୟ ଭାରତ ଓପାକିସ୍ତାନ ମଧ୍ୟରେ ଯୁଦ୍ଧର ବିୟର ଘୋଷଣା ମଧ୍ୟ କରିଛନ୍ତି କି ଭାରତ ଯଦି ପାକିସ୍ତାନ ସହ ଯୁଦ୍ଧ କରେ ତେବେ ପାକିସ୍ତାନ ର ଝଣ୍ଜ ଦିଲ୍ଲୀରେ ଉଡିବ । କିନ୍ତୁ ଆଜି ପୁଣି ଗୋଟିଏ ନୂତନ ଚେତାବନୀ ଆମେରିକା ପାକିସ୍ତାନକୁ ଦେଇଛି ଆସନ୍ତୁ ଜାଣିବା ଆମେରିକା ପାକିସ୍ତାନଙ୍କୁ କେଉଁ ବିଷୟରେ ଚେତାବନୀ ଦେଇ ଭାରତ କୁ ସମର୍ଥନ କରିବାର ପ୍ରତିଶୋତି ଦେଇଅଛି ।

Image result for pakistan

ଆସିଲା ବଡ ଖବର ସେପଟେ ଆମେରିକା ଦେଲା ପାକିସ୍ତାନକୁ କଡା ଚେତାବନୀ ଆାମେରିକା କହିଛି କି ପାକିସ୍ତାନ ନିଜମାଟୁରୁ ଆତଙ୍କବାଦୀ ନମନ୍ତେ କଡା କାଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଆମେରିକା ରାଷ୍ଟ୍ରପତି ଓ୍ବାସିଙ୍ଗ ଟନ । ପାକିସ୍ତାନ ଜୈଶ ମହମ୍ମଦ ଉପରେ ଦୃଡ କାଯ୍ୟାନୁଷ୍ଠାନ ନେଇ ଏହି ମାମଲାର ପ୍ରତିକାର କରୁ ।ଆମେରିକା ପାକିସ୍ତାନ ଚେତାବନୀ ଦେଇଛି ।

ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନଙ୍କୁ କହିଛନ୍ତି କି ଜୈଶଙ୍କ ଉପରେ କାଯ୍ୟାନୁଷ୍ଠାନ ଗ୍ରହଣ କରି ନିଜେ ଏଦିଗରେ ସଚେତନ ହୁ୍ଅନ୍ତୁଏବଂ ଭାରତ ସହ ଆମେରିକା ସ ହବୁଦିନ ରହିବ ବୋଲି ପ୍ରତିଶୋତି ଦେଇଛନ୍ତି । ଆମେରିକାର କହିବା ମୁତାବିକ ଭାରତ ପାକିସ୍ତାନ ର ଆତଙ୍କ ମାନଙ୍କ ଉପରେଷ୍ଟ୍ରାାଇକ କରିଥିଲା ଯେଉଁ ମାନେ ଖାଲି ପୁଲୱାମା ଆକ୍ରମଣ କରିନାହାଁନ୍ତି ଏପରିକି ବିଭିନ୍ନ ଆକ୍ରମଣ କରିଛି ।

Image result for pakistan

ଭାରତ କୁ ସବୁଦେଶରୁ ସମର୍ଥନ ଆସୁଛି । ସେପଟେ ଅଷ୍ଟ୍ରୋଲିଆର ବିଦେଶ ମନ୍ତ୍ରୀ ମାରିଜ୍ ପାୟନେ ଭାରତ ଉପରେ ହୋଇଥିବା ପୁଲୱାମା ଆକ୍ରମଣକୁ ନେଇ ସେ ପାକିସ୍ତାନ ଙ୍କୁ ନିନ୍ଦାକରିଛନ୍ତି ବୋଲି ସେ ଆଜି ଟୁଇଟ୍ ରେଆତ୍ମପ୍ରକାଶ କରିଛନ୍ତି । ତେଣୁ ଭାରତ କୁ ସମର୍ଥନ କରି ଆମେରିକାର ବିଦେଶ ମନ୍ତ୍ରୀ କହିଛନ୍ତି କି ପାକିସ୍ତାନ ର ସରକାର ସବୁବେଳେ ତାହାର ଆତଙ୍କ ବାଦୀଙ୍କ ଉପରେ କେବେ ହେଲେ ଦୃଡ କାଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୁଣି ତାଙ୍କୁ ପ୍ରତ୍ସାହନା ଦେଇଆସିଛ । ଯାହା ଆଜି ଜୈଶ ମହମ୍ମଦ ଆତଙ୍କ ସଂଗଠନ ଖାଲି ଭାରତ ପାଇିଁ ଅପରାଧୀ ସାଜି ନାହିଁ ଏହା ସାରା ବିଶ୍ବପାଇିଁ ଅଶାନ୍ତି ସୃଷ୍ଟି କରିଛି ।

ଆମେରିକାର ରାଷ୍ଟ୍ରପତି ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ଇମ୍ରାନ ଙ୍କୁ କହିଛନ୍ତି କି ଯଦି ପାକିସ୍ତାନ ଜୈଶ ମହମ୍ମଦ ଉପରେ ଦୃଡ କାଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଭାରତ ପକ୍ଷରୁ ଏପରି ଏୟାର ଷ୍ଟ୍ରାଇକ ରୋକାଯାଇପାରିବ ନାହିଁ ଏବଂ ଆମେରିକାର ବିଦେଶ ସଚିବ ମଧ୍ୟ କହିଛନ୍ତି କି ପାକିସ୍ତାନ ଆତଙ୍କ ମନାଙ୍କର ସଂଖ୍ୟା ବୃଦ୍ଦି କିରଚାଲିଛି ଯେ ପର୍ଯ୍ୟନ୍ତ ଏପରି ପଦକ୍ଷେପ ପାକିସ୍ତାନ ନନେବ ସେତେ ପର୍ଯ୍ୟନ୍ତ ଆକ୍ରମଣ ଚାଲୁ ରହିବ । ଏବଂ ଭାରତ କୁ ଏଦିଗରେ ଆମେରିକା ଠାରୁ ସମର୍ଥନ ରହିବ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.