କର୍ମ ସହିତ ପ୍ରତ୍ୟେକ ଦିନ ମାତ୍ର ଏହି ୩ ଟି ଜିନିଷ କରନ୍ତୁ ନିଶ୍ଚୟ ହେବେ ସୁଖୀ

ଆଜି ଆମେ ଜାଣିବା ।କେମିତି ଆମେ ଧନୀ ହେବା ଅଧିକରୁ ଅଧିକ ଟଙ୍କା ଅର୍ଜନ କରିବା। ଟଙ୍କା କମାଇବା ପାଇଁ କାହାର ବା ଇଚ୍ଛା ନଥାଏ ।ହେଲେ ବେଳେ ବେଳେ ପରିସ୍ଥିତି ଏମିତି ଆସି ଥାଏ କି ଆମେ ଚାହିଁଲେ ବି ଟଙ୍କା କମାଇ ପାରି ନଥାଉ। ଆଜି ଆମେ ଆପଣଙ୍କୁ ଏମତି ଗୋଟେ ଉପାୟ କରିବା ଯାହା ଦ୍ୱାରା ଆପଣ ଙ୍କର ଧନ ର ଅଭାବ ରହିବ ନାହିଁ।

କିଏ ଜନ୍ମ ରୁ ଧନୀ ହୋଇଥାଏ।ତୋ ଆଉ କିଏ ନିଜେ ହାତରେ ଅର୍ଜନ କରିଥାଏ। ଯଦି ଆପଣ ଏହି ଉପାୟ କରିବେ ତେବେ ଆପଣ ଙ୍କର ଆଉ ଧନର ଅଭାବ ରହିବ ନାହିଁ। ଆସନ୍ତୁ ଜାଣିବା ଏହି ଉପାୟଟି କଣ ।

ପ୍ରଥମେ ସକାଳୁ ଉଠି ନିଜ ହାତ ର ପାପୁଲିକୁ ଦର୍ଶନ କରିବେ ।କାରଣ ହାତରେ ବିଷ୍ଣୁ ଓ ଲଷ୍ମୀ ମାତା ଥାଆନ୍ତି । ଯଦି ସକାଳୁ ଉଠି ଆମେ ଏହି ପରି କରିବା ମାତା ଲଷ୍ମୀ ଓ ବିଷ୍ଣୁ ଖୁସି ହେବେ ଏଵଂ ଆପଣ ଙ୍କର ଧନର ଅଭାବ ରହିବ ନାହିଁ।

ଦ୍ଵିତୀୟ ରେ ସକାଳୁ ଶଯ୍ୟା ଛାଡିବା ବେଳେ ପାଦ ତଳେ ରଖି ଧରିତ୍ରୀ ମାଆ କୁ ପ୍ରଣାମ କରିବେ। କାରଣ ଧରିତ୍ରୀ ମାଆ ହେଉଛି ଆମ ମାଆ ସିଏ ସର୍ବ ସହା ।

ତୃତୀୟ ରେ ଆମର ତେତିଶ କୋଟି ଦେବୀ ଦେବତା ଅଛନ୍ତି ।ହେଲେ ଆମେ ବ୍ୟସ୍ତ ବହୁଳତା ଜୀବନରେ ଆମେ ଠାକୁରଙ୍କୁ ବି ଡାକି ପାରୁନୁ।କିନ୍ତୁ ସମବାର ଦିନ ଶୋଇଲା ବେଳେ ଭଗବାନ ଶିବ ସମ୍ଭୁକୁ ସ୍ମରଣ କରି ।

ନିଜ ମନର ସବୁ କଥା ଜଣେ ସୋଇଲେ ଆମର ସବୁ ସମସ୍ୟା ଦୂର ହେବଏବଂ ଶନିବାର ଦିନ ସୋଇଲାବେଳେ ଶନି ଦେବତାଙ୍କୁ ନିଜ ମନେ ମନେ ସ୍ମରଣ କରି ନିଜ ମନର ସବୁ ଇଚ୍ଛା କୁ କହି ତାଙ୍କୁ ସୋଇବ ।ଏହି ପରି କଲା ପରେ ଆପଣ ଦେଖିବେ ।

ଆପଣ ଙ୍କର ସମସ୍ତ ସମସ୍ୟା ଦୂର ହେଇଯିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।