Loading...

ଦୀପିକା ରଣବୀର, ନିକ୍ ପ୍ରିୟଙ୍କା ଙ୍କ ପରେ ଏବେ କ୍ୟାଟରିନା କୈଫ୍ ବି ଜଲଦି ବାହାହେବାକୁ ଯାଉଛନ୍ତି… ବର ନାଁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

Loading...

ଆପଣ ମାନେ ଯେଉଁ ପରି ଭାବେ ଅବଗତ ଥିବେ କି ଏହି ବର୍ଷ ରେ ଆମ ମାନଙ୍କୁ କେତେ ବଡ ସେଲିବ୍ରେଟି ମାନଙ୍କ ବିବାହ ଦେଖିବା ପାଇଁ ମିଳୁ ଥିବା ବେଳେ ଏମିତି ବେଳେ ଏମାନଙ୍କ ମଧ୍ୟ ରୁ ବହୁତ ଏମିତି ବି ସେଲିବ୍ରେଟି ମାନେ ରହିଛନ୍ତି ଯେଉଁ ମାନେ କି ବହୁତ ଚର୍ଚା ରେ ଏବାକା ସମୟ ରେ ମଧ୍ୟ ରହିଛନ୍ତି ଏମିତି ରେ ଆମେ ଆପଣ ମନଙ୍କୁ ସେହି ପରି ଗୋଟିଏ ବିବାହ ସଂମ୍ପର୍କ ରେ ସୂଚନା ଦେବା ପାଇଁ ଆସିଛୁ ଯାହାଙ୍କୁ ପ୍ରାୟତଃ ଲୋକ ମାନେ ଗୋଟିଏ ଆଗ ଧାଡି ରେ କଳା କାର ଭାବେ ଜାଣନ୍ତି

ଆମେ ଆଜି ଆପଣ ମାନଙ୍କୁ କଟ୍ରିନା କ୍ୟଫ ଙ୍କ ବିଷୟ ରେ କହିବା ପାଇଁ ଜାଉଛୁ । ତେବେ ଏହି ଦିନ ରେ ରଣବୀର ଦିପିକା ତଥା ନିକ୍ ଓ ପ୍ରିୟଙ୍କା ଙ୍କ ଭଲି ସେଲିବ୍ରେଟି ଙ୍କ ବିବାହ ଦେଖି ସାରିବା ପରେ ଏବେ ପୁଣି କଟ୍ରିନା ଙ୍କ ର ବିବାହ ଦେଖିବା ପାଇଁ ଜାଉ ଛନ୍ତି ଏମିତି ରେ ଆମେ କହିବା ପାଇଁ ଚାହୁଁଛୁ କି ଏହି ଦିନ ରେ କଟ୍ରିନା କ୍ୟଫ ବି ବିବାହ କରିବା ପାଇଁ ଜାଉ ଛନ୍ତି ବୋଲି ଜଣା ପଡ଼ିଛି ଏମିତି ଏହି ବିବାହ କୁ ନେଇ ଲୋକ ମାନେ ବହୁତ ଚର୍ଚ୍ଛା ସୃଷ୍ଟି କରିବା ରେ ଲାଗିଛନ୍ତି

Related image

ଏମିତି ବେଳେ ଆପଣ ମାନେ ବି ଯଦି ଜାଣିବେ କି ସେ କାହାକୁ ବିବାହ କରିବ ପାଇଁ ଜାଉ ଛନ୍ତି ତେବେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । କ୍ୟାଟରିନା କୈଫ୍ ହେଉ ଛନ୍ତି ଗୋଟିଏ ଏପରି କଳା କାର ଯେ କି ବହୁତ କମ୍ ଦିନ ରେ ହିଁ ସଫଳତା ହାତ ରେ ଲଗାଇ ପାରି ଛନ୍ତି । ତଥା ଜଣା ଯାଏ କି ସାନିଲିୟନି ଙ୍କ ପରେ କ୍ୟାଟରିନା କୈଫ୍ ହେଉଛନ୍ତି ଦିତ୍ବୟ ଯାହାଙ୍କୁ ହିନ୍ଦି କହିବା ପାଇଁ ଆସେ ନାହିଁ ।

ତେବେ ଏହି ଦିନ ରେ ସେ ଟାଇଗର ଜିନ୍ଦୀ ହେ ରେ କାମ କରି ବହୁତ ସଫଳତା ବି ହାତ ରେ ଆଣି ପାରିଛନ୍ତି ଏମିତି ବେଳେ ପ୍ରିୟଙ୍କା ଓ ନିକ୍ ଙ୍କ ପରେ ତାଙ୍କର ବି ବିବାହ କରିବା ପାଇଁ ମନ ହୋଇଛି । ତେବେ କିଛି ଦିନ ତଳେ ସେ ରଣବୀର କୋପୁର ଙ୍କୁ ଡେଟିଂ କରୁ ଥିବା ବେଳେ ପରେ ତାଙ୍କର ବ୍ରେକଅପ ହୋଇ ଥିଲା ଯେଉଁଥି ପାଇଁ ସେମାନେ ଅଲଗା ହୋଇ ଥିଲା ଏମିତି ବେଳେ ଏବେ ଏକ ବିସେଷ ସୂତ୍ର ରୁ ଜଣା କି

Image result for priyanka nick shadi pic

କ୍ୟାଟରିନା କୈଫ୍ ଙ୍କ ମନ ପୁଣି ଥରେ ସଲମାନ ଙ୍କ ଉପରେ ଆସିଛୁ ତେବେ ସେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ତାଙ୍କ ସହିତ ବହୁତ ଫୋଟ ବି ଛାଡୁ ଥିବା ଜ ଦେଖିବା ପାଇଁ ମିଳିଛଇ । ଏକ ବିସେଷ ସୁତ୍ରରୁ ଜଣା ପଡିଛି କି ସଲମାନ ଓ କ୍ୟାଟରିନା ଜଲଦି ହିଁ ବିବାହ କରିବାକୁ ଯାଉଛନ୍ତି । ଏବେ ସଲମାନ ଙ୍କ ହୁୟ ରେ ବି କ୍ୟାଟରିନା କୈଫ୍ ରହିଛନ୍ତି ବୋଲି ଜଣା ପଡ଼ିଛି । ତେବେ ଏହି ବିବାହ କଥା ସତ୍ୟ ବୋଲି ଅନୁମାନ କରା ଜାଉଛି ।

Loading...
Loading...