Take a fresh look at your lifestyle.

କୁକୁର ମୁତ୍ର ବୟସର । ସୁନ୍ଦରୀ ଦେଖାଯିବା ପାଇଁ ପିଉଛନ୍ତି କୁକୁର ମୁତ୍ର

0 418

ଏ ସସଂସାରେର ଜନ୍ମ ନେଇଥିବା ସମସ୍ତ ମାନବକୁ ଭଗବାନ ତାଙ୍କର ଭାଗ୍ୟକୁ ନିର୍ଦ୍ଧାରଣ କରି ତାଙ୍କୁ ରୂପ ଏବଂ ସୌନ୍ଦର୍ଯ୍ୟ ପ୍ରଦାନ କରିଛନ୍ତି । କିନ୍ତୁ ଏ ମନୁ୍ଷ୍ୟ ନିଜର ଭାଗ୍ୟକୁ ବଦଳାଇବା ପାଇିଁ ବିଭିନ୍ନ ପ୍ରକାର ନିତୀ ପ୍ରଣୟନ କରୁଛନ୍ତି । କେହି ମନୁଷ୍ୟ ତାର ଭାଗ୍ୟକୁ ଦେଖି କୌଣସି କାର୍ଯ୍ୟକୁ ଧ୍ୟାନ୍ନ କରୁନାହାଁନ୍ତି ।

ବାସ୍ତବରେ ସୁମନ୍ଦରତା କହିଲେ ଝିଅ ମାନଙ୍କର ଆବଶ୍ୟକ କାରଣ ପ୍ରତ୍ୟେକ ଝିଅ ଙ୍କ ମନରେ ରହିଥାଏ କି ସେ ଜଣେ ସୁନ୍ଦର ରୂପ ନେଇ ଏ ସମାଜରେ ବାସ କରନ୍ତୁ । ସବୁ ଝିଅ ସୁନ୍ଦର ପଣ ହେବା ପାଇିଁ କାହିଁ କାହିଁ କସମେଟିକ ଠାରୁ ଆରମ୍ବ କରି ଆୟୁର୍ବେଦିକ ଓୈଷଧୀ ପର୍ଯ୍ୟନ୍ତ .ସମସ୍ତ ସାମଗ୍ରୀ ବ୍ୟବାହାର କରନ୍ତି । କେହି କେହି ଝିଅ ନିଜକୁ ସୁନ୍ଦର କରିବା ପାଇିଁ ବଜାରରୁ ଅଲଗା ଅଲଗା କମ୍ପାନୀର ପଡକ୍ଟ ବ୍ୟବାହର କରିଥାନ୍ତି ।

Related image

ଝିଅ ମାନେ ସୁନ୍ଦର ହେବା ପାଇିଁ ଖାଲି ମୁହଁରେ କସମେଟିକ ଲଗାଇବା ସହ ଓୈଷଧୀ ସେବନ କରିପାରନ୍ତି ।କିନ୍ତୁ ସେଥିରେ କେତେମାତ୍ରାରେ ସେମାନେ ସଫଳ ହୋଇପାରନ୍ତି ତାହା ତାଙ୍କୁ ହିଁ ଜଣା ।କିନ୍ତୁ ଜଣେ ନାରୀ ନିଜର ସୁନ୍ଦର ସୌନ୍ଦର୍ଯ ହେବା ପାଇିଁ ଯଦି କୁକୁର ମୂତ ସେବନ କରେ ତେବେ ସେହା କେତେ ମାତ୍ରା ରେ ଯୁକ୍ତି ଯୁକ୍ତ ତାହା ଆପଣ ନିଶ୍ଚିତ ଜାଣିପାରୁ ଥିବେ

ତେବେ ଏପରି ଏକ ବାସ୍ତବିକ ସୁଚକ ଦେଖିବାକୁ ମିଳିଛି ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଯଦି ଆପଣ ସୁନ୍ଦର ହେବା ପାଇଁ କୁକୁର ମୂତ ସେବନ କରନ୍ତି ତେବେ ଆପଣ ଙ୍କୁ ଅନ୍ୟ କୈଣସି ପ୍ରଡକ୍ଟ ଆବଶ୍ୟକ ହେବ ନାହିଁ । ଆପଣ ଜାଣନ୍ତି କୁକର ମୂତ ଖାଇବା ଦ୍ବାରା ଆପଣ ବହୁତ ସୁନ୍ଦର ହେବେ ,କିନ୍ତୁ ଆପଣ ବିଶ୍ବାସ କରିବେ ନାହିଁ ।

Image result for girls eat dog pee

ଠିକ୍ ସେହିପରି ଗୋଟିଏ ଘଟଣା ଆମେରିକାର ଗୋଟିଏ ଝିଅ ଉପରେ ରିର୍ସଜ କରାଯାଇ ଦେଖାଯାଇଛି । ନାରୀ ଜଣଙ୍ଗ ପ୍ରତିଦିନ କୁକୁର ମୂତ ଖାଆନ୍ତି ତ୍ବଚ୍ଚାର ସୌନ୍ଦର୍ଯ୍ୟ ବଡିବା ପାଇିଁ ଖାଉଥୁଲେ । କିନ୍ତୁ ତାଙ୍କର ଏହି କାର୍ଯ୍ୟରେ ସଫଳ ହୋଇ ସେ ଆଜି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତ ଆମର କହିବା କଥା ଆଜି କାଲି ଦୁନିଆରେ ଏମିତି ସଫଳତା ଆସିବା ପରେ କୌଣସି ବି ନାରୀ ନିଜର ରୂପ କୁ ନେଇ ବ୍ୟସ୍ତ ବିର୍ମସ ହେବେ ନାହିଁ ।

ଝିଅଟି ଏ ନିଜ ପୋଷା କୁକୁର ର କେତେବେଲେ ମୁତିବ ତାହା ସେ ଧ୍ୟାନ୍ନ ରଖିଥାନ୍ତି । କୁକୁର ମୁତିବା ସମୟରେ ସେ ତାକୁ ନେଇ ସେବନ କରନ୍ତି । କାରଣ ସେଥିରେ 10 ଗ୍ରାମ୍ କ୍ୟାଲସିୟମା୍ ରହିଥାଏ । ନାରୀ ଜଣଙ୍କ ଏହି ନିତୀ ପ୍ରତିଦିନ କରିବା ପରେ ତାଙ୍କ ତ୍ବଚ୍ଚା ଧିରେ ଧିରେ ପରିବର୍ତ୍ତନ ହେବାକୁ ଲାଗିଲା ।

କିନ୍ତୁ ଏହି ନାରୀ ଙ୍କର ସୌନ୍ଦର୍ଯ୍ୟ ର ପରିବର୍ତ୍ତନ ର ଅସଲି ଚାବିକାଠି କୁକୁର ମୂତ ।ଯାହାକୁ ଯଦି ଆପଣ ମାନେ ଭିତରକୁ ନିଅନ୍ତି ତେବେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଏହା କୌଣସି ଗପ ନୁହେଁ ବରଂ ବାସ୍ତବିକ ଘଟଣା ଯାହା ଆମେରିକାରେ ପ୍ରଥମ କରି ଜଣେ ନାରୀ ସେବନ କରି ଦୁନିଆକୁ ଦେଖାଇଦେଇଛନ୍ତି ଯେ କିକୁର ମୂତ ବି ବଡାଇପାରେ ସୌନ୍ଦର୍ଯ୍ୟ ।

ଯଦି ଆମର ଏହି ପୋଷ୍ଟଟି ଯଦି ଭଲ ଲାଗେ ତେବେ ଆମକୁ କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ ଏବଂ ଫେମିଲି ଓ ଫ୍ରେଣ୍ଡସ ମାନଙ୍କ ସହ ସେୟାର କରନ୍ତୁ ।

Leave A Reply

Your email address will not be published.