Take a fresh look at your lifestyle.

ମେ ମାସ ଠାରୁ ଏହି ୩ ନାମର ଲୋକଙ୍କ ଉପରେ ଅସୁବିଧାର ପାହାଡ ଆସିପାରେ , ଦେଖିନିଅନ୍ତୁ ଆପଣଙ୍କ ନାଁ ସାମିଲ୍ ନାହିଁ ତ ଏଥିରେ ଓ ସତର୍କ ରୁହନ୍ତୁ..

0 472

ମନୁ୍ଷ୍ୟ ଜନ୍ମ ଶ୍ରେଷ୍ଟ ଜନ୍ମ । କିନ୍ତୁ ଏହି ମନୁଷ୍ୟ ମାନଙ୍କ ଜୀବନ ଯାତ୍ରାରେ ଅନେକ ଦୁଖଃ ଯନ୍ତ୍ରଣା ଆସିଥାଏ । ମନୁ୍ଷ୍ୟର ଦୁଖଃ କେବେ ବି ସରିନଥାଏ ।ଜୀବନ ଗୋଟିଏ ବ୍ୟାପକ ଅର୍ଥ କହିଲେ ଭୁଲ ହେବ ନାହିଁ କାରଣ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଦୁଖଃ ଏବଂ ସୁଖ ଭରିରହିଥାଏ । ମନୁ୍ଷ୍ୟ ତାର ଭାଗ୍ୟ ଅନୁସାରେ ଏ ପୃର୍ଥିବୀ ରେ ଅବତରଣ କରିଛି । କେଉଁ ମନୁଷ୍ୟ ସହ କେଉଁ ସମୟରେ କଣ ହେବ ତାହା କହି ହେବ ନାହିଁ ।

ମନୁ୍ଷ୍ୟ ଜାବନରେ କେତେବେଳେ କେଉଁ ଦୁଖଃର ପାହାଡ ଖସି ପଡିବ ତାହା ମଧ୍ୟ କହିହେବ ନାହିଁ । ଆଜି ଆମେ ସେହି ଲୋକଙ୍କର ପୁଣି ଗୋଟିଏ ଦୁଖଃ ଭରା କଥା ନେଇ ଆସିଛୁ ।ମେ ମାସରେ କେଉଁ କେଉଁ ଲୋକଙ୍କର ଜୀବନରେ ବିପଦ ଆସିବ ତାହା ଆମେ ଆପଣ ଙ୍କୁ କହି ବାକୁ ଯାଉଛୁ ।ଯଦି ଆପଣ ମାନେ ଏହି ରହସ୍ୟ କଥା ଜାଣିବା କୁ ଚାହୁଁଛନ୍ତି ତେବେ ଆମର ଏହି ପୋଷ୍ଟକୁ ଶେଷ ଯାଏଁ ପଢନ୍ତୁ ।

Image result for indian astro logy

ଆପଣ ମାନେ ଜାଣନ୍ତି ନୁତନ ମାସର ଆଗମନ ହେଲେ ଲୋକେ ବହୁତ ଖୁସି ରହିବା ସହିତ ଦୁଖି ମଧ୍ୟ ରହିଥାନ୍ତି ।କାରଣ ଏହି ନୂତନ ମାସ ତାହା ପାଇିଁ କଣ ସୁଖ ଆଣିବା କିମ୍ବା କଣ ଦୁଖଃ ଆଣିବା ସେଥି ନିମନ୍ତେ ସେମାନେ ବସ୍ତତା ମଧ୍ୟରେ ରହିଥାନ୍ତି ।ସେମାନେ ଜ୍ୟୋତିଷ୍କ ମାନଙ୍କୁ ନିଜର ରାଶି ଓ ଭାଗ୍ୟ ଫଳ ଦେଖାଇଥାନ୍ତି ।କିନ୍ତୁ କହିରଖୁଛୁ କି ମେ ମାସ ଏହି ବ୍ୟକ୍ତି ମାନଙ୍କ ପାଇିଁ ଅପକାର ଯେଉଁ ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର କଣ ରହିଲେ ତାହା ଆପଣଙ୍କ ପାଇିଁ ବିପଦ ଜନକ ଆସନ୍ତୁ ଜାଣିବା ।

B ନାଁ ଥିବା ବ୍ୟକ୍ତି ପ୍ରଥମ ଅକ୍ଷରରେ ତାଙ୍କ ପାଇଁ ବିଶେଷ କରି ମେ ମାସ ଏବଂ ଜୁଲାଇ ମାସ ବହୁତ ବିପଦ ରହିଛି ।ତାଙ୍କର ଭାଗ୍ୟ ଉପରେ ପ୍ରଭାବ ପଡିପାରେ ଏହା ଆମେ କହୁ ନାହୁଁ ଜ୍ୟାୋର୍ତିବିଦ୍ କହୁଛନ୍ତି । ଆପଣ ମାନଙ୍କୁ ବ୍ୟବସାୟ କିମ୍ବା ଚାକିରୀ କ୍ଷେତ୍ରରେ ବହୁତ ଶଙ୍କଟାପୂର୍ଣ୍ଣ ଆସିପାରେ ।ଆପଣ ମାନେ ଚାକିରୀ ପାଇବାର ହକଦାର ଥିବେ କିନ୍ତୁ କୌଣସି କାରଣ ବସତ ସେଥିରୁ ଆପଣ ବିଫଳ ହେବେ ।

2. D. ଅକ୍ଷର ନାଁ ଥିବା ବ୍ୟକ୍ତି ବିଶେଷ ମାସ ଭଲ ରହିବ ନାହିଁ । ତାଙ୍କୁ କୌଣସି ସଫଳତା ପାଇବାକୁ ହେଲେ ନିଜକୁ କ୍ରୋଣ୍ଟୋଲ କରି ଚାଲିବାକୁ ପଡିବ । ସେମାନେ ସବୁବେଳେ ଚିନ୍ତିତ ରହିବେ ଆପଣ ମାନେ ଭାବିଥିବେ କି ଏହି କାମରେ ସଫଳ ମିଳିବ କିନ୍ତୁ ଆପଣ ଙ୍କର ଏହି ଚିନ୍ତାଧାରା ଆପଣଙ୍କୁ ବିଫଳ କରିଦେବ । ଆପଣ ଙ୍କୁ ଅଧିକ ଶାରୀରିକ ପରିଶ୍ରମ ଦେବାକୁ ପଡିବ ଯାହା ହେଲେ ଆପଣ ନିଜ ଭାଗ୍ୟକୁ ପରିବର୍ତ୍ତନ କରିପାରିବେ ।

Image result for indian sad people

3. R ଅକ୍ଷରରେ ଥିବା ବ୍ୟକ୍ତି ସେ ଝିଅ ହେଉ କିମ୍ବା ପୁରୁଷ ସମସ୍ତ ମାନଙ୍କ ପାଇିଁ ଏହା ଜାଣିବା ଆବଶ୍ୟକ ଅଟେ . ନାଁ ର ପ୍ରଥମ ଅକ୍ଷର R ଥିବା ବ୍ୟକ୍ତି ମାନଙ୍କ ପାଇଁ ନୂତନ ମାସ ବହୁତ ସଙ୍କଟାପୂର୍ଣ୍ଣ ରହିବ । ଆପଣ ମାନେ ସବୁବେଳେ ଚିନ୍ତା ମଧ୍ୟରେ ରହିବେ ।ଆପଣ ମାନେ ଅର୍ଥର ଅଭାବ ମଧ୍ୟରେ ଗତି କରିବେ । ଦୁଖଃର ପାହାଡ ଖସିପଡିବ ସଠିକ କର୍ମର ଉଚିତ ଫଳ ମିଳିବ ନାହିଁ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.