କେନ୍ଦ୍ର ସରକାର କଡ଼ାକଡ଼ି କଲେ ନିୟମ, ଭୁଲରେ ବି ଘର ପାଇଁ କିଣନ୍ତୁ ନାହିଁ ଏହି ଜିନିଷ , ଦେବାକୁ ପଡ଼ିବ ୧୦୦୦ରୁ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

ଆପଣ ମାନେ ଜାଣିଥିବେ ପ୍ରଧାନ ମନ୍ତ୍ରୀ ଦେଶର ଆର୍ଥିକ ବ୍ୟବସ୍ଥା କୁ ସୁଦୃଡ କରିବା ପାଇିଁ ବ୍ୟସ୍ତ ସେମିତି ଦେଶ କେମିତି ସୁସ୍ଥ ଏବଂ ସୁନ୍ଧର ରହିବ ତାହା ପ୍ରତି ମଧ୍ୟ ଚେଷ୍ଟିଚ । ତେବେ ତାଙ୍କର ଇଛା ଦେଶରୁ ଅଳିଆ ଆବର୍ଜନା ହଟିବ ଏବଂ ଏକ ସୁସ୍ଥ ଦେଶ ଗଠନ ହେବ ସେଥି ପାଇିଁ ସେ ସ୍ବଚ୍ଚଭାରତ ର ଏକ ପାଦ ଆଗକୁ ବଡାଇଛନ୍ତି । ବାସ୍ଚବରେ କହିବାକୁ ଗଲେ ବର୍ତ୍ତମାନର ଲୋକ ମାନେ ନିଜର ସୁବିଧା କୁ ସକ୍ଷମ କରିବା ପାଇିଁ ଅନେକ ଜିନିଷ ବ୍ୟବହାର କରୁଛନ୍ତି ଏବଂ ସେହି ଜିନିଷର ବ୍ୟବହାର ସରିବା ପରେ ସେମାନେ ତାହାକୁ ରାସ୍ତାକଡକୁ କିମ୍ବା ନଦୀ ନାଳକୁ ପକୁଛନ୍ତି ।

ତେବେ ଏପରି କରିବା ଦ୍ବାରା ବାୟୁମଣ୍ଡଳ ତଥା ପରିବେଶ ପ୍ରଦୂଷଣ ହେବା ସହିତ ଲୋକ ମାନେ ବହୁ ଘାତ ପ୍ରତିଘାତ ରୋଗରେ ସିକାର ହୋଇ ପ୍ରାଣ ହରାଉଛନ୍ତି . । କିନ୍ତୁ ଏବେ ସେହି ଉଲଂଘନ କାମ ଉପରେ ସରକାର କଟକଣା ଜାରି କରିଛନ୍ତି ଯଦି କୌଣସି ବ୍ୟକ୍ତି ଏମିତି କାର୍ଯ୍ୟ କରୁଥିବାର ଧରାପଡନ୍ତି ତେବେ ତାଙ୍କ ଉପରେ 1000 ରୁ 25000 ହଜାର ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ସମଗ୍ର ଭାରତ ବର୍ଷର ଏବେ ସ୍ବଚ୍ଛତା କୁ ନେଇ ବହୁତ ପ୍ରୟାସ ମାନ୍ୟବର ପ୍ରଧାନ ମନ୍ତ୍ରୀ . ତାଙ୍କର ପ୍ରଚେଷ୍ଟା ଭାରତକୁ ଏକ ନୂତନ ଦିଗାନ୍ତର ଦେଖାଇବ । ଆପଣ ମାନେ ଜାଣିଥିବେ ମାନ୍ୟବର ମୋଦୀ ଙ୍କର ଜନ୍ମ ଦିନ କିଛିଦିନ ତଳେ ଗଲା ତେବେ ତାଙ୍କର ଏହି ଜନ୍ମ ଦିନରେ ଦେଶବାସୀ ତାଙ୍କୁ ସୁଭେଛା ମଧ୍ୟ ପ୍ରକାଶ କରିଥିଲେ । ତେବେ ତାଙ୍କର ଜନ୍ମ ଦିନରେ ମଧ୍ୟ ବିଜେପିର କେତେକ କର୍ମକର୍ତ୍ତା ଙ୍କ ସମେତ ସେ ମଧ୍ୟ ସଫାକରି୍ଥିଲେ ।

ତେବେ ଏବେ ଫ୍ଲାଷ୍ଟିକ ହେଇଛି ପ୍ରଦୂଷଣର ମୁଖ୍ୟ କାରଣ ଫ୍ଲାଷ୍ଟିକ କୁ ବାୟ ବାୟ କରିବା ପାଇିଁ ମାନ୍ୟବର ମୋଦୀ ପ୍ରୟାସରତ । ପ୍ଳାଷ୍ଟିକ ବ୍ୟବହାର କରି ତାକୁ ପୁଣି ରାସ୍ତା ଉପରେ ଫୋଫାଡିବା ଦ୍ବାରା ପରିବେଶ ପ୍ରଦୂଷଣ ହେଉଛି । ଘର ପାଇଁ ଏହି ଜିନିଷ କିଣି ବ୍ୟବହାର କରିବା ପରେ ଅଦରକାରୀ ହୋଇଗଲେ ଏହାକୁ ବାହାରେ ପିଙ୍ଗି ଦିଆଯାଇଥାଏ। ତେବେ ଲୋକମାନଙ୍କୁ ସତର୍କ କରିବା ପାଇଁ ସରକାର ଏହି କଡାକଡି ନିୟମ ବାହାର କରିଛନ୍ତି ।

ଭୁଲରେ ବି କୌଣସି ପ୍ଲଷ୍ଟିକ ଘରକୁ ଆଣନ୍ତୁ ନାହିଁ । ଯଦି କେହି ଏପରି ନିୟମ କୁ ଉଂଲଘନ କରି ରାସ୍ତାଘାଟ ଅପରିଷ୍କାର କରୁଥିବାର ନଜର ଆସନ୍ତି ତେବେ ତାଙ୍କୁ 2500 ପର୍ଯ୍ୟନ୍ତ ଜୋରିମାରା ଗଣିବାକୁ ପଡିବ । ତେବେ ଆପଣ ମାନେ ଜାଣିଥିବେ କି ମୋଦୀଙ୍କର ଜ୍ନମ ବାର୍ଷିକ କୁ ଦେଶର ସେବା ରୂପେ ପାଳିତ ହେବେ ଏହି ଦିନ ଦେଶର ସ୍ବଛ୍ଚତା ଆଗକୁ ବଡିବ ।

ପ୍ଲାଷ୍ଟିକ ବନ୍ଧ ବର୍ତ୍ତମାନ ଗୋଟିଏ ମୁଖ୍ୟ ପ୍ରତିବନ୍ଧକ ଲୋକ ଙ୍କ ପାଖରେ ଏହି ଜିନିଷର ବ୍ୟବହାର କମିବା ପାଇିଁ ସ୍ବର୍ତ୍ତପର୍ତ୍ତ ଭାବେ ଚେଷ୍ଟିତ । ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟକ୍ତି ମାନଙ୍କୁ ହୋଇପାରେ ଏହି ନିୟମର ମହଙ୍ଗା ତାଙ୍କୁ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡିପାରେ ।

ତେବେ ଆପଣ ମାନେ ଆଜିବି ସାବଧାନ ହୋଇ ଯାଆନ୍ତୁ ଏବଂ ଦେଶକୁ ଏକ ସୁସ୍ଥ ସମୃଦ୍ଧି ଗଠନ କରିବା ଦିଗରେ ପ୍ରମୁଖ ଭୂମିକା ଲିଭାନ୍ତୁ । ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।