କ୍ଷୀର ବାସନ ରୁ ଉତୁରି ତଳେ ପଡ଼ିଲେ କଣ ସଂକେତ ମିଳିଥାଏ ?

0

ସମୟ ଯେତେ ଆଗେଇ ଯାଇଥିଲେ ମଧ୍ୟ ଆମେ କେବେ ଆମ ହିନ୍ଦୁ ଧର୍ମକୁ ମିଛ ବୋଲି କହି ପାରିବା ନାହିଁ ।ହିନ୍ଦୁ ଧର୍ମର ଅନେକ ବିଷୟ କୁ ବିଜ୍ଞାନ ମାନି ସାରିଛି । ଏବଂ ହିନ୍ଦୁ ଧର୍ମରେ ଅନେକ କଥା ବିଜ୍ଞାନରେ ଉଲ୍ଲେଖ ରହିଛି , ସେହି ପରି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରୀଚୀନ ସମୟରେ ଆମ ଧର୍ମରେ ଶୁଭ ଓ ଅଶୁଭ କଥାକୁ ମାନୁଥାନ୍ତି ।

ଏମିତି କି କୁହାଯାଏ କି ଏହି ଶୁଭ ଅଶୁଭ ଆଧାରରେ ଆମେ ଭବିଷ୍ୟତ ରେ ହେବାକୁ ଥିବା ଘଟଣା କୁ ଆମେ ଜାଣି ପାରୁ । ଜ୍ୟାର୍ତିଷ୍କ ଶାସ୍ତ୍ର ଅନୁସାରେ ଆମ ଘରେ ଚାହୁଁନଥିବା କିଛି ଜିନିଷକୁ ଆମେ କିଛି ନା କିଛି କଥାର ସଂଙ୍କେତ ବୋଲି ମାନିଥାଉ ।

ଯେମିତି ହାତରୁ ବାସନ ଗଳି ପଢିବା , କାଚ ଭାଙ୍ଗିବା କିମ୍ବା କ୍ଷୀର ଉତୁରି ପଡିବା । ଏହି ସବୁ ଜିନଷ କୁ ଆମେ ସଂଙ୍କେତ ବୋଲି ମାନିଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ ଆଜି ଘରେ କ୍ଷୀର ଉତୁପି ପଡିବାର ସଂଙ୍କେତ କଣ ହୋଇଥାଏ ତାହା ବତାଇ ଦେବୁ ।

ଆମ ଜ୍ୟୋତିଷ୍କ ଶାସ୍ତ୍ରରେ କ୍ଷୀର ପଡିବା ବହୁତ ମହତ୍ତୂ ଦିଆଯାଏ , କିଛି ଲୋକ ଏହାକୁ ମନର ଭ୍ରାନ୍ତି ବୋଲି ଭାବନ୍ତି କି ସିଝୁଥିବା କ୍ଷୀର ଅଲକ୍ଷଣ ରସଂଙ୍କେତ ହୋଇଥାଏ , କିନ୍ତୁ ଆମେ ଆପଣ ମାନଙ୍କର ଦଦ୍ବ କୁ ଦୂର କରି କହି ଦେଉଛୁ କି ଯଦି ଥଣ୍ଡା କ୍ଷୀର ଗ୍ଲାସ ତଳେ ପଡିଯାଏ ତେବେ ତାହା ଅଲକ୍ଷଣ ବୋଲି ଧରାଯାଏ । ।

କ୍ଷୀର ଉତୁରି ଯଦି ତଲେ ପଡିଯାଏ ତେବେ ତାହା ଶୁଭ ବୋଲି ମାନାଯାଏ । ସେହିପରି ଘରେ କ୍ଷୀର ଉତୁରିବା ସମାନ୍ୟ ହୋଇଥିଲେ ବି ଏହା ଆମକୁ ଆସୁଥିବା ଶୁଭ କିମ୍ବା ଅଶୁଭ ର କିଛି ସଂଙ୍କେତ ଦେଇଥାଏ । କ୍ଷୀର ଉତୁରିବା ଗୋଟିଏ ଶୁଭ ସଙ୍କେତ ହୋଇଥାଏ ।

ଯେପରି ଘର ମଧ୍ୟକୁ ଯେ କୌୈଣସି ମୂଲ୍ୟବାନ୍ ଜିନିଷ ଆସିବାର ସୂଚକ , ବେପାରରେ ଲାଭ , ବାକି ରହିଥିବା କାର୍ଯ୍ୟ ଆରମ୍ଭ ହେବାର ଶୁଭ କାର୍ଯ୍ୟର ଶୁଭ ସଂଙ୍କେତ ଦେଇଥାଏ ।

ଏହାକୁ ଅନ୍ଧବିଶ୍ବାସ ବୋଲି ମାନିଲେ ମଧ୍ୟ ଯେଉଁ ଲୋକମାନେ ଜ୍ୟୋର୍ତିଷ୍ଖ ଶାସ୍ତ୍ର ଉପରେ ବିଶ୍ବାସ ରଖିଥାନ୍ତି ତାଙ୍କ ପାଇିଁ ଏହି କଥା ବହୁତ ମହତ୍ତୂ ରଖିଥାଏ । କିନ୍ତୁ ଧ୍ୟାନ୍ନ ଦେବେ କି ଯଦି କ୍ଷୀର ଉତୁରି ଚୁଲା ଉପରେ ପଡିଯାଏ ତେବେ ତାହା ଅଶୁଭ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.