Take a fresh look at your lifestyle.

ବଡ ଖବର ! ଏପ୍ରିଲ୍ ୧ ରୁ ପରିବର୍ତ୍ତନ ହେବ ପାନ୍ କାର୍ଡର ଏହି ତିନି ନିୟମ , Reject ହୋଇପାରେ ପାନ କାର୍ଡ ତୁରନ୍ତୁ verify କରନ୍ତୁ । ସେୟାର କରନ୍ତୁ

0 499

ଓଡିଶା ବର୍ଷ ହେଉଁ କିମ୍ବା ସମଗ୍ର ଭାରତବର୍ଷ ହେଉ ସବୁଆଡେ ଲୋକଙ୍କର ଜୀବନ ଯାପନ ର ସୁନିୟନ୍ତ୍ରଣ ପାଇିଁ ପ୍ରମାଣ ପତ୍ରର ଆବଶ୍ୟକ ରହିଛି । ମନୁ୍ଷ୍ୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତାକୁ ତାହାର ଆବଶ୍ୟକତାକୁ ସାବ୍ୟସ୍ତ କରିବାକୁ ପଡୁଛି । ପିଲା ଠାରୁ ଆରମ୍ବ କରି ସମସ୍ତଙ୍କର ପ୍ରମାଣ ପତ୍ର ନିତ୍ୟାନ୍ତଃ ପ୍ରୟୋଜନ ହୋଇଥାଏ କାରଣ ସେହା ପାଇିଁ ମୂଲ୍ୟବାନ ବସ୍ତୁ ଅଟେ । ସାରା ଭାରତ ବର୍ଷରେ ବାସକରୁଥିବା ଦେଶବାସୀଙ୍କ ପାଖରେ ଏବେ ପାନକାର୍ଡ ଥିବ ସେହି ପାନକାର୍ଡ ଲୋକଙ୍କର ଆୟ ସମ୍ବନ୍ଧିତ।

ଯଦି ଆପଣଙ୍କ ପାଖରେ ପାନକାର୍ଡ ଅଛି କିମ୍ବା ବନାଇବାକୁ ଯାଉଛନ୍ତି ତେବେ ଆମର ଏହି ଆର୍ଟିକିଲକୁ ଶେଷଯାଏ ପଡନ୍ତୁ । ପାନକାର୍ଡ ରେ ଥିବା ଟିପ୍ଟଣୀ ଏବେ ପରିବର୍ତ୍ତନର ସମାଗମ ହୋଇଛି ଯାହା ତିନି ନିୟମ , ଏପ୍ରିଲ୍ 1ତାରିଖରୁ ହେବ ସବୁଠାରୁ ବଡ ପରିବର୍ତ୍ତନ ।ତେବେ କଣ ଥିଲା ସେହି ତିନୋଟି ନିୟମ ଆସନ୍ତୁ ଜାଣିବା ।

PAN-Adhara -ଙ୍କ ମତରେ ପାନକାର୍ଡରେ ଥିବା ବାପାଙ୍କର ନାମ କୁ ବ୍ୟାନ କରାଯିବ ।ପାନକାର୍ଡକୁ ଆଧାର ସହିତ ସପୃକ୍ତ କରିବା ପାଇଁ ଆୟୋକର ବିଭାଗ ତରଫରୁ ନିର୍ଦେଶ ଜାରି । ଏହି ପାନକାର୍ଡ ଆପଣଙ୍କ ପାଇିଁ ନେଇଆସିଛି ନୂଆ ପରିବର୍ତ୍ତନ । ଏବଂ 30.3.19 ତାରିଖ ପର୍ଯ୍ୟନ୍ତ ଏହା ଆଧାର ସଂଙ୍ଗେ ଲିଙ୍କ କରାଯିବ

ପରିବର୍ତ୍ତନର ପାନକାର୍ଡ – ଏହି ପାନକାର୍ଡରେ ଆବେଦନଙ୍କର ନାଁ ଏବଂ ତାଙ୍କ ବାପା କିମ୍ବା ମା ଙ୍କର ନାଁ ରହିବା ଆଇଟି ବିଭାଗ ତରଫରୁ ତାହା ଅନିର୍ବାଯ୍ୟ ବୋଲି ଘୋଷଣା କରାଯାଇଛି ।ଏବଂ ସେଥିରେ ପାନକାର୍ଡର ନମ୍ବର ରହିବା ସ୍ବତେ ଅନ୍ୟ ତଥା QR କୋଡ୍ ରହିବା ଅନିବାର୍ଯ୍ୟ ଏପରିକି ଏହି ନୂଆ ପାନକାର୍ଡରେ ଆବେଦନଙ୍କର ଫଟୋ ଏବଂ ତାଙ୍କର ହସ୍ତାକ୍ଷର ରହିବ ।

Image result for pancArd change

ଯଦି ଆପଣ ପାନକାର୍ଡକୁ ଏପରି କରିବାକୁ ଚାହାଁନ୍ତି ତେବେ ତାକୁ ରିନୁଆଲ କରି ଆପଣ ସମସ୍ତ ତଥ୍ୟ ଦେଇପାରିବେ ।ଆପଣଙ୍କୁ ଆଉଗୋଟିଏ ଗୁରୁତ୍ବ ପୂର୍ଣ୍ଣ କଥାଏହି ପାନକାର୍ଡରେ QR କୋଡ୍ ବଦଲରେ ସେଥିରେ e-PAN ରହିବ ।
QR କୋଡ୍ କୁ କିଭଳି କରିବେ ରିଡ୍ ଏହି ବ୍ୟବସ୍ଥାକୁ ଆପଣ ନିଜର ମୋବାଇ ଆପ ଜରିଆରେ QR କୋଡ୍କୁ ରିଡ କରିପାରିବେ ।ଆପଣ ଯଦି ଏପରି କରିପାରୁ ନା୍ହାଁନ୍ତି ତେବେ ନିକଟସ୍ଥ ଜନସେବା କେନ୍ଦ୍ର ସେଣ୍ଟର ଯାଇ ଏହାକୁ QR କୋଡ୍ କୁ ରିଡର କରିପାରିବେ ।

Related image

ନୂଆପାନକାର୍ଡ ସହିତ ପୁରୁଣା ପାନକାର୍ଡର ଭାଲିଡ କାରଣ ପରିବର୍ତ୍ତନ କାର୍ଡରେ ଥିବ QR କୋଡ୍ ବଦଲରେ ସେଥିରେ e-PAN ରହିବ ।ଏବଂୱେବସାଇଟ ମାଧ୍ୟମରେ ଏହାର ସପୂର୍ଣ୍ଣ ତଥ୍ୟବିବରଣୀ ପାଇପାରିବେ । ଏହାର ୱେବସାଇଟ୍ ହେଉଛି https://www.tin-nsdl.com

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.