IAS ଇଣ୍ଟରଭିୟୁ ରେ ଝିଅ ଟିକୁ ପଚରାଗଲା ଯେ, ମହିଳା ମାନଙ୍କର କେଉଁ ଅଙ୍ଗ ର ଚାରିପଟେ ବାଳ ଅଛି ଓ ଭିତର ପଟେ ପାଣି ଅଛି ? କଣ ସେଇଟା ?

0

ଆପଣଙ୍କର ମାନସିକ ଦକ୍ଷତା କୁ ପରୀକ୍ଷା କରିବା ପାଇଁ ଆପଣଙ୍କୁ ସରକାରୀ ସ୍ତରରେ ଭର୍ତ୍ତି ପାଇଁ ହେଉଥିବା ଆବେଦନ ରେ ମୌଖିକ ପରୀକ୍ଷା କରା ଯାଇଥାଏ।ଏହି ମୌଖିକ ପରୀକ୍ଷା ରୁ ଜଣେ ଛାତ୍ର ବା ଛାତ୍ରୀ ର ବୌଦ୍ଧିକ ପରୀକ୍ଷା ର ପରିମାପ କରା ଯାଇଥାଏ।ତେବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ।ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇଥାଏ। ସେହିଭଳି ଆଜିର ଏହି ଲେଖାରେ ଆମେ କିଛି ପ୍ରଶ୍ନ ପଚାରିବୁ ଯାହା ଡବଲ୍ ମିନିଂ ପ୍ରଶ୍ନ ଏବଂ ଏହାର ଉତ୍ତର ଦେବାକୁ ଅନେକ ନିଜକୁ ବିଚଳିତ କରି ଦେଇଥାନ୍ତି।

ତେବେ ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରୟୋଗ କରି କିଛି ପ୍ରଶ୍ନ ର ଉତ୍ତର ଦେବାକୁ ପଡ଼ିଥାଏ କାରଣ ଏହା କୌଣସି ବିଷୟ ଗତ ପ୍ରଶ୍ନ ନୁହଁ। ଯେଉଁ ପ୍ରଶ୍ନ ଏହି ଭଳି ପରୀକ୍ଷା ରେ ପଚରା ଯାଇଥାଏ ଆମେ ଆଜି ସେହି ପ୍ରଶ୍ନ ବିଷୟରେ ପଚାରିବୁ ଯାହାର ଉତ୍ତର ୯୦ ପ୍ରତିଶତ ଲୋକ ଜାଣି ନଥିବେ।ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ପଚାରାଯାଏ।ଏମିତିକି ଏହା IAS ପରୀକ୍ଷାରେ ପଚାରାଯାଏ ।ତେବେ ଆସନ୍ତୁ ଆମେ ଏପରି ଏକ ସରଳିଆ ପ୍ରଶ୍ନର ଉତ୍ତର ସମ୍ପର୍କରେ ବତାଇ ଦେବୁ। ଯାହା ର ଉତ୍ତର ଦେଇ ଯୁବତୀ ଜଣଙ୍କ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆପଣ ମଧ୍ୟ ପ୍ରଶ୍ନ ଦେଖିବା ପରେ ପ୍ରଥମେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ଓ ପରେ ଏହା ର ଉତ୍ତର ଦେଖନ୍ତୁ।ତାପରେ ଜାଣି ପାରିବେ ଯେ ଆପଣ ଙ୍କ ଉତ୍ତର ଠିକ୍ ଅଛି କି ନାହିଁ।

ପ୍ରଶ୍ନ ୧- ପ୍ରଥମ ଭାରତୀୟ ବଡଲାଟ୍ କିଏ ଥିଲେ?
ଉତ୍ତର – ଶ୍ରୀ ଚକ୍ରବର୍ତ୍ତୀ ରାଜଗୋପାଳ ଚାରୀ।,

ପ୍ରଶ୍ନ ୨- କେଉଁ ଦେଶର ନିଜର ରାଜଧାନୀ ନାହିଁ?
ଉତ୍ତର – ନାଉରୁ (NAURU)

ପ୍ରଶ୍ନ ୩- ଭାରତର ପ୍ରଥମ ମୁଖ୍ୟ ବିଚାରପତି କିଏ ଥିଲେ??
ଉତ୍ତର – ସାର୍ ହରିଲାଲ୍ ଜେକିଶୁନଦାସ କେନିୟା।

ପ୍ରଶ୍ନ ୪- କେଉଁ ଦେଶ ଭାରତ ଭଳି ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ପାଇଥିଲା?
ଉତ୍ତର- ଦକ୍ଷିଣ କୋରିଆ

ପ୍ରଶ୍ନ ୫- ଭାରତର ଗ୍ରୀନ ରିଭାଲୁସନ୍ ର ପିତା କିଏ?
ଉତ୍ତର – ଡ଼ା ଏମ୍ ଏସ ସ୍ବାମୀନାଥାନ।

ପ୍ରଶ୍ନ ୬ – ଭାରତର ପ୍ରଥମ ମହିଳା ବୈଦେଶିକ ମନ୍ତ୍ରୀ କିଏ?
ଉତ୍ତର – ଇନ୍ଦିରା ଗାନ୍ଧୀ। ୧୪ ମାର୍ଚ୍ଚ ୧୯୬୯ ରେ ସେ ଏହି ପଦବୀ ଗ୍ରହଣ କରିଥିଲେ।

ପ୍ରଶ୍ନ ୭- ବାହାର ବାଳୁଆ/ଟାଣ,ଭିତର ଶକ୍ତ/ନରମ, ତାକୁ କାମୁଡି ଖାଆନ୍ତି ଓ ସୋଷାଢି ପିଅନ୍ତି। କଣ ସେଇଟା?
ଉତ୍ତର – ନଡ଼ିଆ। ନଡ଼ିଆ ର ଆକାର ଏହି ଭଳି ହୋଇଥାଏ ଏବଂ ତାକୁ ଏମିତି ଖାଇଥାନ୍ତି ଲୋକେ।

ପ୍ରଶ୍ନ ୮- ମହିଳା ମାନଙ୍କର କେଉଁ ଅଙ୍ଗ ର ଚାରିପଟେ ବାଳ ଅଛି ଓ ଭିତର ପଟେ ପାଣି ଅଛି ?
ଉତ୍ତର – ଆଖି। ଆଖି ଟି ଓଦାଲୀଆ ହୋଇଥିବା ବେଳେ ଏହାର ଚାରିପଟେ ବାଳ ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.