କିଡନି ଖରାପ ହେବା ପୁର୍ବରୁ ମିଳିଥାଏ ଏହି ସଂକେତ ଆଗରୁ , ଯଦି ଜାଣିବେନି ତ ମୃତ୍ୟୁ ନିଶ୍ଚିତ

କିଡ୍ନୀ ଖରାପ ହେବା ଆଗରୁ ମିଳିଥାଏ ଏହି କିଛି ସଂକେତ। ଆଗରୁ ଯଦି ଜାଣିବେନି ତ ମୃତ୍ୟୁ ସୁନିଶ୍ଚିତ ଅଟେ । ଆଜି କାଲି ବହୁତ ଲୋକଙ୍କର କିଡ୍ନୀ ଖରାପ ହେଉଛି। ବ୍ୟସ୍ତ ଜୀବନ ତଥା ପ୍ରଦୂଷିତ ଜଳ, ପ୍ରଦୂଷିତ ପନି ପରିବା ତଥା ପ୍ରଦୂଷିତ ବାୟୁ ଦ୍ୱାରା ଆମ କିଡ୍ନୀ ଉପରେ ବହୁତ ଖରାପ ପ୍ରଭାବ ପଡୁଛି। ଆମେ ଏକ ସୁସ୍ଥ ଜୀବନ ଶୈଳୀ ଦ୍ୱାରା ଏହି ରୋଗ ରୁ ମୁକ୍ତି ପାଇ ପାରିବା ।

କିଡ୍ନୀ ର ରୋଗ ଯେପରି କିଛି ଭୟଙ୍କର ରୁପ ନ ନେଉ ତେଣୁ ଆମକୁ କିଡ୍ନୀ ଖରାପ ହେବା ଆଗରୁ ଜାଣିବା ଦରକାର। ଫ୍ରେଣ୍ଡସ ଆମ କିଡ୍ନୀ ଖରାପ ହେବା ଆଗରୁ ଆମ ଶରୀର କୁ କିଛି ସଂକେତ ମିଳିଥାଏ ।

ଆମେ ଯଦି ସେହି ସବୁ ସଂକେତ ରୁ ଜାଣି ପାରିବା କି ଆମ କିଡ୍ନୀ ପ୍ରକୃତରେ କଣ କହିବାକୁ ଚାହେଁ ତ ଆମେ ଏହି ରୋଗ ରୁ ଆମ କିଡ୍ନୀ କୁ ବଞ୍ଚେଇ ପାରିବା। ତ ଚାଲନ୍ତୁ ଜାଣିବା କି ଆମ ଶରୀର ଆମକୁ କି କି ସଂକେତ ଦେଇଥାଏ ।

୧: କିଡ୍ନୀ ଦେଇ ମଇଳା ମୂତ୍ର ନ ଆସିବା: ଆମେ ଜାଣୁ କି କିଡ୍ନୀ ଦେଇ ମଇଳା ମୂତ୍ର ଆମ ମୂତ୍ରାଶୟ ଦ୍ୱାରା ବାହାରି ଥାଏ। ଆମକୁ ଦେଖିବା ଉଚିତ କି ଆମ ମୂତ୍ର ରେ ମଇଳା ସଫଳ ରୂପେ ବାହାରୁଛି କି ନାହିଁ ଆଉ ଯଦି ଏମିତି ହେଉ ନାହିଁ ତ ଆମକୁ ବୁଝିଯିବା ଦରକାର କି ଆମେ ଏକ ଭୁଲ କରୁଛନ୍ତି। ଏହା ଦ୍ୱାରା ଆମ ଆଖି, ନାକ, ଆଉ ଚର୍ମ ସବୁ ଶୁଖିଯାଏ ।

୨: କିଡ୍ନୀ ଯଦି ଖରାପ ଥିବ ତ ଏହି ସମୟ ରେ ଆମ ମୂତ୍ର ର ରଙ୍ଗ ଗାଢ଼ ହେଇଯାଏ। ଏମିତି ଯଦି ହେବ ତ ଆପଣ ବୁଝିଯିବେ କି ଆପଣଙ୍କ କିଡ୍ନୀ ଖରାପ ଅଛି ।

୩: ଶରୀର ରେ ଯଦି ହରମୋନ ର ପ୍ରଭାବ କମେ ଅଥବା ଆମ ଶରୀର ରେ ହରମୋନ ର ପ୍ରଭାବ କମିଯାଏ ତ ଏହା କିଡ୍ନୀ ଖରାପ ହେବା ର ସଂକେତ ଦେଇଥାଏ ।

୪: ଚିଡି ଯିବା ଅଥବା ସବୁ କମ କମ କଥା ରେ ରାଗିବା ବି ଆମ କିଡ୍ନୀ ଖରାପ ହେବା ର ଲକ୍ଷଣ ଅଟେ ।

୫: ଶରୀର ରେ କୁଣ୍ଡେଇ ହେବା ଅଥବା କୁଣ୍ଡିଆ ବାହାରିବା ବି କିଡ୍ନୀ ଖରାପ ର ଲକ୍ଷଣ ହେଇଥାଏ ।

୬: ଆପଣଙ୍କ ଶରୀର ରେ ୟୁରିଆ ର ମାତ୍ରା ବଢିବା ଦ୍ୱାରା ଆପଣଙ୍କ ମୁହଁରୁ ବ୍ୟାଡ ସ୍ମେଲ ଆସେ ଯାହା କି କିଡ୍ନୀ ଖରାପ ର ଲକ୍ଷଣ ହେଇଥାଏ ।

୭: ଯଦି ଆପଣଙ୍କ ପିଠି ରେ ଯନ୍ତ୍ରଣା ହେଇ ତାହା ଗୋଡ଼ ଯାଏ ଯାଉଛି ତ ଆପଣ ବୁଝି ଯାଆନ୍ତୁ କି ଆପଣଙ୍କ କିଡ୍ନୀ ଖରାପ ଅଛି ।

୮: ଯଦି ଆପଣଙ୍କ କିଡ୍ନୀ ଖରାପ ତ ଆପଣଙ୍କ ଫୁସ ଫୁସ ରେ ପାଣି ଜମି ଯାଏ। ଏହା ଦ୍ୱାରା ଆମକୁ ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା ହୁଏ। ଏହା ବି କିଡ୍ନୀ ଖରାପ ହେବା ର ଏକ ଲକ୍ଷଣ ହେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।