ଯଦି ଗୁଳି ଫୁଟିବା ତେବେ କୁହନ୍ତୁ ଏହି ତିନି ଜଣଙ୍କ ମଧ୍ୟରୁ କିଏ ବଞ୍ଚିବ ? ଦାମ ଅଛି ତ କୁହ ।

0

ନମଷ୍କାର ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଆର୍ଟିକାଲ ମାଧ୍ୟମରେ କିଛି ମଜାଳିଆ ପହେଲୀ ସମ୍ପର୍କରେ କହିବୁ ।

ପ୍ରଶ୍ନ – 1

ଫ୍ରେଣ୍ଡସ ଗୋଟିଏ ନିକିତି ର ଉଭୟ ପାଖରେ ପାଲା ରହିଥାଏ ତେବେ ସେହି ପାଲା ର ଗୋଟିଏ ପାର୍ଶ୍ବରେ ଏକ କିଲୋ ତୁଳା ରହିଛି ଏବଂ ଦ୍ବିତୀୟ ପାର୍ଶ୍ବରେ ଗୋଟିଏ କିଲୋ ସୁନା ରହିଛି ତେବେ ନିକିତି ଟି କେଉଁ ପାର୍ଶ୍ବ ଆଡକୁ ଅଧିକ ଢଳି ପଡିବ ।

ଉତ୍ତର : –

ଫ୍ରେଣ୍ଡସ ଏହାର ଠିକ୍ ଉତ୍ତର ହେଲା ନିକିତି ଟି କେଉଁ ଆଡକୁ ବେଶି ଢଳିବ ନାହିଁ ସମାନ ରହିବୂ । କାରଣ ଉଭୟ ପାଖରେ ସମାନ ଓଜନ ର ଜିନିଷ ରହିଥିଲା

ପ୍ରଶ୍ନ – 2

ଆପଣ ମାନେ ଏହି ଫୋଟୋ ଟି କୁ ଧ୍ୟାନ୍ ସହକାରେ ଦେଖନ୍ତୁ – ଏହି ଫୋଟୋ ରେ ଚାରି ଜଣ ନଜର ଆସୁଛନ୍ତି ତେବେ ଏମାନଙ୍କ ମଧ୍ୟରୁ ଭୁତ କିଏ

ଉତ୍ତର : –

ଅମିର .ଶାରୁଖାନ .ସଲମନ .ଏବଂ ଅକ୍ଷୟ ତବେ ଏମାନଙ୍କ ମଧ୍ୟରୁ ଭୁତ କିଏ ଜାଣନ୍ତି । ଭୁତ ହେଉଛନ୍ତି ସଲମନ୍ କାରଣ ସମସ୍ତ ଙ୍କ ର ଛାଇ ଥିବା ସ୍ଥଳେ ସଲମନ ର ଛାଇ ନାହିଁ ।

ପ୍ରଶ୍ନ – 3

ଏହି ଟି ସାର୍ଟ କୁ ଦେଖି କୁହନ୍ତୁ ଏଥିରେ କେତୋଟି କଣା ରହିଛି ।

ଉତ୍ତର : –

ଯଦି ଆପଣ ଧ୍ୟାନ୍ନ ସହକାରେ ଦେଖିବେ ସାର୍ଟର ସାମ୍ମାନାରେ ଦୁଇଟି କଣା ରହିଛି .ସେହିପରି ସାର୍ଚ ର ଉପରେ ଭାବଗରେ ଗୋଟିଏ ତାର ତଳେ ଗୋଟିଏ ସେହି ପରି ସାର୍ଚ ର ହାତରେ ଦୁଇଟି କଣା ରହିଛି ସେହି ପରି ସାର୍ଚ ର ପଛରେ ମଧ୍ୟ ଦୁଇଟି ରହିଛି ।ତେବେ ମୋଟ ଏହି ସାର୍ଚ ରେ 8 ଟି କଣା ରହିଛି ।

ପ୍ରଶ୍ନ – 4

ଦୁଇ ଜଣ ସ୍ବାମୀ ସ୍ତ୍ରୀ ପାରିବାରିକ ମଧ୍ୟରେ ଅର୍ଥର ଅଭାବ ରହିଥିବାରୁ ସେମାନେ ଦୁହେଁ ଡିସାଇଟ୍ କଲେ କି ସାତ ତାଲା ଘର ଉପରୁ ଢେଇିଁ ସୁସାଇଟ୍ କରିଦେବେ । ଦୁଇ ଜଣ ଛାତ ଉପରକୁ ଚାଲିଗଲେ ଏବଂ ତିନି ଗଣିବା ପରେ ଢେଉିଁବା ପାଇିଁ ନିଷ୍ପତି ନେଲେ ।

123 କହିବା କ୍ଷଣି ସ୍ବାମୀ ଢେଇିଁ ପଡ଼ିଲେ କିନ୍ତୁ ସ୍ତ୍ରୀ ଢେଉିଁଲେ ନାହିଁ ଆଉ କିଛି ସେକେଣ୍ଡ ମଧ୍ୟରେ ସ୍ବମୀ ର ପିଠି ରେ ପାରାସୁଟ ବାହାରି ଯାଉଛି । ,ତେବେ ଆପଣ ମାନଙ୍କୁ କହିବାକୁ ପଡିବ କି ଏମାନଙ୍କ ମଧ୍ୟରୁ ବଡ ବିଶ୍ବାସଘାତକତା କିଏ ।

ଉତ୍ତର : –

ଏହାର ଉତ୍ତର ଅତି ସହଜ । ଆପଣ ମାନ ଜାଣନ୍ତି ଏମାନଙ୍କ ମଧ୍ୟରୁ ବିଶ୍ବାସଘତକତା ହେଉଛନ୍ତି ସ୍ବାମୀ । କାରଣ ସେ ପ୍ଲାନ କରିଥିଲା କି ସେ ନିଜେ ପାରାସୁଟ୍ ପିନ୍ଧି ନିଜେ ବଞ୍ଚିଯିବ ଏବଂ ସ୍ତ୍ରୀ ମରିଯିବ ।

ପ୍ରଶ୍ନ – 5

ଆପଣ ମାନେ ଏହି ଫୋଟୋ ଟିକୁ ଦେଖି କୁହନ୍ତୁ ଏହି ତିନି ଜଣ ଙ୍କ ମଧ୍ୟରୁ କିଏ କାହାକୁ ମାରି ପାରିବ ଆଉ କିଏ ବଞ୍ଚିବ ।

ଉତ୍ତର : –

ଆପଣ ମାନେ କଣ ଭାବୁଛନ୍ତି କିଏ ମରିବ ଏବଂ କିଏ ବଞ୍ଚିବ ତେବେ ଆମକୁ ଆପଣ ମାନେ ଏହାର ଉତ୍ତର ନିଜେ ବାହାର କରି କମେଣ୍ଟ ବକ୍ସରେ ଲେଖନ୍ତୁ । କାରଣ ଏହାର ଉତ୍ତର ଅଲଗା ଅଲଗା ରହିବ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.