Loading...

6 ବର୍ଷ ଧରି ବାଧ୍ୟ୍ୟ କରୁଥିଲେ । କୁଜଙ୍ଗ ଅତିରିକ୍ତ ଜେଲରଙ୍କ ବିରୋଧରେ ଯୌନ ନିର୍ଯାତନା । ଜାଣନ୍ତୁ ପ୍ରକୃତ ଦୋଷୀ କିଏ

Loading...
0 1,167

ଦେଶର ଅତ୍ୟାଚାର ଭ୍ରଷ୍ଟାଚାର ଦିନକୁ ଦିନ ବଡିବାରେ ଲାଗିଛି । ଜଣେ ପୁଲିସ ଜନତା ଙ୍କର ରକ୍ଷକ ସାଜି ତାଙ୍କୁ ସୁରକ୍ଷା ପ୍ରଦାନ କରେ ତଥା ଦୋଷିକୁ ଦଣ୍ଡ ନିର୍ଦୋଷ କୁ ନ୍ୟାୟ ପ୍ରଦାନ କରେ । ଯଦି ସେହି ପୁଲିସ କିଛି ଖାରାପ ଅନୈତିକ କାର୍ଯ୍ୟରେ ଲିପ୍ତ ରୁହନ୍ତି ତେବେ ତାଙ୍କୁ କିଏ ଦଣ୍ଡ ହେବ । ପୁଲିସ ଚାକିରୀ କୁ ବହୁତ ମହର୍ତ୍ତୂପୂର୍ଣ୍ଣ ଚାକିରୀ ବୋଲି ମାନାଯାଏ ।

କାରଣ ଏହି ଚାକିରୀ ଇମାନଦୀରୀ ସହକାରେ ଲିଭାଯାଏ । କିନ୍ତୁ ସେହି ଭରଷାଯୋଗ୍ୟ ପୁଲିସ ଆଜି ଜନତା ଙ୍କ ସାମ୍ମନାରେ କାପୁରୁଷ ପାଲଟିଛି । ଜଣେ ଜେଲର ଜଣେ ରକ୍ଷକ ହୋଇ ଜଣେ ମହିଳା ପୁଲିସ କର୍ମଚାରୀ ଙ୍କୁ କିପରି ଯୌନ ନିର୍ଯ୍ୟାତନା ରଖିବା ପାଇିଁ ପ୍ରୟାସ କେଲ ।ତାହା ପ୍ରକୃତରେ ଗୋଟିଏ ଅଦଭୁତ୍ ଘଟଣା । ତେବେ ଆସନ୍ତୁ ଆଜ୍ଞା ଆମେ ଆପଣ ମାନଙ୍କ ସିଧା ନେଇଯାଉଛି ସେହି ଘଟଣାର ରହସ୍ୟ କୁ ନେଇ ।

ଘଟଣା ଟି ହେଉଛି ଶାରିରୀକ ସମ୍ପର୍କ ରଖିବା ପାଇଁ ମହିଳା ୱାଡରଙ୍କୁ କୁଜଙ୍ଗ ଅତିରିକ୍ତ ଜେଲର କଲେ ବାଧ୍ୟ । ଯାହାଫଳରେ ଜେଲରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି ମହିଳା ୱାଡର । ଆସନ୍ତୁ ଜାଣିବା ପ୍ରକୃତ ଘଟଣା କଣ । ମହିଳା ପୁଲିସ କର୍ମଚାରି ଜଣଙ୍କ ଦୀର୍ଘ 6 ବର୍ଷ ଧରି କାର୍ଯ୍ୟକ ରିଆସୁଥିଲେ । ଅନୀତି ଙ୍କୁ ଜାଣିଶୁଣି ଜେଲର ତାଙ୍କୁ କମ୍ପୁ୍ଟର କାର୍ଯ୍ୟରେ ନିୟୋଜିତ କରିଥିଲେ ।

ଅନୀତି କାମ କରୁଥିବା ସମୟରେ ଜେଲର ଫଛରେ ଆସି ତାଙ୍କ ସହ ଖରାପ ବ୍ୟବାହର ଦେଖାଉଥିଲେ ତାଙ୍କ ଶରିରକୁ ଛୁଇିଁ ଶାରିରୀକ ସମ୍ପର୍କ ରଖିବା ପାଇିଁ ବାଧ୍ୟ କରୁଥିଲେ .। କିନ୍ତୁ ତାହକୁ ପ୍ରତିବାଦ କରିବାରୁ ଅନୀତାଙ୍କୁ ମାନସିକ ଚାପ ଦେଇ ବାଲ୍କମେଲ କରିଥିଲେ । କିନ୍ତୁ ଅନୀତା ଏହାକୁ ପ୍ରତିବାଦ କରି ଅଭିଯୋଗ ଆଣିଛନ୍ତି ।

ଜେଲର ସବୁଦିନ ଅନୀତା ଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇିଁ ବାଧ୍ୟ କରନ୍ତି । କିନ୍ତୁ ଅନୀତା ରାଜି ନ ହେବାରୁ ତାଙ୍କୁ ଚାକିରୀରୁ ବାହର କରିଦେବାର ଧମକ ମଧ୍ୟ ଦିଆଯାଇଛି । ଏହି ଘଟଣାକୁ ନେଇ ଅନୀତା ଉଚ୍ଚ ପଦବୀ ଙ୍କ ଠାରେ ଅଭିଯୋଗ କରିଛନ୍ତି ନ୍ୟାୟ ପାଇବା ପାଇିଁ । କିନ୍ତୁ ଏତେ ପର୍ଯ୍ୟନ୍ତ ଜେଲର ଙ୍କ ଉପରେ କୌଣସି ଦୃଡ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇ ନାହିଁ ବୋଲି ଅନୀତା ଅଭିଯୋଗ କରିଛନ୍ତି ।

ଶେଷରେ ଅନୀତା ଏହି ଘଟଣା ସମ୍ପର୍କରେ ସେ ଗଣ ମାଧ୍ୟମକୁ ଜଣାଇଥିଲେ ମଧ୍ୟ ସେପଟେ ଜେଲର ତାଙ୍କୁ ଚାପ ପକାଇଥିଲେ । ତେବେ କଣ ଏହି ମହିଳା ପୁଲିସ ଙ୍କୁ ନ୍ୟାୟ ମିଳିବ ନାହିଁ । ତେବେ ଆପଣ ମାନେ କୁହନ୍ତୁ କି ଏହି କାପୁରୁଷ ଜେଲରଙ୍କୁ କେଉଁ ଦଣ୍ଡ ନ୍ୟାୟମୁର୍ତ୍ତୀ ଦେଲେ ମହିଳା ୱାଡରଙ୍କୁ ନ୍ୟାୟ ମିଳିପାରିବ . ତାହା ଆପଣ ମାନେ କମେଣ୍ଟ ମାଧ୍ୟମରେ ମତାମତ ପ୍ରକାଶ କରନ୍ତୁ

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...