Loading...

ଏଲଆଇସିର ନଂ ୧ ପଲିସି ! ପ୍ରତିଦିନ ୯ ଟଙ୍କା ବ୍ୟୟରେ ମିଳିବ ୪.୫୬ ଲକ୍ଷ ଟଙ୍କା , ମୃତ୍ୟୁ ପରେ ବି ପରିବାର ହେବେନାହିଁ ହନ୍ତସନ୍ତ ।

Loading...

ଏମିତି ରେ ଆମେ ମାନେ ବହୁତ ସମୟ ରେ ବହୁତ ବଡ ବଡ କମ୍ପନୀ ମାନଙ୍କ ର ଅଫର ମାନ ପାଇ ଥାଏ କିନ୍ତୁ ସେହି ଗୁଡିକୁ କିପରି ଭାବେ ଉପୋଯୋଗ କରିବା ତାହା ଆମେ କେବେ ବି ଭଳ ଭାବେ ଜାଣି ପାରେ ନାହିଁ । ଏମିତି ଗୋ଼ଟିଏ କମ୍ପାନୀ ମଧ୍ୟ ରୁ ଜଣେ ଏଲଆଇସି ଅଫ୍ ଇଣ୍ଡିଆ । ତେବେ ଏହି କମ୍ପାନୀ ରେ ବି ବହୁତ ସମୟ ରେ ଏମିତି ବହୁତ ଅଫର ମାନ ଆସି ଥାଏ । ଯେଉଁ ଗୁଡିକୁ ଆମେ ମାନେ କେବେ ବି ସଠିକ୍ ଭଆବେ ବ୍ୟବହାର କରି ପାରେ ନାହିଁ ।

ବା ତାହାର ଲାଭ ଉଠେଇ ପାରେ ନାହିଁ । ଏମିତି ବେଳେ ଆମେ ଆଜି ଆପଣ ମାନଙ୍କୁ ସେହି ଏଲଆଇସି ରେ ଆସି ଥଇବା ଏଖ ନୂଆ ଅଫର ଜୀବନ ପ୍ରଗତି ଯୋଜନା ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ । ତେବେ ଏହି ଯୋଜନା ର କେବଳ କାର୍ଯ୍ୟ ଏହା କି ତାହା ଆପଣ ମାନଙ୍କ ଜିବନ କୁ ସ6ବୁ ବେଳେ ,ସୁରକ୍ଷିତ ରଖି ଥାଏ ଓ ସଂଚୟ ମଧ୍ୟ ଆପଣ ମାନଙ୍କୁ ଦେଇ ଥାଏ । ଏଥିରେ ଆପଣ ମାନଙ୍କୁ ଡବଲ ଫାଇଦା ମିଳି ଥାଏ ।

ସର୍ବ ପ୍ରଥମ କଥା ହେଲା କି ଯଦି ଆପଣ ମାନେ ଏହି ଥିରେ ଟଙ୍କା ନିବେଶ କରୁ ଛନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କର ଆୟକର ରହି ଯିବ । ଓ ଦ୍ବାତୀୟ କଥା ଏହା କି ଯେବେ ବି ଆପଣ ମାନଙଅକ ଜିବନ ରିସ୍କ ରେ ରହି ଥାେ ସେହି ସମୟ ରେ ଏହା ଗୋଟିଏ ପୋଲିସି ବି ଦେଇ ଥାଏ ।

କିଏ ନେଇପାରିବେ ପଲିସି : ତେବେ ଏହି ଯୋଜନା ଜୀବନ ଆନନ୍ଦ ପଲିସି କୁ କେବଳ 18 ରୁ 50 ବର୍ଷ ମଧ୍ୟ ରେ ରହି ଥିବା ବ୍ୟକ୍ତି ମାନେ କରି ପାରିବେ । ତେବେ ଏହି ଯୋଜନା ଜୀବନ ଆନନ୍ଦ ପଲିସି କୁ କେବଳ 18 ରୁ 50 ବର୍ଷ ମଧ୍ୟ ରେ ରହି ଥିବା ବ୍ୟକ୍ତି ମାନେ କରି ପାରିବେ ।

ମିନିମମ୍ ସମ୍ ଏସୟୋର୍ଡ : ତେବେ ଏହି ଯୋଜନା ଅନୁସାରେ ନିଶ୍ଚିତ ଭାବେ ଆପଣ ମାନଙ୍କୁ 1 ଲକ୍ଷ ରୁ ଉର୍ଦ୍ଧ ପରିମାଣ ରେ ଏନସ୍ୱୋର୍ଡ ନେବା ପାଇଁ ପଡିବ ।

ପଲିସିର ସମୟସୀମା : ଏମିତି ବେଳେ ଆପଣ ମାନେ ଏହି ପଲିସି କୁ ଅଫ ଲାଇନ୍ ରେ କିଣି ପାରିବେ ତଥା ଏହା ଜଣେ 15 ରୁ 35 ବର୍ଷ ପର୍ଯ୍ୟନ୍ତ କରି ପାରିବ ।

ପ୍ରିମିୟମର ଭୁଗତାନ୍ : ଏହି ପୋଲିସି ରେ ର୍ଆପଣ ମାନଙ୍କୁ ତିନି ମାସ ଓ ଛଅ ମାସ ରେ ଏମିତି ରେ ବର୍ଷ କୁ ମଧ୍ୟ ପରିଶଦ କରିବେ । ତଥା ନିତି ବର୍ଷ ପରେ ଆପଣ ମାନେ ଏଥିରୁ ଋଣ ନେଇ ପାରିବେ ।

ମୃତ୍ୟୁ ହେଲେ ହେବ କ’ଣ ? ତେବେ ଯଦି କେବେ ପୋଲିସି କରି ଥିବା ଲୋକ ର ମୃତ୍ୟୁ ହୋଉ ଥାଏ ତେବେ ନୋମିନି କୁ 125 ପ୍ରତିଶତ ମିଳିବ ବିମା ରାଶି ରୁ । ଟ୍ୟାକ୍ସରେ ମିଳିବ ଫାଇଦା : ତେବେ ଏହି ଥିରେ ସଂମ୍ପର୍ଣ୍ଣ ଭାବେ ଧାରା 80 ର ଅନୁସାରେ ଟ୍ୟକ୍ସ ର ବେନିଫିଟ୍ ବି ମିଳଇବ ।

Loading...
Loading...