Take a fresh look at your lifestyle.

ଦେଖନ୍ତୁ ଭିଡିଓ । ଲିଫ୍ଟ ଭିତରେ ହାତ ମାରିଦେଲେ ଯୁତୀଙ୍କ ଛାତି ରେ ହାତ ମାରି ଦେଲା ଏହି ଯୁବକ । ପରେ ଜାହା ହେଲା ।

0 113

ପୁଅ ଝିଅ କୁ ଏକୁଟିଆ ପାଇଲେ କଣ କରି ପାରେ କଣ ଆପଣ କେବେ ଭାବିଛନ୍ତି । ନାହିଁ । ଏମିତି ରେ ବହୁତ ଝିଅ ରହିଛନ୍ତି ଯେଉଁମାନେ କି ଏହାର ମୋଟେ ରୁ ବି ବିରୋଧ କରନ୍ତି ନାହିଁ । କିନ୍ତୁ ଏମିତି ବେଳେ କିଛି ଲୋକ ଏମିତି ବି ରହିଛନ୍ତି ଯେଉଁମାନେ କି ବହୁତ କିଛି କରି ଦେଇ ପାରନ୍ତି । ଠିକ୍ ଏହି ପରି ବର୍ତ୍ତମାନ ସମୟ ରେ ଗୋଟିଏ ଭଇଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରଲ ଯିବାରେ ଲାଗିଛି । ଯେଉଁ ଭିଡ଼ିଓ ରେ ରହିଛି କିଛି ଅଜବ ଘଟଣା ଜାହା କୁ ଦେଖି ହୁଏତ ଆପଣଙ୍କ ମନ ଘର ଧରି ଜାଇ ପାରେ ।

ଏମିତି ରେ ବର୍ତ୍ତମାନ ସମୟ ରେ ଯିଏ ବି ଏହି ଭିଡ଼ିଓ କୁ ଦେଖୁଛି ସେ ବହୁତ ପରମାଣ ରେ ହସିବାରେ ଲାଗିଛି । ଏପରି କି କିଛି ଲୋକ ତ କହୁଛନ୍ତି କି ଜାହା ହୋଇଛି ତାହା ବହୁତ ଭଲ ହୋଇଛି । ଆମେ ଆପଣଙ୍କୁ ସୋସିଆ୍ରଲ ମିଡିଆ ରେ ଭାଇରଲ ଭିଡ଼ିଓ ବିଷୟ ରେ ହିଁ କହିବା ପାଇଁ ଚାହୁଁଛୁ ଯେଉଁ ଥିରେ କି ଲିଫ୍ଟ ଭିତରେ ଗୋଟିଏ ଯୁବକ ଏକ ଯୁବତୀ ଙ୍କୁ ଅସଦାଚରଣ କରିବା ରେ ଲାଗିଛି ।

ଏମିତି ରେ ଆପଣ ଏହି ଭିଡ଼ିଓ କୁ ଦେଖି ନିଅନ୍ତୁ ତେବେ ଆପଣଙ୍କୁ ବହୁତ ଭଲ ଭାବେ ଜଣା ପଡିବ । ଘଟଣା ଅନୁଯାୟୀ ପ୍ରଥମେ ଗୋଟିଏ ଯୁବତି ଟେ ଲିଫ୍ଟ ଭିତରେ ପସି ଆସୁଛି ପରେ ପରେ ତାଙ୍କ ସହିତ ଆଉ ଗୋଟିଏ ଯୁବକ ବି ପସି ଆସୁଛି । କିନ୍ତୁ ଏମିତି ରେ ସେହି ଯୁବକ ଜାଣି ପାରୁ ନାହିଁ କି ,ସେଠାରେ କୈଣସି ସି ସି ଟି ଭି ରହିଛି ବୋଲି । ପରେ ସେ ପ୍ରଥମେ ଝିଅ ଟି ଦେହ ରେ ହାତ ଦେବାରେ ଲାଗିଥାଏ ପରେ ସେହି ଝିଅ ତାକୁ ଆଡେଇ ଦେଇ ପଳେଇବା ପାଇଁ ଚେଷ୍ଟା କରିଥାଏ କିନ୍ତୁ ପରେ ପୁଣି ସେହି ଝିଅଙ୍କ ପାଖକୁ ଆସି ସେହି ଯୁବକ ଜଣଙ୍କ ହଠାତ ଯୁବତୀ ଙଅକ ଛାଟି ଆଜକିୁ ହାତ ବଢାଇ ଥାଏ ।

https://twitter.com/twitter/statuses/1053240042477551616

ତେବେ ହଠାତ ମାତ୍ରା ରେ ଯୁବତା ଜଣଙ୍କ ରାଗି ଜାଇ ତାଙ୍କ ଉପରେ ଆକ୍ରମଣ କରି ଦିଅନ୍ତି । ଓ ବହୁତ ଭଲ ସବକ ବି ସିଖାି ଦିଅନ୍ତି । ବର୍ତ୍ତମାନ ସମୟ ରେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭଆଇରଲ ହେବାରେ ଲାଗିଛି । ତେବେ ଏପରି ବେଳେ ବହୁତ ଲୋକ ଦେଖିବା ପରେ ଯୁବତୀ ଙ୍କୁ ସାବାସ ବୋଲି କହିଛନ୍ତି । ଓ ଏପରି ବି କହିଛନ୍ତି । ପୁଅ ମାନେ ଯେତେ ବେଳେ ନାହିଁ ନିଜର ହାତ ଚଳାନ୍ତି ତେଣଉ ଏମିତି ହିଁ ସବକ ମିଳିବା ଦରକାର ।

Leave A Reply

Your email address will not be published.