ଲକ୍ ଡାଉନ୍ କୁ ବିରଧ କରି ସଡ଼କ ଉପରକୁ ଓହ୍ଲାଇଲେ ଲୋକେ ତାଙ୍କ ପାଟିରୁ ଶୁଭୁଥିଲା ଏମିତି ନର ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

କୋରୋନା ଭାଇରସ ସାମ୍ନାରେ ବଡ଼ ବଡ଼ ଦେଶ ମହାଦେଶ ମଧ୍ୟ ଆଣ୍ଠେଇ ପଡି ଛନ୍ତି।ଯେଉଁଥିରେ ଚୀନ୍,ଇଟାଲୀ, ବ୍ରିଟେନ , ସ୍ପେନ୍ ସହିତ ଆମେରିକା ମଧ୍ୟ ଜଡ଼ିତ। ଲଗାତାର ପ୍ରାୟତଃ ସବୁ ଦେଶ ରେ ଲକ୍ ଡାଉନ୍ ଘୋଷିତ ହୋଇଛି କିନ୍ତୁ ଏମିତି ମଧ୍ୟ କିଛି ଦେଶ ଅଛନ୍ତି ଯିଏ କି ଲକ୍ ଡାଉନ୍ କୁ ବିରୋଧ କରୁଛନ୍ତି। କିଛି ଦିନ ପୂର୍ବରୁ ଉଜ୍ରଈଲି ଓ ସ୍ପେନ୍ ପରି ଦେଶ ରେ ଲୋକ ଲକ୍ ଡାଉନ୍ କୁ ବିରୋଧ କରି ରାସ୍ତା କୁ ଓଲାହାଇ ଛନ୍ତି। ଏବେ ଆମେରିକା ରେ ମଧ୍ୟ ଲକ୍ ଡାଉନ୍ କୁ ବିରୋଧ କରୁଛନ୍ତି।

ଜଣାଇ ଦେଉଛୁ ଯେ ରାଷ୍ଟ୍ରପତି ରୋନାଲ୍ଡ ତ୍ରମ୍ପ ଲକ୍ ଡାଉନ୍ କୁ ବିରୋଧ କରୁଛନ୍ତି ଏବଂ ଲକ୍ ଡାଉନ୍ ବିପକ୍ଷ ରେ ଅଛନ୍ତି। ଏବେ ରୋନାଲ୍ଡ ତ୍ରମ୍ପ୍ ଙ୍କ ର ସମର୍ଥକ ରାସ୍ତା ଉପରକୁ ଓଲାହି ଲକ୍ ଡାଉନ୍ କୁ ବିରୋଧ କରୁଛନ୍ତି।

କିଛି ଦିନ ପୂର୍ବରୁ ମଧ୍ୟ ରୋନାଲ୍ଡ ତ୍ରଂପ ନିଜ ଟୁଇଟର ମାଧ୍ୟମ ରେ ତାଙ୍କ ପ୍ରଂଶସଂକ୍ କୁ ସମର୍ଥନ ଜଣାଇ ଅଛନ୍ତି। ଏହି ସମୟରେ ଆମେରିକା ର ବିଭିନ୍ନ ପ୍ରାନ୍ତ ରୁ ଲୋକ ମାନେ ରାସ୍ତା କୁ ଓଲହାଇ ଲକ୍ ଡାଉନ୍ କୁ ବିରୋଧ କରିବା ସହିତ ଦୋକାନ ଖୋଲିବାକୁ ମଧ୍ୟ ଦାବି କରିଛନ୍ତି।ତେବେ ଆସନ୍ତୁ ଜାଣିବା ଆମେରିକା ର କେଉଁ ପ୍ରାନ୍ତ ରେ ଲକ୍ ଡାଉନ୍ କୁ ବିରୋଧ କରୁଛନ୍ତି।

ସୋମ ବାର ଦିନ ଆମେରିକା ର ଓହିୟୋ ପ୍ରାନ୍ତ ରେ ଏକ ନାଗରିକ ସେନା ନିଜ ହତିୟର ପ୍ରଦଶନ କରିବା ସହିତ ଲକ୍ ଡାଉନ୍ କୁ ବିରୋଧ କରିଥିଲା। ସେହି ସମୟରେ ବହୁତ ଯୁବକ ମାନେ ନିଜ ମୁହଁ ଘୋଡାଇ ଥିଲେ ।

ସେହି ସମୟରେ ଆମେରିକା ର ପେଂଶିଲିୟନ ପ୍ରାନ୍ତ ର ଯୁବକ ମାନେ ମଧ୍ୟ ହତୀୟର ପ୍ରଦର୍ଶନ କରି ଲକ୍ ଡାଉନ୍ କୁ ବିରୋଧ କରିଥିଲେ। କର୍ଲିଫର୍ଣୀୟ ରେ ମଧ୍ୟ ସାଧାରଣ ଲୋକ ରାସ୍ତା କୁ ଉଠି ଆସି ଲକ୍ ଡାଉନ୍ କୁ ବିରୋଧ କରୁଛନ୍ତି। ଏହି ରେ ଲୋକ ମାନେ ଲକ୍ ଡାଉନ୍ ର ନିୟମ ଉଲଂଘନ କରିବା ସହିତ ସୋସିଆଲ ଦିଷ୍ଟଂସିଂ କୁ ମଧ୍ୟ ପାଳନ କରୁ ନାହାଁନ୍ତି।

ଲୋକ ମାନେ କେବଳ ରାସ୍ତା ଉପରେ ନୁହଁ ସୋସିଆଲ ମିଡ଼ିଆ ରେ ମଧ୍ୟ ଲକ୍ ଡାଉନ୍ କୁ ବିରୋଧ କରୁଛନ୍ତି।ଏବେ କିଛି ଦିନ ପୂର୍ବରୁ ଅାନ୍ତି- ଲକ୍ ଡାଉନ୍ ର ପେଜ୍ କୁ ଫେସବୁକ୍ ରୁ ହଟା ଯାଇଚି। ଏହି ପେଜ କୁ ସବୁ ବ୍ୟାନ୍ କରିବା ପରେ କେତେ ପ୍ରଦର୍ଶନ କାର କହୁଛନ୍ତି ଯେ ଆମ ଫ୍ରିଦମ୍ ଅଫ୍ ସ୍ପିଚ କୁ ରୋକିବାରେ ପ୍ରୟାସ କରୁଛନ୍ତି।

ପ୍ରଦର୍ଶନୀ ମାନଙ୍କ ର କହିବା ଅନୁସାରେ ଆମେରିକା ରେ ହେଇଥିବା ଲକ୍ ଡାଉନ୍ କୁ ଉଠାଇବା ଦରକାର ଓ ଲୋକ ମାନକୁ ମୁକ୍ତି କରିବା ଦରକାର । ନର୍ଥ ନକୋଟ , ପେନ୍ସିଲିୟମ, କର୍ଲିଫର୍ଣ୍ଣିଆ ରେ କେତେଜଣ ପ୍ରଦର୍ଶକ ଲୋକ ମାନକୁ ଆଜାଦ କରିବାକୁ ପ୍ରୟାସ କରୁଛନ୍ତି। ଏମାନଙ୍କ ଦାବି ହଉଚି କି ଦେଶ ରୁ ଲକ୍ ଡାଉନ୍ ଉଠେଇ ଲୋକ କୁ ମୁକ୍ତି କରିବା ଦରକାର।

ଆମେରିକା ଲୋକ ମାନଙ୍କ ର କହିବା ଅନୁସାରେ ନା କେବଳ କରିବା କୋରୋନା ଭାଇରସ ରେ ଯଦି ଅଧିକ ଦିନ ଲକ୍ ଡାଉନ୍ ରହିଲା ତେବେ ତ ଠାରୁ ଭୟାନକ ପରିସ୍ଥିତି ମଧ୍ୟ ସୃଷ୍ଟି ହେବା ଯେଉଁଥିରେ ଲୋକ ମାନେ ମରି ପାରନ୍ତି। ଲୋକ ମାନେ ଏଇଥି ପାଇଁ ବିରୋଧ କରୁଛନ୍ତି କାରଣ ଲକ୍ ଡାଉନ୍ ରେ ଲକ୍ଷ ଲକ୍ଷ ଲୋକ ଙ୍କ ର ଚାକିରି ଚାଲି ଯାଇଚି। ଚାକିରି ଯିବା ପରେ ଲୋକ ନିଜ ଭବିଷ୍ୟତ କୁ ନେଇ ବହୁତ ଚିନ୍ତିତ ଅଛନ୍ତି।

ଆମେରିକା ,କୋରୋନା ଭାଇରସ ରେ ଅଧିକ ପ୍ରଭାବିତ ଦେଶ ମାନକ ମଧ୍ୟ ରୁ ଗୋଟିଏ ଅଟେ ଯେଉଁଥିରେ ସାତ ଲକ୍ଷ ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏବଂ ୪୦ ହଜାର ରୁ ମଧ୍ୟ ଅନେକ ଲୋକ ମୃତ୍ୟୁ ବରଣ କରି ସାରିଛନ୍ତି।

ଏହି ପରି କଷ୍ଟକର ସମୟରେ ଆମେରିକା ରେ ଲକ୍ ଡାଉନ୍ କୁ କମ୍ପ୍ଲସରି ମନା ହୋଇଛି। ଗୋଟିଏ ପକ୍ଷ ରେ ଲୋକ ଲକ୍ ଡାଉନ୍ କୁ ବିରୋଧ କରୁଛନ୍ତି ତ ଅନ୍ୟ ପକ୍ଷ ରେ ଲକ୍ ଡାଉନ୍ ଉଠାଇ ଦେଲେ ସଂକ୍ରମଣ ସଂଖ୍ୟା ବହୁତ ବଢ଼ି ଯାଇଛି।

inspair post from newstrend.news ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।