Loading...

ଦେଖନ୍ତୁ ଭିଡିଓ । କଣ କଲା ସେନା କାଶ୍ମୀର ରେ ଲୁଚିଥିବା ଆତଙ୍କବାଦୀଙ୍କ ସହିତ । କମେଣ୍ଟ କରି କୁହନ୍ତୁ କଣ କରାଯିବା ଦରକାର

Loading...

ପୁଲୱାମା ଆକ୍ରମଣ କୁ ନେଇ ଭାରତୀୟଙ୍କ ମନରେ ଆତଙ୍କବାଦୀ ଉପରେ ଆକ୍ରୋଶ ଭରିଦେଇଥିଲା । କିନ୍ତୁ ଆତଙ୍କି ହାମଲାରେ ସହୀଦ ହୋଇଥିବା ଯବାନଙ୍କର ଆତ୍ମସମର୍ପଣ ହୋଇଥିବା ଘଟଣାକୁ ସେନା ପାକିସ୍ଥାନ ଉପରେ ହାମଲା ଆରମ୍ବ କରିଦେଇଛନ୍ତି । ଯାହା ଫଳରେ ପାକିସ୍ଥାନ ଡରି ନିଜର ଦୋଷକୁ ଲୁଚେଇବାକୁ ଯାଇ ସଫେଇ ଦେଉଛି . କିନ୍ତୁ ତାହାର ଏ ମିଛକାହାଣୀକୁ ଭାରତୀୟ ଯବାନ ଗତ ରବିବାର ଦିନ ଏହାର କିଛି ମାତ୍ରାର ଆଘାତ ମିଳିଥିଲା ପାକିସ୍ଥାନ ଯବାନଙ୍କୁ ଯେଉଁଥିରେ ପାକ୍ ସେନା ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛିହାମଲା

9 ସୈନୀକ ହେଲେ ମୃତ ଏବଂ 11 ଆହାତ ଏହି ଆକ୍ରମଣ ରେ ପାକିସ୍ଥାନ ର ସରକାର ବଡଚିନ୍ତିତ ରେ ପଡିଯାଇଛନ୍ତି ଏହି ଘଟଣା ଗତ ରବିବାର ଦିନ ଆଟାକ୍ ହୋଇଥିଲା । ଏବେ କଥା ଚର୍ଚ୍ଚାରେ ଲାଗିଛି କି ଯେଉଁ ସେନା ଭାରତ ପାଇିଁ ନିଜକୁ ଏତେ ବଳିଦାନ ଦେଇ କାଳ କାଳର ନାଁ ରଖିଗଲେ ସେହି ଆକ୍ରମଣ ପଛରେ କାଶ୍ମୀର କିଛି ବାସିନ୍ଦା ଆତଙ୍କଙ୍କୁ ମସହଯୋଗର ହାତ ବଡାଉଛନ୍ତି

Image result for indian army pakistan army torture

ଯାହା ଦ୍ବାରା ଆତଙ୍କ ଭାରଚ ଉପରେ ଆକ୍ରମଣ କରିବା ରେ ସଫଳ ହେଉଛି । ସୋମବାର ଦିନ ଆତଙ୍କ ବାଦୀ ପାଇିଁ ସାଜିଥାବା ସୁରକ୍ଷାକର୍ମୀ ଆତଙ୍କ ବିରୋଧରେ ବଡ ଏକ୍ସନ ନେଇଛନ୍ତି ଯେଉଁଥିରେ ପ୍ରାୟ 23 ଜଣ ଆତଙ୍କୀ ଙ୍କୁ ଗିରଫ କରାଯାଇଛି ତାଙ୍କୁ ସହଯୋଗକରୁଥିବା ଦେଶବିଦ୍ରୋହୀ ଙ୍କୁ ମଧ୍ୟଆମ ସେନାଙ୍କଦ୍ବାରା ଧରାପଡିଛନ୍ତି ।

ଘଟଣାକୁ ଅନୁଧ୍ଯାନ କଲେ ଜଣାଯାଉଛି ଯେ ଗତ 14 ତାରିଖ ଘଟିଥିବା କାଶ୍ମୀର ପୁଲୱାମା ଆତଙ୍କ ଆକ୍ରମଣରେ ଭାରତୀୟ ଯବାନ ସହୀଦ ହୋଇଥିଲେ କିନ୍ତୁ ଏହି ସହୀଦ ହେବାପଛରେ ଥିଲା କିଛି ଦେଶ ବିଶ୍ବାସିଘାତକତା .କିନ୍ତୁ ସେନା ଯେଉଁ 23 ଜଣଙ୍କୁ ଗିରଫ କରିଛି ସେମାନେ ଆତ୍ମଘାତୀ ବିସ୍ଫରୋଣ କରିଥିବା ଜୈସ – ଏ – ମହମ୍ମଦ ଆତଙ୍କୀ ସଂଗଠନ ରେ ଥିଲେ I

ସୋମବାର ସକାଳୁ ସୁରକ୍ଷ୍ୟା କର୍ମୀ ମାନେ ପୁଲବାମା ରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ I ଏବଂ ଏହି ଗୁଳିବିନିମୟ ରେ ପ୍ରାୟ 4 ଭାରତୀୟ ଯବାନ ମଧ୍ୟ ସହିଦ ହେଇଛନ୍ତି I ଏବଂ ସର୍ଚ୍ଚ ଅପରେସନ ରେ ଏକ ଆତଙ୍କୀ ସଂଗଠନ ଲୁଚି ରହିଥିବା ଘର କୁ ବୋମା ବିସ୍ଫୋରଣ କରି ନଷ୍ଟ କରାଯାଇଛି I

https://youtu.be/EJMP3E6FNh0

ଆଜି ସାରା ଭାରତବାସୀଙ୍କ ମନରେ ଜଳୁଛି ପ୍ରତିଶୋଧର ନିଆଁ କିଏ ଲିଭାଇବ ଏ ନିଆଁକୁ କିଏ ଯବାବ ଦେବ ପାକିସ୍ଥାନକୁ । ଏଭଳି ଘଟଣାକୁ ନେଇ ସମସ୍ତଙ୍କ ମୁହଁରୁ ହସ ହଜିଯାଇଛି ସବୁବେଳେ ଚିନ୍ତା ଆଉ ଚିନ୍ତା ମନମଧ୍ୟରେ ଘାରି ହେଉଛି । କାରଣ ପୁଲବାମା ଆତଙ୍କ ଆକ୍ରମଣ କୁ ନେଇ ସାରା ଭାରତବାସୀ ରାଗରେ ଅଛନ୍ତି ଏବଂ ତାହାର ପ୍ରତିଶୋଧ ନିମନ୍ତେ ସମସ୍ତ ଦେଶବାସୀ ଯବାବକୁ ଅପେକ୍ଷା କରିଛନ୍ତି।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...