ସତର୍କ କରାଇଲେ ଶରତ ସାହୁ , ମାଡିଆସୁଛି ଭୟଙ୍କର ବାତ୍ୟା ‘ହାଗିବିସ୍’: ଘଣ୍ଟାକୁ ୧୫୦ କିମିରୁ ଅଧିକ ବେଗରେ ହେବ ପବନ ଜନବସତି ଆଡକୁ ମାଡି ଆସୁଛି ଜୁଆର

0 6,926

ଜାପାନର ଟୋକିଓ ସହର ଓ ପ୍ରଶାନ୍ତ ମହାସାଗରକୁ ଲାଗି ରହିଥିବା ତଟୀୟ ଅଞ୍ଚଳରେ ଚଳିତ ସପ୍ତାହର ଶେଷରେ ଶକ୍ତିଶାଳୀ ଝଡବାତ୍ୟା କାରଣରୁ ପ୍ରବଳ ବର୍ଷା ଏବଂ ପବନ ବୋହିବାର ପୂର୍ବାନୁମାନ କରାଯାଇଛି। ୮୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ଓ ପବନ କାରଣରୁ ସରକାର ଲୋକଙ୍କୁ ଆବଶ୍ୟକୀୟ ବସ୍ତୁ ପାଖରେ ରଖିବାକୁ ପରାମର୍ଶ ଦେବା ସହ ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ସତର୍କ ସୂଚନା ଦିଆଯାଇଛି। ଆସନ୍ତକାଲି ହେବାକୁ ଥିବା ରଗବୀ ବିଶ୍ବକପ ଏବଂ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି ।

ଟୋକିଓର ଦକ୍ଷିଣୀ ପଶ୍ଚିମ ସ୍ଥିତ କିହେରେ ଝଡବାତ୍ୟା କ୍ଷତିରୁ ବଞ୍ଚିବା ପାଇଁ  ପ୍ରଶାସନ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା ଆରମ୍ଭ କରାଯାଇଛି। ଟୋକିଓର ଲୋକଙ୍କୁ ବୋତଲବନ୍ଦ ପାଣି, ତୁରନ୍ତ ତିଆରି ହୋଇପାରୁଥିବା ନୁଡୁଲ୍ସ ଏବଂ ଅନ୍ୟ ଜରୁରୀ ଜିନିଷକୁ କିଣାକିଣି କରାଯାଉଛି। ପାଣିପାଗ ବିଭାଗର ଅଧିକାରୀ ୟାସୁସି କାଜିହାରା କହିଛନ୍ତି

ଏହି ବାତ୍ୟା ୧୯୫୮ରେ ହୋଇଥିବା ବାତ୍ୟା ଭଳି ଭୟଙ୍କର ହେବାର ଆଶଙ୍କା କରାଯାଉଛି। ବାତ୍ୟା ଯୋଗୁଁ ବର୍ଷା ହୋଲ ପ୍ରାୟ ୫ଲକ୍ଷ ଲୋକଙ୍କ ଘରେ ପାଣି ପଶିଯିବ। ପ୍ରାୟ ୧୨୦୦ରୁ ଅଧିକ ଲୋକଙ୍କର ଜୀବନ ଯାଇପାରେ। ପ୍ରଧାନମନ୍ତ୍ରୀ ଶିଞ୍ଜେ ଆବେ ଶୁକ୍ରବାର ବାତ୍ୟା ମୁକାବିଲା ପାଇଁ ଜରୁରୀକାଳୀନ ବୈଠକ ଡକାଇଥିଲେ।

ରାଜ୍ୟର ୧୫ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ପ୍ରବଳ ବର୍ଷା : ୟେଲୋ ଓ୍ଵାର୍ଣ୍ଣିଂ ଜାରି

ପୁଣି ଗୋଟିଏ ମହାବଳୟ ଘୃର୍ଣିିବାତ୍ୟା ସମେତ ବଜ୍ରପାତର ସୁଭାଗମ ହୋଇଛି ।ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲା ଗୁଡିକର ଘଡଘଡି ସମେତ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଉତ୍ତର ବଙ୍ଗୋପ ସାଗର ଓ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ କେତେକାଂଶ ଜିଲ୍ଲା ଗୁଡିକରେ ପ୍ରବଳ ଆକସ୍ମିତ ବର୍ଷା ହେବାର ଆଶଂଙ୍କା ରହିଛି ।

ତେବେ ଏହି ବର୍ଷା ଏବଂ ଘଢଘଡି କୁ ଆଖି ଆଗରେ ରଖି ପ୍ରଶାସନ ଜିଲ୍ଲା ଗୁଡିକରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଏବଂ ସତର୍କତା ପାଇିଁ ଆଗରୁ ସମସ୍ତ ସୂଚନା ମଧ୍ୟ ଦିଆ।ଯାଇଛି ।ପାଖାପାଖି 24 ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ସୂଚନା ଏଲର୍ଟ କରିଛି ।

ସୂଚନା ହୋଇଥିବା ସେହି 15 ଟି ଜିଲ୍ଲା ଗୁଡିକ ମଧ୍ୟରୁ -ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର , ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢ଼େଙ୍କାନାଳ,ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା ଗଞ୍ଜାମ । ତେବେ ଏହି ସବୁ ଅଞ୍ଚଲ ଗୁଡିକରେ ପ୍ରବଳ ବର୍ଷା ହେବା ସହିତ ଘୂର୍ଣ୍ଣିବଳୟ ହେବାର ରହିଛି ତେଣୁ ଆଞ୍ଚଳିକ ପାଣିପାଗ ବିଭାଗର ସେଠି ମହୋଦୟ ଏହି ପରିସ୍ଥିତି କୁ ସମିକ୍ଷା କରି ରାଜ୍ୟରେ ୟେଲୋ ୱାର୍ଣିଂ ଦେଇଛନ୍ତି ।

ତେବେ ଏହି ବର୍ଷା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଶାନ୍ତି ଗତ ପରିବେଶ ସୃଷ୍ଟିକରିପାରେ । ତେବେ ଏହି ସମୟ ସୀମା ମଧ୍ୟରେ ଲୋକ ମାନଙ୍କୁ ସୁରକ୍ଷିତ ସ୍ତାନକୁ ସ୍ଥାନାନ୍ତରିତ ହେବା ସହିତ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇିଁ ବାରଣ ହୋଇଛି ।

ସେହିପରି 13 ତାରିଖ ମଧ୍ୟରେ କେତେକ ଜିଲ୍ଲାରେ ବଜ୍ରପାତ ହେବାର ଆଶଂଙ୍କା ମିଳିଛି ସେଥି ମଧ୍ୟରୁ ଜିଲ୍ଲା ଗୁଡିକ ହେଲେ ଯଥା – ନବରଙ୍ଗପୁର .ମାଲକାନଗିରି . ସୁନ୍ଦରଗଡ . କେନ୍ଦୁଝର, ମୟୁରଭଞ୍ଜ. କଳାହାଣ୍ଡି . ଗଞ୍ଜାମ .ଏବଂ କୋରାପୁଟ ଇତ୍ୟାଦି ଜିଲ୍ଲାରେ ବଜ୍ରପାତ କୁ ନେଇ ଡର ରହିଛି . ତେବେ ଏହି ବର୍ଷା ଏବଂ ଘଡଘଡି ସମସ୍ତ ରାଜ୍ୟ ବାସୀଙ୍କ ମନରେ ବ୍ୟାକୁଳ ଭୟ ସୃଷ୍ଟିକରିଛି ।

ବର୍ତ୍ତମାନ ଯଦି ଏହି ମହା ସଂଙ୍କଟ ଆସେ ତେବେ ସମସ୍ତ ଧନଜୀବନ ହରାଇ ବସିବେ ରାଜ୍ୟବାସି । ତେଣୁ ଏହି ବଙ୍ଗୋପ ସାଗର ଓ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲୋକଙ୍କ ପାଇିଁ ବହୁତ ବିପତ ସୃଷ୍ଟି କରିପାରେ । ତେବେ ଆପଣ ମାନେ ସୁରକ୍ଷିତ ସ୍ଥାନକୁ ପଳାଇଯାଆନ୍ତୁ ଏବଂ ଶୁଦ୍ଧ ପାଣି ସେବନ କରିବା ସମେତ ଦରକାରୀ କାଗଜ ପତ୍ର ଏବଂ ଗାଈଗୋରୁ କୁ ମଧ୍ୟ ସୁରକ୍ଷିତ ଜାଗାକୁ ନେଇ ରଖନ୍ତୁ ।

କାରଣ ପାଣିପାଗ କେନ୍ଦ୍ର ତରଫରୁ ଏପରି ଗୋଟିଏ ନିର୍ଦ୍ଦେଶ ହୋଇଛି । ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.