( ମାଛ ) ଖାଇବାପରେ, ଭୁଲରେ ଏହି ୨ଟି ଜିନିଷ ଖାଆନ୍ତୁ ନାହିଁ । ନଚେତ ପସ୍ତେଇବେ

0

ଆଜି ଆମେ ଜାଣିବା ମାଛ ଖାଇବା ପରେ କେଉଁ ଦୁଇଟି ଜିନିଷ ଖାଇବା ଉଚିତ୍ ନୁହେଁ ଯାହା ଦ୍ଵାରା ଆପଣ ଜୀବନ ସାରା ପସ୍ତେଇ ପାରନ୍ତି । କେବଳ ନନ୍ ଭେଜିଟରିଆନ ମାନେ ହିଁ ମାଛ ର ସେବନ କରନ୍ତି ନାହିଁ କିନ୍ତୁ ଆଉ ସମସ୍ତେ ମାଛ ଖାଇବା ପାଇଁ ବହୁତ୍ ପସନ୍ଦ କରି ଥାଆନ୍ତି । ତେବେ ସମସ୍ତେ ପ୍ରାୟ ମାଛ ଖାଇବା ପାଇଁ ପସନ୍ଦ କରି ଥାଆନ୍ତି । ସବୁ ସମୟ ରେ ମାଛ ସ୍ଵାଦିଷ୍ଟ ଓ ସ୍ଵାସ୍ଥ୍ୟ ପାଇଁ ବହୁତ୍ ଭଲ ହୋଇ ଥାଏ ।

ତେବେ ଯଦି ଆପଣ ମାନେ ମାଛ ଖାଇବା ପାଇଁ ପସନ୍ଦ କରନ୍ତି କିମ୍ବା ମାଛ ଖାଇ ଥାଆନ୍ତି ତେବେ ଆପଣ ମାନେ ଏହି ବିଷୟ ରେ ଜାଣିବା ନିହାତି ଦରକାର । ଯେଉଁ ମାନେ ମାଛ ଖାଆନ୍ତି ସେମାନେ ଙ୍କ ଚୁଟି କଳା , ଘନ ଓ ଲମ୍ବା ହୋଇ ଥାଏ ।

ତେବେ ଆଜି ଆମେ ଆପଣ ଙ୍କୁ ଏକ ସୂଚନା ଦେବୁ ଯେ କେବେ ବି ମାଛ ଖାଇ ସାରିବା ପରେ କ୍ଷୀର ର ସେବନ ଭୁଲ୍ ରେ ମଧ୍ୟ କରନ୍ତୁ ନାହିଁ । ତେବେ ଏହା ପଛରେ ରହିଛି ବହୁତ୍ ବଡ଼ କାରଣ । ଏହା ପୂର୍ବ ରୁ ଆପଣ ମାନେ ବୁଝିବା ଦରକାର ଯେ ଏହା ଆପଣ ଙ୍କ ଶରୀର ରେ କିପରି କାର୍ଯ୍ୟ କରି ଥାଏ ।

ସବୁ ସମୟ ରେ ବିଜ୍ଞାନ ରେ ବା ମେଡିକାଲ୍ ଶିକ୍ଷା ରେ ମାଛ ଓ କ୍ଷୀର ର କମ୍ବିନେସନ୍ କୁ ମନା କରାଯାଇ ଅଛି । ଆୟୁର୍ବେଦିକ୍ ରେ ମଧ୍ୟ ଏହା ର ସେବନ କୁ ମନା କରା ଯାଇ ଅଛି ।

କ୍ଷୀର ଖାଇ ସାରିବା ପରେ ମାଛ ଖାଇବା କିମ୍ବା ମାଛ ଖାଇ ସାରିବା ପରେ କ୍ଷୀର ର ସେବନ କରିବା ପାଇଁ ସମ୍ପୂର୍ଣ ଭାବେ ମନା କରାଯାଇ ଅଛି , ଏହା ଶରୀର ପାଇଁ କ୍ଷତି ସୃଷ୍ଟି କରି ଥାଏ । କାରଣ କ୍ଷୀର ଶରୀର କୁ ଥଣ୍ଡା ରଖିବା ବେଳେ ମାଛ ଶରୀର କୁ ଗରମ୍ କରି ଥାଏ। ତେଣୁ ଏହି କାରଣ ଯୋଗୁ କ୍ଷୀର ଓ ମାଛ ର ସେବନ ଏକା ସହିତ କରାଯାଏ ନାହିଁ । ଏହାର ସେବନ କରିବା ଦ୍ଵାରା ଆପଣ ଙ୍କୁ ରୋଗ ହୋଇ ପାରେ ।

ତେବେ ମାଛ ଖାଇ ସାରିବା ପରେ ଦହି ର ମଧ୍ୟ ସେବନ କରାଯାଏ ନାହିଁ କାରଣ ଏହା ମଧ୍ୟ ଦହି ଶରୀର କୁ ଥଣ୍ଡା ରଖୁଥିବା ସମୟ ରେ ମାଛ ଶରୀର କୁ ଗରମ୍ ରଖି ଥାଏ । ଏହି ଦୁଇ ଜିନିଷ ର ଏକା ସହିତ ସେବନ କରିଲେ ଶରୀର ରୁ ବାହାରୁ ଥିବା ଉର୍ଜା କୁ ମଧ୍ୟ କ୍ଷତି ପହଞ୍ଚି ଥାଏ । ଯାହା ଆପଣ ଙ୍କ ସ୍କିନ କୁ ଓ କେଶ କୁ କ୍ଷତି ପହଞ୍ଚାଇ ଥାଏ । ଏହା ସହିତ ଦୂର୍ଜା ଜଡିତ ରୋଗ ହୋଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.