Loading...

ସତର୍କ କରାଇଲେ ପାଣିପାଗ ପାଗ ବିଶେଷଜ୍ଞ ଶରତ ସାହୁ ,ମାଡି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ ‘ଡୋରିଆନ୍‌’, ୩୦୦ କିଲୋମିଟର ବେଗରେ ବହିବ ପବନ

Loading...

ପୁଣି ଗୋଟିଏ ମାହ ସାମୁଦ୍ରିକ ଝଡ ମାଡି ଆସୁଛି ଯାହାର ପ୍ରଳୟ ଅତ୍ୟନ୍ତ ଭୟଙ୍କର ଅଟେ । ତିତିଲି .ଫନି ଏବଂ ସାଇକ୍ରୋନ୍ ଠାରୁ ମଧ୍ୟ ଭୟଙ୍କର ଏହି ସମୁଦ୍ରିକ ଝଡ ଯାହାର ନାମ ହେଉଛି ‘ଡୋରିଆନ୍‌ । ‘ଡୋରିଆନ୍‌ ପ୍ରଭାବ ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ‘ଡୋରିଆନ୍‌ ଆଗମନ ଶୁଣି ଲୋକ ମାନେ ଭୟଭିତ ହୋଇଗଲେନି କାରଣ ଏହାର ପ୍ରଭାବରେ 300 କିଲୋ ମିଟରୁ ଅଧିକ ବେଗରେ ପବନ ପ୍ରଭାବିଚ ହେବାକୁ ଯାଉଛି ।

ଏହି ଅତି ଭୀଷଣ ସାମୁଦ୍ରିକ ଝଡ ଆମେରିକା ଉପକୂଳ ଆଡକୁ ମାଡି ଆସୁଛି ବୋଲି ସୁଚନା ତରଫରୁ ମିଳିଛି । ଏହି ସମୁଦ୍ରିକ ଝଡ ଆସନ୍ତା ସୋମବାର ଦିନ ଆମେରିକାର ଫ୍ଲୋରିଡା ଉପକୂଳ ଛୁଇିଁବ ବୋଲି ଆମେରିକାର ପାଣିପାଗ ଭିବାଗ କେନ୍ଦ୍ର ତରଫରୁ ଜାରି କରାଯାଇଛି ।

ଏହାର ପ୍ରଭାବରେ ଘଣ୍ଟା ପ୍ରତି 280 କିଲୋମିଟରରୁ 298 ପର୍ଯ୍ୟନ୍ତ ପବନ ପ୍ରସାରିତ ହେବ ଏବଂ ପ୍ରଭାବ ଅଧିକ ହେଲେ ପବନ ର ବେଗ ଘଣ୍ଟା ପ୍ରତି 300 ମଧ୍ୟ ହୋଇପାରେ । ଡୋରିଆନ୍‌’ ବର୍ତ୍ତମାନ ଫ୍ଲୋରିଡା ଉପକୂଳରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିୁବାକୁ ଯାଉଛି ତେଣୁ ଫ୍ଲୋରିଡା ଉପକୂଳରେ ସତର୍କତା ସୃଷ୍ଟି କରାଯାଇଛି ପାଣିପାଗ ତରଫରୁ । ମହାସାଗର ମଧ୍ୟରେ ଏହା ଅତି ଶକ୍ତିଶାଳୀ ରୂପ ଧାରଣ କରିଛି ।

ଏହା ଉପକୂଳ ସ୍ପର୍ଶ କରିବା ସମୟରେ ଘଣ୍ଟାପ୍ରତି ୨୮୧ରୁ ୨୯୮ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା କରାଯାଉଛି । ବେଳେ ବେଳେ ଏହା ୩୦୦ କିଲୋମିଟର ଅତିକ୍ରମ କରିପାରେ ।

ରିପୋର୍ଚ ମୁତାବିକ୍ ଜଣା ପଡିଛି ଫ୍ଲୋରିଡା ଉପକୂଳରେ ଏହି ମହା ଝଡ ଧିରେ ଧିରେ ଘୂର୍ଣିବଳୟ ଅର୍ଥାତ୍ ଜୁଆର ହେବାର ଆଶଂଙ୍କା ରହିଛି । ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରା ଯାଇଛି କି ସମୟ କ୍ରେମେ ଏହା 2 ଫୁଟ 7 ଫୁଟ ଉଚ୍ଚତାରେ ଜୁଆର ସୃଷ୍ଟି ହୋଇପାରେ ବୋଲି ଜଣାଯାଇଛି ।

ତେଣୁ ଅତି ଭୀଷଣ ସାମୁଦ୍ରିକ ଝଡ ‘ଡୋରିଆନ୍‌ ର ବିପତ କୁ ଆଖି୍ ଆଗରେ ରଖି ବ୍ୟାପତକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏମିତି କି ଫ୍ଲୋରିଡା ପ୍ରଶାସନ ତରଫରୁ ଜାରି ହୋଇଛି ଯେ ଝଡର ପ୍ରଭାବରେ ବିଦ୍ୟୁତ କରଣରେ ବ୍ୟାପକ ଆଘାତ ସୃଷ୍ଟି ହୋଇପାରେ । ବିଦ୍ୟୁତ ମାଇଲ ଖୁଣ୍ଟଗୁଡିକ ଜୁଆର ପ୍ରଳୟରେ ଉପଡି ଯାଇ ପାରେ । ତେଣୁ ନିର୍ଦ୍ଧାରିତ ତାରିଖ ପରେ ଲୋକ ମାନଙ୍କୁ ବାହାରକୁ ନବାହାରିବା ପାଇିଁ ଜାତୀୟ ପାଣିପାଗ କେନ୍ଦ୍ର ତରଫରୁ ନିର୍ଦ୍ଦେଶ ହୋଇଛି ।

ଏଥିପାଇଁ ଫ୍ଲୋରିଡା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସମୟରେ ବିଦ୍ୟୁତ ସରୋବରାହ ବ୍ୟାଘାତ ହେବା ସହ ବିଭିନ୍ନ ବସ୍ତୁ ଉଡି ଯିବା ଓ ଭାଙ୍ଗି ଯିବାର ଆଶଙ୍କା ଥିବାରୁ ଝଡ ସମୟରେ କିମ୍ବା ଅତି ଜୋରର ପବନ ବହିବା ସମୟରେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

କାରଣ ଏ ସାମୁଦ୍ରିକ ଝଡ ‘ଡୋରିଆନ୍‌’ ପ୍ରଭାବ ଅତ୍ୟନ୍ତ ଶକ୍ତିଶାଳୀ ମହା ସାଗରରେ କିମ୍ବା ସମୁଦ୍ର ମଧ୍ୟରେ ଅଶାନ୍ତିଗତ ପରିବେଶ ଦେଖାଯିବ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...