ମହାଦେବଙ୍କର ଅତି ପ୍ରିୟ ହୋଇଥାନ୍ତି – ଏହି ( ୬ଟି ନାମ ) ଥିବା ବ୍ୟକ୍ତି

0

ଆପଣ ମାନଂକୁ ଆଜି ଆମେ କିଛି ଏମିତି କିଛି କହିବୁ ଯେ ଆପଣ ମାନେ ଜାଣିଥିବେ ଯେ ସମସ୍ତେ ଭଗବାନ ଶିବଙ୍କର ପ୍ରିୟ ହେବା ପାଇଁ ଚାହାଁନ୍ତି କାରଣ ଯଦି କୌଣସି ବ୍ୟକ୍ତି ଭଗବାନ ଶିବଙ୍କର ପ୍ରିୟ ହୁଅନ୍ତି ତାହାଲେ ସେ ସୌଭାଗ୍ୟ ବତୀ ହୋଇଥାନ୍ତି, ଭଗବାନ ଶିବ ସେମାନଙ୍କୁ ଘଣ୍ଟ ଘୋଡ଼ି ରଖିଥାନ୍ତି l ଭଗବାନ ଶିବ ଶଙ୍କର ସେମାନଙ୍କ ଜୀବନ ରେ କେବେ କିଛି ଅନିଷ୍ଟ ହେବାକୁ ଦିୟନ୍ତି ନାହିଁ l ତେଣୁ ସବୁ ମଣିଷ ଚାହିଁଥାନ୍ତି ଭଗବାନ ଶିବଙ୍କୁ ସନ୍ତୋଷ କରିବା ପାଇଁ l

ଭଗବାନ ଶିବ ଙ୍କୁ ସନ୍ତୋଷ କରିବା ପାଇଁ ମଣିଷ ମାନେ ଅନେକ ପ୍ରକାରର ଉପାୟ ଅବଲମ୍ବନ କରନ୍ତି l ଯେମିତି କି ବ୍ରତ ହବିଷ ଆଦି କରିଥାନ୍ତି l କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ମାନଙ୍କର ନାମ କରଣ ହୋଇଥାଏ ଯାହାକି ଆମର ରାଶି ରେ ଉଠିଥିବା ଅକ୍ଷର ଅନୁସାରେ ନାମ କରଣ କରିଥାନ୍ତି l

ଆଜି ଆପଣଙ୍କୁ ଆମେ ଏହି ନାମ ର ପ୍ରଥମ ଅକ୍ଷର କଣ ହେଲେ ଭଗବାନ ଶିବ ଆପଣଙ୍କ ପାଖ ଛାଡ଼ିବେ ନାହିଁ l ଭଗବାନ ଶିବଙ୍କର ଛ ଗୋଟି ନାମ ଅତ୍ୟନ୍ତ ପ୍ରିୟ ଅଟେ l ଯାହାର ଏହି ଅକ୍ଷର ଗୁଡିକ ଯେଉଁ ବ୍ୟକ୍ତି ର ନାମର ପ୍ରଥମେ ଥlଏ ସେମାନେ ଭଗବାନ ଶିବ ଙ୍କର ଅତ୍ୟନ୍ତ ପ୍ରିୟ ନାମ ହୋଇଥିବା ରୁ ସେହି ନାମ ଧରି ମାନବ ଙ୍କୁ ମାତା ଶିବ ସବୁବେଳେ ସହଯୋଗ କରିଥାନ୍ତି l ତେବେ ଚାଲନ୍ତୁ ଜାଣିବା ଏହି ନାମ ଗୁଡିକ କଣ, ଆଉ ଏହି ନାମ ଥବା ବ୍ୟକ୍ତି ମାନଙ୍କର କଣ ସବୁ ହୋଇଥାଏ l

1 – A ଏହି ଇଂରାଜୀ ଅକ୍ଷର ପ୍ରଥମ ଥିବା ନାମର ବ୍ୟକ୍ତି ମାନେ ପ୍ରଭୁ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି l ଏହି ନାମ ଧରି ବ୍ୟକ୍ତି ମାନଙ୍କ ଉପରେ ସବୁବେଳେ ଭଗବାନ ଶିବ କୃପା କରନ୍ତି l

2 – C ଏହି ଅକ୍ଷର ଥିବl ନାମ ଭଗବାନ ଶିବ ଙ୍କର ପ୍ରିୟ ଅଟନ୍ତି l କରଣ ଏହି ନାମ ଥିବା ବ୍ୟକ୍ତି ମାନେ ସବୁବେଳେ ଭଗବାନ ଙ୍କର କୃପାରୁ ସୁଖରେ ବାସ କରିଥାନ୍ତି l

3 – J ଏହି ଇଂରାଜୀ ଅକ୍ଷର ଥିବl ପ୍ରଥମ ନାମ ଥିବl ବ୍ୟକ୍ତି ଭଗବାନ ଙ୍କର ଅତି ପ୍ରିୟ ଅଟେ l ଏହି ବ୍ୟକ୍ତି ମାନେ କେବେ କଷ୍ଟ ପାଆନ୍ତି ନାହିଁ l ମାନଙ୍କୁ ସବୁବେଳେ ଭଗବାନ ଶିବ ବିପଦ ଠାରୁ ଦୁରେଇ ରଖନ୍ତି l ଏମାନେ ସବୁବେଳେ ସୁଖରେ ରୁହନ୍ତି l

4 – P ଏହି ଇଂରାଜୀ ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶିବ ସବୁ ବେଳେ ପ୍ରସନ୍ନ ରହନ୍ତି l ତେଣୁ ଏମାନଙ୍କୁ ମଧ୍ୟ ସେ ପ୍ରସନ୍ନ ରଖନ୍ତି l

5 – S ଏହି ନାମ ଥିବା ବ୍ୟକ୍ତି ଶିବଙ୍କର ପ୍ରିୟ ହୋଇଥିବାରୁ ଏମାନେ କେବେ ଦୁଃଖ ପାନ୍ତି ନାହିଁ l

6 – V ଏହି ନାମ ଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟ ଶାଳୀ ଅଟନ୍ତି l ଏମାନେ ସଦା ସୁଖୀ ହୋଇ ଥାନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.