Loading...

ରାସ୍ତା ରେ ଲିଫ୍ଟ ବାହାନାରେ ଝିଅ ରଖୁଥିଲା ଶାରୀରିକ ସମ୍ପର୍କ , ମା କରୁଥିଲେ ବ୍ଲାକମେଲ । ସାବଧାନ

Loading...

ବର୍ତ୍ତମାନେ ଦେଶରେ ଏମିତି ବେଳେବେଳେ ଘଟଣା ସାମ୍ମନାକୁ ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିିଦେଉଛି । ଦୁନିଆରେ ପୁରୁଷ ମାନଙ୍କ ପରି ଏ ନାରୀ ମାନେ ମଧ୍ୟ ଡକାୟତ କରିବା ଆରମ୍ବ କରିଦେଲେନି । ଯେଉଁ ନାରୀ କୁ ସମାଜ ଗୋଟିଏ ଭଲ ଆଖିରେ ଦେଖିଆସେ ସେହି ମହିଳା ରାତାରାତି ଜଘଣ୍ଣ୍ୟ କାମ କରିବା ପାଇିଁ ପଞଘୁଞ୍ଚା ଦେଉ ନାହିଁ । ସମାଜରେ ବଞ୍ଚିବା ପାଇିଁ ମହିଳା ଏବଂ ପୁରୁଷ ମାନଙ୍କୁ ମେହନତ୍ କରିବା ଆବଶ୍ୟକ କିନ୍ତୁ ଚୋରି ,ଡକାୟତ ଏବଂ ଭଷ୍ଟାଚାର କରି ଦୁନିଆରେ ବଞ୍ଚାବା କୁ ଜୀବନ କୁହାଯାଏ ନାହିଁ ।

ଆଜି ଆମେ ସେହି ମହିଳା ମାନଙ୍କ ଏମତି ଗୋଟିଏ କାର୍ଯ୍ୟକଳାପ ସମ୍ପର୍କରେ ଧାରଣା ଦେବୁ ଯାହାକୁ ଶୁଣିବା ପରେ ଆପଣ କହିବେ ଏ ନାରୀ ନା ଆଉ କିଛି ।ରାସ୍ତାରେ କିଏ ଯଦି ଚାଲିଚାଲି ଯାଉଥାଏ ତେବେ ସାମ୍ମନାରୁ ଗୋଟିଏ ଗାଡି ଆସୁଥିବାର ଦେଖି ସେମାନେ ଲିପ୍ଟ ମାଗିଥାନ୍ତି ତେବେ ,ସେହି ଚାଳକ ଜଣଙ୍କ ଲୋକର ବେସରା ଦେଖି ଲିଫ୍ଟ ଦେଇଥାଏ

ତେବେ ତାହାର ଲିଫ୍ଟ ଦେବା କଣ ପାପ ତେବେ କାହିଁକି ମହିଳା ଜଣଙ୍କ ତାଙ୍କ ବିଶ୍ବାସରେ ବିଷ ଦେଲେ । ପୁଲିସ ଏବେ ତିନି ଜଣ ଲେଡି ଅପରାଧି କୁ ହନିଟ୍ରାପର ଏକ ମାମଲା କୁ ନେଇ ଗିରଫ କରିଛି ।

ମା ଲିଫ୍ଟ ବାହାନାରେ ଲୋକଙ୍କ ଗାଡିରେ ବସୁଥିଲା ଏବଂ ଝିଅ ସେପଟେ ଲୋକଙ୍କ ସହିତ ଶାରିରୀକ ସମ୍ବନ୍ଧ ରଖି ତାଙ୍କ ଠାରୁ ଲୁଟ୍ କରୁଥାଏ । ଝିଅ ନିଜ ସାଙ୍ଗ ସାଥୀ ସହିତ ଶାରିରୀକ ସମ୍ବନ୍ଧ ରଖି ତାଙ୍କୁ ବାଲ୍କମେଲ କରି ତାଙ୍କ ପାଖରୁ ଟଙ୍କା ହଡପ କରୁଛି ଏହି ମାମଲାରେ ପୁଲିସ ଅପରାଧି କୁ ଗିରଫ କରିଛି ।

ଜାଣନ୍ତୁ ସଂପୂର୍ଣ୍ଣ ଘଟଣା ।

ମା ଗୋଡରେ ଯନ୍ତଣା ହେଉଛି କହି ରାସ୍ତାରେ ଲୋକ ମାନଙ୍କୁ ଲିଫ୍ଟ ମାଗିଥାଏ । ତାଙ୍କୁ ଦୟାକରି ଗାଡି ଚାଳକ ମାନେ ଲିଫ୍ଟ ଦେଇଥାନ୍ତି । ମହିଳା ଜଣଙ୍କ ଗାଡି ବାଲା ଙ୍କୁ ନିଜର ସ୍ଥାନ ପର୍ଯ୍ୟନ୍ତ ପହଞ୍ଚାଇଦେବା କହିଥାନ୍ତି ତାଙ୍କର ଏହି ଅଭିନୟ ଦେଖି ସେ ମଧ୍ୟ ତାଙ୍କୁ ଉପଯୁକ୍ତ ସ୍ଥାନରେ ଛାଡିଥାନ୍ତି । ତେବେ ସେ ତାଙ୍କୁ ଘରେ ପହଞ୍ଚାଇ ଦେବା ପରେ ଘର ଭିତରକୁ ବାହାନା କରି ଡାକି ତାଙ୍କୁ ଡାକି ଅତିଥି ଚର୍ଚ୍ଚା କରିବା ପରି ପୁରା ସମ୍ମାନ ଦିଅନ୍ତି ।

ଆତିଥ୍ୟ କାମ ସରିବା ପରେ ଆରମ୍ବ ହୁଏ ଫିଲ୍ମର ଟୁଇଷ୍ଟ . ତାଙ୍କ ଝିଅ ଏବଂ ତାଙ୍କ ସାଥି ମାନେ ଶାରିରୀକ ସମ୍ପର୍କ ପାଇିଁ ଆଗ୍ରହ କରିଥାନ୍ତି ତେବେ ପୁରୁଷ ଜଣଙ୍କ କିମ୍ବା କେମିତି ସେ ସ୍ଥାନରୁ ଫେରିବ ସେ ଫସିଛି ମାନେ କଣ ବା କରିବ । ତେବେ ତାଙ୍କୁ ଜରଜବଦସ୍ତି କରି ସମ୍ବନ୍ଧ ରଖି ସବୁ ଲୁଟ କରିନିଅନ୍ତି ।

ଏମିତି ନିତୀଦିନ ହେଉଥାଏ ଦିନେ ସ୍ଥାନୀୟ ଯୁବକ ଯାହାଙ୍କର ନାମ ବଲଦେବ ସିଂହ ସେ ଏହି ମହିଳା ଏବଂ ଝିଅର ଚକ୍ରାନ୍ତରେ ଫସିଯାଇଥିଲେ ସେହିପରି । ସେ ଯୁବକ ଜଣଙ୍କ ତାଙ୍କ ଚକ୍ରାନ୍ତରେ ଫସିବା ପରେ ସେମାନେ ତାଙ୍କ ପାଖରୁ ମୋବାଇଲ .ପର୍ସ . ଘଡି . ସହିତ ଟଙ୍କା ମଧ୍ଯ ହଡପ କରିଥିଲେ ଏବଂ ସେମାନେ ବ୍ଲାକମେଲ କରି 50 ହଜାର ଟଙ୍କାର ଧମକ ଦେଇଥିଲେ ।

ଏମିତିକି ତାଙ୍କ ଆଧାରକାର୍ଡ ମଧ୍ୟ ଜବତ କରିଥିଲେ ଅପରାଧି । ପରେ ବଲଦେବ ତାଙ୍କ ଭେଣେଇକୁ ଏ ବିଷୟରେ ସବୁ ଜଣାଇଲା ଭେଣି ବଲଦେବ ଙ୍କ କଥାଶୁଣି ତୁରନ୍ତ ପତଣ୍ଡା ଥାନାରେ ରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକାରୀ ଙ୍କ ଠାରୁ ପ୍ରମାଣ ପାଇବା ପରେ ସେ ଅପରାଧିକୁ ବାହାର କରିବା ପାଇିଁ ପ୍ରୟାସ ଜାରିକରିଲା ।

ପୁଲିସ ଅଭିଯୋଗ ପାଇବା ପରେ ପରମଜିତ କୌର, ତାଙ୍କ ଝିଅ କମଲଜିତ ସିଂହ ଓ ହରଦୀପ କୌର ଦୀପାକୁ ଗିରଫ କରିଛି ଏବଂ ଅପରାଧି ଙ୍କ ଘାଟାରୁ ବଲଦେବ ଙ୍କ ପର୍ସ ଏବଂ ମୋବାଇଲ ସମେତ ଆଧାରକାର୍ଡ ମଧ୍ୟ ଜବତ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜିନିଷ ଜବତ କରିବା ସହିତ ଅପରାଧି କୁ ଗରିଫ କରି କୋର୍ଡ ପଠାଇଥିଲା ।

ତେବେ ପତଣ୍ଡା ଥାନା ଅଧିକାରୀ କହିଛନ୍ତି ଏମାନଙ୍କ ଉପରେ ଦୃଡକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...