ମାତା ଲକ୍ଷ୍ମୀ ଏହି ୬ଟି ରାଶିରେ ଅଚାନକ ପ୍ରସନ୍ନ ହେଲେ, ଜାଣନ୍ତୁ ଆପଣଙ୍କ ରାଶି ଏଥିରେ ନାହିଁ ତ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନେ ନିଜର ନିର୍ଦ୍ଧାରିତ ସମୟରର ଚଳପ୍ରଚଳ କରିଥାନ୍ତି।ଏହି ୧୦ ଅଗଷ୍ଟରେ ମଙ୍ଗଳ ଗ୍ରହ ସିଂହ ରାଶିରେ ପ୍ରବେଶ କରିବ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳର ଚଳନ ବହୁତ ଲାଭ ଦେଇଥାଏ।ମଙ୍ଗଳ ଉର୍ଜା,ଅଗ୍ନି,ଆଉ ଯୁଦ୍ଧର ପ୍ରତୀକ ହୋଇଥାଏ।ମଙ୍ଗଳ ୧୦ ଅଗଷ୍ଟରେ କର୍କଟ ରାଶିରୁ ସିଂହ ରାଶିରେ ପରବେଶ କରିବେ।]

ଏହି ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ୪୫ଦିନ ପର୍ଯ୍ୟନ୍ତ ରହିଥାଏ। ୧୨ ରାଶି ମଧ୍ୟରୁ ଏହି ୬ଟି ରାଶିର ଅତ୍ୟନ୍ତ ଶୁଭ ହେବାର ଅଛି।ତେବେ ବନ୍ଧୁଗଣ ଆଉ ଅଧିକ ସମୟ ବିଳମ୍ବ ନ କରି ଚାଲନ୍ତୁ ଆରମ୍ଭ କରିବା ଆମର ଆଜିର ବିଷୟ ବସ୍ତୁ ଯାହାକୁ ଜାଣିବା ପାଇଁ ଆପଣ ଆଗ୍ରହୀ ଅଛନ୍ତି  ।

ତେବେ ବନ୍ଧୁଗଣ ଏହାକୁ ଭଲ ଭାବରେ ବୁଝିବା ପାଇଁ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ତେବେ ଆସନ୍ତୁ ଜାଣିବା ସେ ୬ଟି ରାଶି।ଆଉ କିପରି କାଟିବ ସେହି ୪୫ଦିନ।

ମେଷ ରାଶି

ଆର୍ଥିକ ସମ୍ପର୍ଣ୍ଣତା ଆସିବ।ଅଟକି ଥିବା କାର୍ଯ୍ୟ ପୁରାଣ ହେବ।ନୂଆ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ଅଛି।ଦେହରେ ପୀଡା ବା ଯନ୍ତ୍ରଣା ଅଳ୍ପ ମାତ୍ରରେ ହେବ।

●ଦ୍ୱିତୀୟ ରାଶି ଟି ହେଉଛି କର୍କଟ ରାଶି ନୂଆ ନୂଆ ଜାଗାରୁ ଧନ ଲାଭ ହେବ।ଆର୍ଥିକ ଶାନ୍ତି ବଢିବ।ଚିନ୍ତା କାରଣରୁ ମନ ବ୍ୟସ୍ତ ରହିପାରେ।ସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ।

●ତୃତୀୟ ରାଶି ଟି ହେଉଛି ସିଂହ ରାଶି।ବିଦେଶ ରାଷ୍ଟ୍ର ଗସ୍ତର ସମ୍ଭାବନା ରହିଛି।ଟଙ୍କା ରୋଜଗାର କରିବାର ନୂଆ ନୂଆ ବାଟ ଫିଟିବ।ଘରେ ଶାନ୍ତିର ମାହୋଲ ଖେଳିଯିବ।ପ୍ରେମ ବିବାହର ସମ୍ଭାବନା ରହିଛି।

●ଚତୁର୍ଥ ରାଶି ଟି ହେଉଛି ତୁଳା ରାଶି।ମାନ ସଂମାନ ବଢିବ ।ଆପଣଙ୍କ ଠାରେ ଟଙ୍କା ପଇସାର ଅଭାବ ରହିବ ନାହିଁ।ଏହା ସହିତ ଧନ ହାନିର ମଧ୍ୟ ସମ୍ଭାବନା ରହିଛି।ନୂଆ ନୂଆ ଗାଡି କିଣି ପାରନ୍ତି।ଆପଣଙ୍କ ମିତ୍ର ଆପଣଙ୍କ ଶତ୍ରୁ ହୋଇପାରେ।

ପଞ୍ଚମ ରାଶି ଟି ହେଉଛି ଧନୁ ରାଶି।ପରିବାର ସହିତ ସମ୍ପର୍କ ଭଲ ରହିବ।ଆପଣଙ୍କ ପାଇଁ ଏହି ସମୟ ବହୁତ ଉପଯୁକ୍ତ ହେବ।ବହୁ ଦିନର ପୁରୁଣା ଜିନିଷ ପାଇଁ ଆପଣ ଲାଭର ରହିବେ।ନିଜର ଭଲ ପାଇବାରେ ଫାଟ ଦେଖାଦେବ।

●ଷଷ୍ଠ ରାଶି ଟି ହେଉଛି କୁମ୍ଭ ରାଶି।ଅତିରିକ୍ତ ଧନ ପ୍ରାପ୍ତିର ନୂଆ ନୂଆ ସୁଯୋଗ ସୃଷ୍ଟି ହେବ।ନୂଆ ଚାକିରୀ ମିଳିବାର ମଧ୍ୟ ସମ୍ଭାବନା ରହିଛି।ନୂଆ ଜୀବନ ସାଥି ମିଳିପାରନ୍ତି । ଅଚାନକ ଧନ ଲାଭ ହେବ ଆଉ ଶୁଭ ଖବର ମିଳିପାରେ।ଅଚାନକ କିଛି ବଡ ଜିନିଷ ମଧ୍ୟ ମିଳିପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.