Take a fresh look at your lifestyle.

ମାଆର ଗୋଟିଏ ଆଖି ନ ଥିଲା ତ ପୁଅ କରୁଥିଲା ଘୃଣା, ପାଠ ପଢି ଚାକିରି କରି ବିଦେଶରେ ଯାଇ ରହିଗଲା, ମାର ମୁର୍ତ୍ୟୁ ପରେ ଯେବେ ସେ ଫେରିଲା..

0 1,019

ଏ ସଂସାରରେ ସବୁଠୁ ବଢ ଦେବତା ହେଉଚନ୍ତି ବାପା” ମା ତାଙ୍କ ଠାରୁ ଦୁନିଆରେ କେହିବି ବଡ ନାହାଁନ୍ତି ।ସେହି ଦୁଇଜଣ ଆମ ମାନଙ୍କ ପାଇିଁ ଦେବା ଦେବୀ ଅଟନ୍ତି । ପ୍ରକୃତରେ ମା ର ଅର୍ଥ ମାଟି ଓ ଆକାଶ । ତାଙ୍କ ଭଲପାଇବା ଆମ ପ୍ରତି ଦୁନିଆରେ କୌଣସି ବି ଜିନିଷର ମୂଲ୍ୟ ଠାରୁ କମ ।ତାଙ୍କର ଯେଉଁ ଭଲପାଇବା ଆମ ମାନଙ୍କ ପ୍ରତି ରହିଥାଏ ତାହା କେବେ ଭାଷାରେ ପ୍ରକାଶ କରିହେବ ନାହିଁ ତାଙ୍କର କରୁଣା ଥିଲେ ଆମେ କୌଣସି ବି କ୍ଷେତ୍ରରେ ହାର ମାନିବା ନାହିଁ ।

ମା ର ମମତା ଆମ ମାନଙ୍କ ପ୍ରତି ସବୁବେଳେ ରହିଥାଏ ।ଦିନ ରାତି ଏକ କରି ସେ ନିଜେ ନଖାଇ ଆମ ମାନଙ୍କ ପେଟ ର ଭୋକକୁ ମେଣ୍ଟିଥାଏ । ମା ପଣ ତ କାନି ଧରି ଆମେ ଏ ସଂସାରକୁ ଆସିଛୁ ତାଙ୍କ ହାତ ଧରି ଆମେ ବାଟ ଚାଲିଛୁ ।ସେହି ମା ଆମକୁ 9 ମାସ 10 ଦିନ ଗର୍ଭରେ ଧାରଣ କରି ଆମକୁ ଧରାଧାମରେ ଜନ୍ମ ଦେଇଛନ୍ତି ।

ଯଦି କରୁଣା ମୟୀ ମା ପ୍ରତି ଆମର ଅବହେଳା ରହେ ତେବେ ତାହା ବାସ୍ତବରେ ମସ୍ତବଡ ଭୁଲ । ଆଜି ଆମେ ସେହି କରୁଣା ମୟୀ ମା ଙ୍କର ଦୁଖଦ କହାଣୀ ସମ୍ପର୍କରେ କହିବା ଯାହା ଶୁଣିବା ପରେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ । ବାସ୍ତବରେ ଆଜିକାଲିର ପୁଅ ମାନେ ସେ ମା ପ୍ରକୃତ ଭଲପାଇବାକୁ ଆଡେଇ ଦେଉଛନ୍ତି କାରଣ ସେମାନେ ବଡ ହେବା ପରେ ମା ର ବୃ୍ଦ୍ଦା ବଯଷରେ ତାଙ୍କୁ ଆଉ ପାଳୁ ନାହଁନ୍ତି ତାଙ୍କ ପ୍ରତି ଅଣଦେଖା କରୁଛନ୍ତି ।ଠିକ ସେହି ପରି ଏକ ଘଟଣା ଆମେ ଆପଣ ମାନଙ୍କଠାରେ ଅବଗତ କରାଇବୁ ।

ବାସ୍ତବରେ ଗୋଟିଏ କରୁଣା ମୟୀ ମା ସହହରେ ତାଙ୍କ ପୁଅ ସହ ରହୁଥୁଲେ କିନ୍ତୁ ତାଙ୍କର ଅନ୍ଧ ହେବା ତାଙ୍କ ଜୀବନରେ ଅନେକ ଯତ୍ନଣା ଦେଇଥିଲା । ତାଙ୍କର ସ୍ବାମୀର ମୃତ୍ୟୁପରେ ସେ ଏକା ପୁଅର ଲାଳନ ପାଳନ କରି ତାକୁ ବଡ ମଣିଷ କରିଥିଲେ ।କିନ୍ତୁ ସେହି ହତଭାଗ୍ୟ ପୁଅ ଆଜି ଚାକିରୀ କରିବା ପରେ ନିଜ ମା କୁ ଘୃଣା କରୁଛି ।ଯାହା ଏ ସମାଜ ପାଇିଁ ବହୁତ ବଡ ଅନ୍ୟାୟ ।ସେ ଚାକିରୀ କରିବା ପାଇିଁ ବିଦେଶ ଯାଇଚନ୍ତି କିନ୍ତୁ ମା ର ରୋଗର ଖବର ପାଇ ମଧ୍ୟ ସେ ପୁଅ ଆସିନାହିଁ ।

ମା ରଏପରି ଅବସ୍ଥା ଦେଖି ପୁଅ ର ଦେଖାନାହିଁ ।ଯେଉଁ ପୁଅକୁ ମା ଛୋଟ ରୁ ବଡ କରି ପ୍ରାଥମିକ ଠାରୁ କଲେଜ ପ୍ରଯ୍ୟନ୍ତ ଶିକ୍ଷା ଦେଇ ମଣିଷ କରିଛି ସେହି ପୁଅ ଆଜି ମା ପୀଡତ ରୋଗରେ ଅଣଦେଖା କରି ନିଜେ ବାହାରେ ବିବାହ କରିଥିବାର ସୂଚନା ମିଳିଛି । ମାର ମୃତ୍ୟୁ ପୂର୍ବରୁ ସେ ତାଙ୍କ ପୁଅ ପାଖକୁ ଗୋଟିଏ ଚିଠି ଲେଖିଥିଲେ ସେଥିରେ ଲେଖିଥିଲେ କି ପୁଅ ମୋ ପାଇିଁ ତ ଆଉ ଅ ପମାନିତ ହେବାକୁ ପଡିବ ନାହିଁ ।ମୁ ତୋତେ ଆଜି କିଛି ଅତୀତ କଥା କହିବା ପାଇିଁ ଯାଉଛି ।

Related image

ଏକଦା ତ ବାପା ଙ୍କସହ ଆମେ ବୁଲିବାକୁ ଯାଇଥିଲୁ କିନ୍ତୁ ଦୁର୍ଘଟଣା ବସତ ତୋ ବାପାଙ୍କର ମତ୍ୟୁ ହୋଇଥିଲା ଏବଂ ତୋର ଗୋଟିଏ ଆଖି ନ୍ୟଷ୍ଟ ହୋଇଯାଇଥିଲା ଯାହା ଫଳରେ ତୋ ପାଖରୁ ଦୃଷ୍ଟି ଶକ୍ତି ହୋଜିଯାଇଥିଲା ।ଯାହା ଫଳରେ ମୋର ଗୋଟିଏ ଆଖି୍ ତୋ ତେଇଥିଲେ ଯାହାର ସୂରପ ମୁଁ ଗୋଟିଏ ଆଖି ସବୁଦିନ ପାଇିଁ ହରି ବସିଲି । ପୁଅ ମା ର ଏହି ଚିଠି ପଡିବାପରେ ତା ଆଖିରୁ ଲୁହ ଭାରିଥିଲା ଏବଂ ମା ଏ ଦୁନିଆରେ ଆଉ ନଥିଲେ ।ପୁଅ ପ୍ରତି ମା ଏତେ ବଡ ସଫଳତା ଲୋଚି ରହିଥିଲା ତାହା ଜାଣି ତା ପାଖରେ କାନ୍ଦିବା ଠାରୁ ଆଉ କଣ ବା ବଞ୍ଚିଥିଲା ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.