Loading...

ମହିଳାମାନେ ଏହିଭଳି ଛୋଟ ଭୁଲ ସ୍ବାମୀଙ୍କ ଜୀବନ ପ୍ରତି ଓ ଏହି ପ୍ରକାର ମଙ୍ଗଳସୁତ୍ର ପିନ୍ଧନ୍ତୁ ନାହିଁ

Loading...

ହିନ୍ଦୁ ଧର୍ମ ରେ ଆମ ମାନଙ୍କ ର ବହୁତ ଏମିତି କଥା ରହିଛି ଯେଉଁ ଗୁଡ଼ିକ କୁ ଯଦି ଆମେ ମାନେ ସଠିକ୍ ଭାବେ ମାନି ନଥାଉ ତେବେ ନିଶ୍ଚିତ ଭାବେ ଆମ ଜିବନ ରେ ଫସିବାର ସମ୍ଭାବନ ସବୁ ବେଳେ ରହିଥାଏ ଏମିତି ରେ ଆମେ ମାନେ କହିବା ପାଇଁ ଚାହିଁବୁ କୁ ଯେପରି କି ଆପଣ ମାନେ ବହୁତ ଭଳ ଭାବେ ଜାଣି ଥିବେ କି ହିନ୍ଦୁ ଧର୍ମ ରେ ବିବାହ କୁ ଗୋଟିଏ ମଧୁର ତଥା ପବିତ୍ର ବନ୍ଧନ ବୋଲି ଆମେ ମାନେ କହି ଥାଉ ଏମିତି ବେଳେ ବିବାହ ରେ ବ୍ୟବହାର ହେଉ ଥିବା ମଙ୍ଗଳ ସୂତ୍ର ବିଷୟ ରେ ଆମେ ମାନେ ଆଜି ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଆସିଛୁ ତେବେ କିଛି ବଡ ବଡ ଜ୍ୟତିଷ ଙ୍କ ମତ ରେ ମହିଳା ମାନଙ୍କୁ କେଉଁ ପ୍ରକାରର ମଙ୍ଗଳ ସୂତ୍ର ପିନ୍ଧିବା ଦରକାର ବା କେଉଁ ମଙ୍ଗଳ ସୂତ୍ର ଟି ଆମ ପାଇଁ ଖରାପ ହୋଇ ଥାଏ ଆମେ ଆଜି କହିବା ପାଇଁ ଜାଉଛୁ ।


1.ଏମିତି କୁହାଯାଏ କି ବିବାହ ରେ କିଛି ବି ପୁରୁଣା ଜିନିଷ ର ବ୍ୟବହାର କରିବା ଉଚିତ ନୁହେଁ ଏମିତି ବେଳେ ଯଦି ଆପଣ ମାନେ କେବେ ବିବାହ ରେ କୈଣସି ଅ୍ୟ ମହିଳା ଙ୍କ ପିନ୍ଧା ଜାଇ ଥିବା ବା ବ୍ୟବହାର ହୋଇ ଥିବା ମଙ୍ଗଳ ସୂତ୍ର କୁ ପିନ୍ଧିଛନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ପାଇଁ ଅମଙ୍ଗଳ ହୋଇ ଥାଏ ।

Image result for mangalsutra design png

 

2. ଯେପରି କି ଆମେ ମାନେ ଜାଣିଛେ କି ମଙ୍ଗଳ ସୂତ୍ର ର ମହ୍ବତ୍ବ ଏପରି ହୋଇ ଥାଏ ଯେଉଁ ପରି କି ବିବାହ ରେ ସିନ୍ଦୁର ତେବେ ଏମିତି ବେଳେ ଯଦି କେବେ ବିନା ମଙ୍ଗଳ ସୂତ୍ର ରେ ବିବାହ ହୋଇ ଥାଏ ତେବେ ଏହା ସ୍ବାମୀ ଙ୍କ ପାଇଁ ଅଶୁଭ ପ୍ରତିତ ହୋଇ ଥାଏ । କଳା ଜିନିଷ ଯେପରି କି ଆମକୁ ନଜର ରୁ ଦୂରରେ ରଖି ଥାଏ ସେହି ପରି ମଙ୍ଗଳ ସୂତ୍ର ରେ କଳା ମୁଦି ରହିଥାଏ ଯେଉଁ ଥିରେ କନ୍ୟା ର ନଜର କାହାରି ଉପରେ ପଡ଼ି ନଥାଏ ତେବେ ଯଦି କେବେ ମଙ୍ଗଳ ସୂତ୍ର ରେ କଳା ମୁଦି ନଥାଏ ତେବେ ପିନ୍ଧାନ୍ତୁ ନାହିଁ ।

କେବେ ଆପଣ ମାନେ ମାନେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି କାହିଁକି ଗୋଟିଏ ମହିଳା ମଙ୍ଗଳ ସୂତ୍ର ର ଧାରଣ କରିଥାଏ କାରଣ ସେ ନିଜର ସ୍ବାମୀ ଙ୍କ ଆୟୁ ବଢିବା ପାଇଁ ହିଁ । ତେବେ ଯଦି ଗୋଟିଏ ମହିଳା କେବେ ନିଜ ସ୍ବମା ଙ୍କ ନାଁ ରେ ମଙ୍ଗଳ ସୂତ୍ର ପିନ୍ଧି ଥାଏ ତେବେ ସ୍ବାମୀ ଙ୍କ ଆୟୁ ବଢି ଥାଏ । କେବେ ବି ଗୋଟିଏ ମହିଳା ବିବାହ ପରେ ମଙ୍ଗଳ ସୂତ୍ର ପିନ୍ଧିବା ପରେ ସଙ୍ଗେ ସଙ୍ଗେ ଉଲ୍ବାଇବା ଉଚିତ୍ ନୁହେଁ ତେବେ ନିଶ୍ଚିତ ଅଶୁଭ ହୋଇ ଥାଏ । ଯେତେ ବେଳେ କେବଳ ଜରୁରୀ ହୋଇ ଥାଏ ସେତେ ବେଳେ ହିଁ ବାହାର କରନ୍ତୁ ।

Loading...
Loading...