Take a fresh look at your lifestyle.

ମୁକେଶ ଅମ୍ବାନୀ ଜଗନ୍ନାଥ ମନ୍ଦିରକୁ ଦାନ କଲେ _____ ଟଙ୍କା । ଜଣନ୍ତୁ କଣ କହିଲେ ମୁଖ୍ୟ ପୂଜକ । ମୁକେଶ ଅମ୍ବାନୀ କାନ୍ଦିଗଲେ

0 191

ଗତ କାଲି ଓଡ଼ିଶା ଗସ୍ତ ରେ ରହି ଥିଲେ ରିଲାୟନ୍ସ ଇଣ୍ତଷ୍ଟ୍ରିର ଚେୟାର ମ୍ୟାନ ମୁକେଶ ଅମ୍ବାନୀ ଆପଣ ମାନେ ତ ବହୁତ ଭଲ ଭାବେ ବୋଧ ହୁଏ ଜାଣି ଥିବେ କାରଣ ମୁକେଶ ଅମ୍ବାନୀ ଙ୍କ ଓଡ଼ିଶା ଗସ୍ତ ର ଘଟଣା ଏବେ ସରା ଓଡ଼ିଶା ରେ ଚହଳ ସୃଷ୍ଟି କରାଇଛି । ଏମିତି ରେ ସେ ଗତ କଲି ଭୁବନେଶ୍ବର ଠାରେ ମେକ୍ ଇନ୍ ଓଡ଼ିଶା ଇଦ୍ଘାଟିତ କରିବା ସହିତ ସେ ସୋଠାରୁ ଜାଇ ଜଗନ୍ନାଥ ମନ୍ଦିର ଦର୍ଶନ କରି ଥଇଲେ ବୋଲି ବି ଜଣା ପଡ଼ିଛି । ଏମିତି ରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ତାଙ୍କ ସହିତ ସେ ତାଙ୍କ ଝିଅ ର ପ୍ରଥମ ବାହାଘର କାର୍ଡ ଆଣି ଥିବା ଜଣା ପଡ଼ିଛି

ଏମିତି ରେ ସେ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହିତ ସେହି କାର୍ଡ କୁ ସେଠାରେ ଅର୍ପଣ କରି ଥିବା ଜଣା ପଡ଼ିଛି । ତେବେ ଏମିତି ବେଳେ ସେ ଦର୍ଶନ କରିବା ବେଳେ ସେ ଆଣି ଥିବା କାର୍ଡ ଟିକୁ କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାର ଙ୍କ ଦ୍ବାରା ନିଆ ଯିବା ପରେ ସେମାନେ ସେହି କାର୍ଡ କୁ ଠାକୁର ଙ୍କ ପାଖରେ ଉପସ୍ଥାପନ କରି ଥିଲେ ତଥା ଏହି ଖବର ବି ଜଣା ପଡ଼ିଛି କି ମନ୍ଧିର ଦର୍ଶନ କରିବା ପରେ ତୁରନ୍ତ ହିଁ ସେମାନେ ପୁରୀ ରୁ ଫେରି ଜାଇ ଥିଲେ

ସେ ଜିବା ପୂର୍ବ ରୁ ମନ୍ଦିର ସଂସ୍ଥା କୁ ଟଙ୍କା ଦାନ କରି ଥିବା ବି ଜଣା ପଡ଼ି 29ଲକ୍ଷ 9 ହଜାର 9 ଶହ 99 ଟଙ୍କା ଦାନ କରି ଥିବା ର ଜଣା ପଡ଼ିଛି । ତେବେ ଏମିତି ରେ ସେମାନେ ପ୍ରାୟ ଦୁଇ ଘଣ୍ଟା ଧରି ସେଠାରେ ଦର୍ଶନ କରିବା ସହିତ ମନ୍ଦିରର ସଦସ୍ଯ ମାନଙ୍କୁ ତାଙ୍କ ଝିଅ ବାହାଘର କୁ ଆସିବା ପାଇଁ ନିମନ୍ତ୍ରଣ ପତ୍ର ଦେଇ ଥିଲେ ବୋଲି ଜଣା ପଡ଼ିଛି ।

ଏମିତି ରେ ଆପଣ ଙ୍କୁ କହିବା ପାଇଁ ଚାହିଁବୁ କି ଇଶା ଅମ୍ବାନୀ ଓ ଆନନ୍ଦ ପରିମଳ ଙ୍କ ବିବାହ କରିବା ପାଇଁ ଜାଉଛନ୍ତି । ଏମିତି ରେ ଦୁହେଁ ବିବାହ କରିବା ପଛରେ ଦୁଇ ପରିବାର ଲୋକ ମାନେ ବହୁତ ଖସିୁ ରହିଛନ୍ତି ବୋଲି ଜଣା ପଡିଛି ତଥା ଏହି ବିବାହ ଡିସେମ୍ବର ମାସ ର 12 ତାରିଖ ରେ ହେବା ପାଇଁ ଜାଉଛି ।

ଏଥି ବ୍ୟତିତ ଆମେ କହିବା ପାଇଁ ଚାହିଁବୁ କି ତାଙ୍କର ବିବାହ ଭାରତୀୟ ରିତି ନିତି ଅନୁସାରେ ହେବା ପାଇଁ ଜିବା ବେଳେ । ତାଙ୍କର ବାବାହ ମୁମ୍ବାଇ ରେ ଥିବା ଘରେ ହିଁ ହେବ ।ଆନନ୍ଦ ପରିମଣ ଙ୍କ ବାପା ଜଣେ ରାଜସ୍ତାନୀ ହେବା ବେଳେ ପୁଅ ଆନନ୍ଦ ର ଜନ୍ମ 1985 ମହିହା ରେ ତାଙ୍କର 33 ବର୍ଷ ବୟସ ହୋଇଛି ତେବେ ଏମିତି ରେ ସେମାନେ ସେଷ ରେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଜାଉଛନ୍ତି ।

Leave A Reply

Your email address will not be published.