Loading...

ଭାଇ ଆମେ କାସ୍ମୀର କୁ ବହୁତ ଶୀଘ୍ର ଭାରତ ଠୁ ନେବୁ । ଛୋଡି ପୁଅ ।

Loading...
0 180

କ୍ରିକେଟ୍ ଜଗତ ର ବହୁତ ସୁନାମ ଅର୍ଜନ କରିଥିବା ବହୁତ ବଡ ବଡ ଖେଳାଳି ମାନେ ବି ଲୋକ ମାନଙ୍କ କଥା ଆଗରେ ମଥା ନୁଆଁଇ ଛନ୍ତି । କଣ ଆପଣ ମାନେ କିଛି ବି ବୁଝି ପରିଲେ ନାହିଁ କି ।

ଆଜ୍ଞା ହଁ କିଛି ଏପରି ହୋଇଛି ଦୁଇଟି ମେଚ୍ ରେ ଭାରତ ଠୁ ପାକିସ୍ତାନ ହାରିବା ପରେ । ଭାରତ ଓ ପାକିସ୍ଥାନ ର ମେଚ କୁ ବା କିଏ ନ ଦେଖିଛି । ଆପଣ ମାନେ ଏହି ଏସିଆ କପ୍ ର ସବୁ ମେଚ କୁ ପ୍ରାୟ ଦେଖିଥିବେ । ଏଇ ସବୁ ମେଚ ରେ ଭାରତ ଠୁ ପାକିସ୍ତାନ ହାରିବାର ପରିସ୍ଥିତି ଖୁବ୍ ନିଆରା ।ତେବେ କାଲିର ମେଚ ରେ ରୋହିତ ଓ ଧାୱନ ଙ୍କ ଯୋଡି ବହୁତ କମାଲ ଦେଖାଇଛନ୍ତି ।

ଦୁହିଁଙ୍କ ଯୋଡି ମିଶି 210 ରନ ର ଯୋଡି ରହିଥିବା ବେଳେ ଏହା ପାକିସ୍ତାନ ଉପରେ ବହୁତ ଭାରି ପଡିଛି । ପ୍ରଥମେ ଟଚ ଜିତିବା ପରେ ବେଟିଇଂ କରିବାର ନିନ୍ନୟ କରିବା ସହିତ ସେମାନେ 238 ରନ ର ପିଛା କରି ପାରିଥିଲେ ଓ ଏପରି ବେଳେ ଭାରତ ର ବଡ ଯୋଡି ହିଁ 210 ରନ ର ପିଛା କରିନେଇଥିଲେ । ଓ ପାକିସ୍ତାନ କୁ ହରାଇ ଥିଲେ ।

ଏପରି ହାରିବା ପରେ ବି ସେମାନଙ୍କ ମନରେ ଅହଙ୍କାର ଜାଇନାହିଁ । ପାକିସ୍ତାନ ର କେପ୍ଟେନ ସରଫରାଜ ଖାନ ଓ ତାଙ୍କର ସୋହ ଯୋଗୀ ମାନେ ପ୍ରେସ୍ କନ୍ଫ୍ରେ ରେ ଇଂଣ୍ଡିଆ କୁ ଆଉ ଆମର ଟିମ ମେମ୍ବର ମାନଙ୍କୁ କୁଟ କଥା କହିବାର ସୁଣାଯାଇଥିଲା ।

ଏହା ମଧ୍ୟ ସେମାନେ ଚେଲେଞ୍ଚ କରିଛନ୍ତି କି ଯଦି ଫାଇଲାନ ଖେଳିବା ପାଇଁ ମିଳିବ ତେବେ ସେମାନେ ଟେବୁଲ ର ପ୍ରଥମ ସିର୍ଷକ ନେଇ ହିଁ ଘରକୁ ଫେରିବେ ବୋଲି । ତେବେ ଏପରି ରାୟ ଦେବା ସହିତ ପାକିସ୍ତାନ ର ବହୁତ ବଡ ବଡ ବିରୋଧୀ ଦଳ ର ଲୋକ ମାନେ ଏହା ବି କହିଛନ୍ତି କି ସେମାନେ ଏସିଆ କପ ର ଫାଇଲାନ ରେ ବି ନେବେ

ଏହା ସହିତ ସେମାନେ ଭାରତ ଠୁ କାସ୍ମୀର ବି ନେବେ ବୋଲି କହିଛନ୍ତି । ବର୍ତ୍ତମାନ ଏହି ଘଟଣା କୁ ନେଇ ବହୁତ ଆଡେ ବହୁତ ପ୍ରକାରର ଚର୍ଚ୍ଚା ହେବାରେ ଲାଗିଛି । କିଛି ଲୋକ ଏପରି କହୁଛନ୍ତି କି ଭାରତ ଠୁ ହାରିବା ପରେ ବି ସେମାନଙ୍କ ଅହଙ୍କାର ଯାଇ ନାହିଁ ବୋଲି । ଏହି କଥା ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବା ପରେ ବହୁତ ଲୋକ ମାନେ ବହୁତ ପ୍ରକାର ର କେରେକ୍ଟ ର ମାନଙ୍କୁ ଛିଡା କରିବା ସହିତ ।

ପାକିସ୍ତାନ ବିରୋଧ ରେ ବହୁତ ଖରାପ ଲେଖିବା ସହିତ ମଜା ବି ଉଠାଉଛନ୍ତି । ଯେମିତି କି କିଛି ଏପରି । ଭାଇ ଆମେ କାସ୍ମୀର କୁ ବହୁତ ଶୀଘ୍ର ଭାରତ ଠୁ ନେବୁ । ତେବେ ଭାରତୀୟ କହିଛନ୍ତି କି ଛୋଡି ପୁଅ ପ୍ରଥମେ 162 ରନ ରେ ଅଲ ଆଉଟ ଓ ଏବେ ଗୋଟିଏ ବି ଆଉଟ କରିପାରିଲ ନାହିଁ ପୁଣି କାସ୍ମିର ନେବା କଥା କେମିତି ଚିନ୍ତା କରୁଛ ବୋଲି ।

Loading...
Loading...