Loading...

ଦେଖନ୍ତୁ ଭିଡ଼ିଓ । ଏଥର ଖଣ୍ଡଗିରିରେ ରାଣୀ ବୋବାଲ କଲେ, ତାଣ୍ଡବ ନୃତ୍ୟ

0

ଆଇଟମ ଗାର୍ଲ ରାଣୀ ପଣ୍ଡା କିଛି ଦିନ ଧରି ତିତିଲି ବିଧାୟକ ପ୍ରଦୀପ ମହାରଥିଙ୍କର ପ୍ରଶଂସା କରିଆସୁଛନ୍ତି । ରାଣୀ କିଛି ଦିନ ତଳେ ସୋସିଆଲ ମିଡିଆରେ ଏହା ହିଁ ବ୍ୟକ୍ତିତ୍ବ ରଖିଥିଲେ କି ଯଦି ମହାରଥୀ ଙ୍କ ପରି କେହି ଜୀବନସାଥି ମିଳେ ତେବେ ତାଙ୍କୁ ହିଁ ମୁଁ ବିବାହ କରିବି ଅର୍ଥାତ୍ ଆପଣ ମାନେ ଏହି କଥାରୁ ଜାଣିପାରୁଥିବେ କି ରାଣୀ ଙ୍କ ହୃଦୟରେ ମହାରଥି ଙ୍କ ପ୍ରତି କେତେ ମାତ୍ରାରେ ଭଲପାଇବା ରହିଛି ।

ରାଣୀ ପଣ୍ଡା ଙ୍କ ମୁହଁରେ ସବୁବେଳେ ମହାରଥି ଙ୍କର ଚର୍ଚ୍ଚା ହୋଇଆସୁଛି । ବିଧାୟକ ହୃୟକୁ ଠିକ୍ ଭାବେ ଜିଣିପାରିଛନ୍ତି ରାଣୀ । ଯାତ୍ରା ଶଚିଦାନନ୍ଦ ରେ ରାଣୀ ଯେଉଁ ଭଳି ନୃତ୍ୟ ପରିଦର୍ଶନ କରିଥିଲେ ତାହାକୁ ନେଇ ଆଜି ପର୍ଯ୍ୟନ୍ତ ରହିଆସିଛି ବିବାଦ । ତେବେ ପୁଣି ତାଙ୍କର ଆଉ ଗୋଟିଏ ବିବାଦ କଥା ଉଠିଛି ଯୁଆଡେ ଗଲେ ବି ରାଣୀଙ୍କ ମୁହଁରେ ମହାରଥୀଙ୍କ ନାଁ ଶୁଭା ଯାଉଛି । ଆସନ୍ତୁ ଜାଣିବା ରାଣୀ ଙ୍କର ଆଗାମୀ ଦିନରେ ହେବାକୁ ଥିବା ବାବଲ ସମ୍ପର୍କରେ ଯାହା ସେ ନିଜେ ସୋସିଆଲ ମିଡିଆରେ ସ୍ବୀକାର କରି ପ୍ରକାଶ କରିଛନ୍ତି ।

Related image

ଯେତେବେଳେ ରାଣୀ ପଣ୍ଡା ମଞ୍ଚସ୍ତ ହୁଅନ୍ତି ସେତେବେଲେ ଦର୍ଶକ ମାନେ ତାଙ୍କ ନୃତ୍ୟ ଦେଖିବା ପାଇିଁ ମତୁଆଲା ହୋଇଥାନ୍ତି । ତାଙ୍କର ଆଇଟମ ଡ୍ୟାନ୍ସ ଦେଖିବା ପାଇିଁ ଅନେକ ଦର୍ଶକ ପାଗଳ ହୋଇଥାନ୍ତି । କିନ୍ତୁ ଆଜି ଆଉ ଗୋଟିଏ ଚରିତ୍ର ସହିତ ଦେଖିବାକୁ ମିଳିଛି ରାଣୀ ପଣ୍ଡା କୁ ସେ ଆଜି ଖାଲି ଡ୍ୟାନ୍ସ କରିନାହାଁନ୍ତି ତାହା ସହିତ ଅଭିନୟ ମଧ୍ଯ କିରିଥିଲେ ।

ଆସନ୍ତୁ ଜାଣିବା ରାଣୀ ଙ୍କର ମୁହଁରେ ପ୍ରକାଶ ହୋଇଥି୍ବା ଜୀବନର କିଛି ଅକୁହା କଥା । ରାଣୀ ଜଣେ ଡ୍ୟାନ୍ସ କଳାକାର ତେବେ ତାଙ୍କୁ ଅଭିନୟ କରିବାକୁ ହେଲେ ଟିକେ ସମୟ ଲାଗିବ । ସୁଚନା ମୁତାବିକ୍ ରାଣୀ ସୋସିଆଲ ମିଡିଆରେ ଏହା କହିଥିଲେ କି ତାଙ୍କର ଏଟା ପ୍ରଥମ ଥର ଅଭିନୟ ତେଣୁ ସେ ଡାଇଲକ ଗୁଡାକୁ କଣ୍ଟସ୍ତକ କରିନଥିଲେ ବୋଲି ଆଇଟମ ଗାର୍ଲ କହିଥିଲେ ।

ତାଙ୍କର ଏହି ଅଭିନୟ କୁ ନେଇ ଦର୍ଶକ କଣ ଫିଲ କରିଥିବେ ତାହାକୁ ନେଇ ସେ ଚିନ୍ତିତ ରହିଥିଲେ କାରଣ ଦର୍ଶକ ସବୁବେଳେ ରାଣୀ ଙ୍କର ଆଇଟମ ଡ୍ୟାନ୍ସ କୁ ଭଲ ପାଇଆସିଛନ୍ତି ଏବଂ ଅଧିକ ଭଲପାଇବା ମଧ୍ୟ ଦେଇ ଆସିଛନ୍ତି । ବର୍ତ୍ତମାନ ରାଣୀ ଲଭ ମଧ୍ୟରେ ଫସିଯାଇଛନ୍ତି ସେ ସେହି ନାଟକରେ ନିଜର ପ୍ରେମର ବିଛେଦ କଥା କହିଥିଲେ ।

Related image

ରାଣୀ କହିଥିଲେ କି ଯଦି ମହାରଥି ଙ୍କ ପରି ସ୍ବାମୀ ମିଳେ ତେବେ ତାଙ୍କୁ ସେ ବିବାହ କରିବେ ।କାରଣ ମହାରଥି ହେଲେ ଶହେ ଘୋଡା କୁ ଶହେ ହାତୀ ଏକା ଲଢିବେ ମହାରଥି ତାଙ୍କର ଏହି ବ୍ୟକ୍ତିତ୍ବ ଆଜି ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ରାଣୀ ଙ୍କ ମନରେ ମହାରଥି ଙ୍କ ଭଳି ଜଣେ ପ୍ରତିଭାଶାଳୀ ପୁରୁଷ ଜାଗା ବନିପାରିବ ଯାହା ତାଙ୍କ କଥାରୁ ଜଣା ପଡିଥିଲା ।

ରାଣୀ କହିଥିଲେ କି ସେ ମହାରଥି ଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ଭକ୍ତି ମଧ୍ୟ କରନ୍ତି ତେବେ ତାଙ୍କ ଭଳି ପୁରୁଷ ଯଦି ତାଙ୍କୁ ପସନ୍ଦ କରନ୍ତି ତେବେ ସେ ମ୍ୟାରେଜ କରିବେ ଯାହା ସେ କହିଥିଲେ । ସେ ଆହୁରି ମଧ୍ୟ କେହିଥିଲେ ଆଗକୁ ସେ ଆହୁରି ଧମାଧାର ଡ୍ୟାନ୍ସ ପରିଦର୍ଶଣ କରିବେ ଯାତ୍ରା ପେଣ୍ଡାଲ ଉପରେ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...