Loading...

ମା ମୁ ଆଜି ମରୁଛି, ମୁ ମଲା ପରେ ବାପା ଯେମିତି ମୋତେ ନ ଛୁଅନ୍ତି କି ମୋ ପାଖକୁ ନ ଆସନ୍ତି..

0

ରାଜେନ୍ଦ୍ର ନଗର ଥାନା କ୍ଷେତ୍ର ର ଜଣେ କିଶୋର ଝିଅ ଫାଶୀ ଲଗେଇ ଆତ୍ମା ହତ୍ୟା କରିଦେଇଛି , ଝିଅ ନିଜ ସୂଈସାଇଡ ନୋଟ ଵି ପୁଲିସ ଜବତ କରିଛି ଯେଉଁଥିରେ ଲେଖା ହୋଇଛି କି ବୋଉ ମୁ ଆଜି ନିଜକୁ ଶେଷ କରୁଛି , ବାପା ଙ୍କୁ ଯେମିତି ମୋ ପାଖକୁ ଆସିବକୁ ନଦେଉ ଓ ସେ ମୋ ଶବ ଯେମିତି ନ ଛୁଅନ୍ତି.

ଡିଜିପି ସୁନୀଲ ଶର୍ମା ଙ୍କ ଅନୁସାରେ ସଞ୍ଜନା (୧୭), ପିତା ବଳିରାମ , ମା କବିତା ଓ ସାନ ଭାଇ ନିରାଲ ନିବାସୀ ମଲ୍ଟି ଡିସୁରଂ ସୋସାଇଟି ରେ ନିଜ ପରିବାର ସହ ରହନ୍ତି , ବାପା ତାର ଫର୍ନିଚର ଵେବସାୟ କରନ୍ତି ଓ ମା ତାଙ୍କର ଷ୍ଟାଫ ନର୍ସ କାମ କରନ୍ତି ମେଡିକାଲ ରେ , ପୋଲିସ ମୃତ ଦେହ ନିକଟ ରୁ ଗୋଟେ ସୂଈସାଇଡ ନୋଟ ଜବତ କରିଛି

ଯେଉଁଥିରେ ଲେଖା ହୋଇଛି କି – ସରୀ ମମୀ , ମୁ ନିଜ ଇଚ୍ଛା ରେ ଯାଉଛି, ମୁ ଫାଲତୁ ରେ ବାପା ଙ୍କ ସହ ଯୁକ୍ତି କରି ପାରିବିନି , ବାପା ଯେମିତି ମୁ ମଲା ପରେ ମୋ ପାଖକୁ ନ ଆସନ୍ତି ଓ ମତେ ନ ଛୁଅନ୍ତି.

ଝିଅ ଏକାଦଶ ଶ୍ରେଣୀ ରେ ପଢୁ ଥିଲା ଓ ମୋ ଝିଅ ରାତି ରାତି ଆମ ପଡିଶା ଘର ଗୋଟେ ପୁଅ ସହ ଫୋନ୍ ରେ କଥା ହୁଏ , ମୁ ଦିନେ ତାକୁ ମନା କଲି ତଥାପି ସେ ମୋ କହିବା ସତ୍ୱେ ସେ ପୁଅ ସହ ମିଶେ , ମୁ ତାକୁ ସଵୁ ବେଳେ କହେ ସେ ଖରାପ ପୁଅ ଟେ କିନ୍ତୁ ସେ ଆଜି ଏତେ ବଡ ନିଷ୍ପତି ନେଇଯିବ ଵୋଲି ମୁ ଜାଣି ନଥିଲି ବୋଲି ଝିଅ ର ବାପା କହିଲେ.

ସତରେ ପ୍ରେମ ପାଇଁ ଝିଅ ଆତ୍ମହତ୍ୟା କରିଛି କି ଘଟଣା ପଛରେ ଆଉ କିଛି ରହସ୍ୟ ଅଛି ତାହା ପୋଲିସ ଯାଞ୍ଚ କରୁଛି କିନ୍ତୁ ସତରେ ଏହା କୁ ବାପା ସହି ପରି ନାହାନ୍ତି , ଝିଅ ର ମୃତ୍ୟୁ ପରେ ସେ ପାଗଳ ପ୍ରାୟ ହୋଇ ଯାଇଛନ୍ତି.ଯଦି ଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...