Loading...

ପାଖା ପାଖି ୩୦୦ ମ୍ୟାଚ ପରେ ଧୋନି ଆଉ ଗାଙ୍ଗୁଲି ମଧରୁ କିଏ ଅଧିକ ଭୟଙ୍କର ଖେଳାଳି, ଦେଖନ୍ତୁ ରେକର୍ଡ

Loading...

କ୍ରିକେଟ ଜଗତକୁ ନେଇ ପ୍ରାୟ ଅଧିକାଂଶ ସମୟ ଆଲୋଚନା ହୋଇଥାଏ । ଭାରତୀୟ କ୍ରିକେଟ୍ ଜଗତରେ ଅନେକ ପ୍ରତିଭା ଶାଳୀ ଖେଳାଳୀ ରହିଛନ୍ତି ଯାହାଙ୍କୂୁ ନେଇ ଟିମ୍ ଇଣ୍ଡିଆ ବହୁତ ଗୌରବ ମଧ୍ୟ କରିଥାଏ । ଆଜି ଆମେ ଏହି ଲେଖାରେ ଭାରତର ଦୁଇ ଜଣ ଅଧିନାୟକ ଙ୍କ କଥା କହିବା । ଜଣେ ହେଉଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଏବଂ ମହେନ୍ଦ୍ର ସିଂ ଧୋନୀ ।

ଏହି ଦୁଇଜଣ ପାଖାପାଖି 300ରୁ ଅଧିକ ଏକଦିବସୀୟ ମ୍ୟାଚ୍ ଖେଳିସାରିଛନ୍ତି ଯାହାଙ୍କୁ ନେଇ ଆଜି ଆମେ ଆଲୋଚନା କରିବା କି ଏମାନଙ୍କୁ ମଧ୍ୟରୁ କେଉଁ ଖେଳାଳୀ ଅଧିକ ରେକର୍ଡ ରେ ରହିଛନ୍ତି । ସୁଚନା ମୁତାବିକ୍ ସୌରଭ ଗାଙ୍ଗୁଲି ଏବଂ ଧୋନୀ ପାଖାପାଖି 300 ମ୍ୟାଚ୍ ଖେଳିସାରିଛନ୍ତି ତେବେ ଏମାନଙ୍କ ମଧ୍ୟରୁ କିଏ ଅଧିକ ରନ୍ କରିଛି ଆସନ୍ତୁ ଜାଣିବା ସେମ୍ପର୍କରେ ।

Image result for dhoni

ମହେନ୍ଦ୍ର ସିଂ ଧୋନୀ ।

ଆଜିବି ଧୋନୀ ଙ୍କର ପ୍ରତିଭା ଦର୍ଶକ ଙ୍କ ମନରେ ରହିଆସିଛି ଧୋନୀ ପିଚ୍ କୁ ଉହ୍ଲେଇବା ନିମନ୍ତେ ସେ ଛଅ ଚଉକା ର ବର୍ଷା କରିଥାନ୍ତି । ଧୋନୀ ଟିମ୍ ଇଣ୍ଡିଆର ଜଣେ ଅଧିନାୟକ ହେବା ସହ ଜଣେ ସୁନ୍ଦର ୱେକେଟକିପର ମଧ୍ୟ । ଯଦି ଆମେ ତାଙ୍କ ପଏଣ୍ଟ ଟେବୁଲ କୁ ବିଚାର କୁ ନେବା ତେବେ ସେ 350 ଟି ଏକଦିବସୀୟ ମ୍ୟାଚ୍ ଖେଳିସାରିଛନ୍ତି ଏବଂ ଏଥିରେ ସେ 297 ପାରି ପର୍ଯ୍ୟନ୍ତ ଖେଳିଛନ୍ତି ।

ଉକ୍ତ ମ୍ୟାଚ୍ ମଧ୍ୟରେ ଧୋନୀ 10773 ରନ୍ ସଂଗ୍ରହ କରିଛନ୍ତି ଯେଉଁଥିରେ 10 ଟି ଶତକ ଏବଂ 73 ଟି ଅର୍ଦ୍ଧଶତକ ଯୋଡି ହୋଇଛି ।

Image result for ganguli

ସୌରଭ ଗାଙ୍ଗୁଲି

ଧୋନୀ ଙ୍କ ପରି ସୌରଭ ମଧ୍ୟ ଜଣେ ସୁନ୍ଦର ପ୍ରତିଭା ବାନ ବ୍ୟାଟ୍ସମ୍ୟାନ । ବାସ୍ତବିକ୍ କହାବାକୁ ଗଲେ ଟିମ୍ ଇଣ୍ଡିଆରେ ସୌରଭ ଗାଙ୍ଗୁଲି ଙ୍କର ବେଶ ନାମ ରହିଆସିଛି ସେ ଥିଲେ 2011 ବିଶ୍ବକପର ହିରୋ ଆଜି ବି ତାଙ୍କ ଚର୍ଚ୍ଚା ଭାରତ ବର୍ଷରେ ରହିଆସିଛି । ସେ ଅନ୍ତରାଷ୍ଟ୍ରିୟ ଦିବସରେ 311 ଟି ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚ୍ ରେ 11363 ରନ୍ ସଂଗ୍ରହ କରିଛନ୍ତି

Image result for ganguli

ସେଥିରେ ସୌରଭ ଗାଙ୍ଗୁଲି ର ଙ୍କର ଓୌସତ ରହିଛି 40.73 । ଏହି 311 ଟି ମ୍ୟାଚ୍ ରେ ସେ 22 ଶତକ ଏବଂ 72 ଟି ଅର୍ଦ୍ଧଶତକ ସାମିଲ ରହିଛନ୍ତି । ତେବେ କହିବାକୁ ଗଲେ ସୌରଭ ଗାଙ୍ଗୁଲି ଧୋନୀ ଙ୍କ ଠାରୁ ଟିକେ ଆଗରେ ରହିଛନ୍ତି । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...