Take a fresh look at your lifestyle.

ଗରିବ ଯୁବତୀ ମୋଦିଙ୍କୁ ଲେଖିଲା ପତ୍ର , ମୋ ଭଉଣୀ ର ବିବାହରେ ନିଶ୍ଚିତ ଆସିବେ । ପୁଣି ମୋଦି ଦେଲେ ମଜାଦାର ଜବାବ୍ ।

0 3,995

ସମସ୍ତେ ଜାଣିଥିବେ ଘରେ ବିବାହ ହେଲେ ଅନେକ ଦାମିଦାମୀ ଲୋକଙ୍କୁ ଇନଭାଇଟ୍ କରାଯାଏ । ଯାହା ଧନୀ ଲୋକମାନଙ୍କ ଦ୍ବାରା ହୋଇଥାଏ । ଗୋଟିଏ ଗରିବ ଲୋକର ବିବାହ ଏବଂ ଜଣେ ଧନୀ ଶାଳୀ ଲୋକଙ୍କର ବିବାହ ମଧ୍ୟରେ ଯଦି ଆମେ ପ୍ରାର୍ଥକ୍ୟ କୁ ପରିଲିଖିତ କରିବା ନିଶ୍ଚିତ ଫରକ୍ ରହିବ । ଆମେ ଆଜି ଜଣେ ଗରିବ ପରିବାର ଭଉଣୀ ଜଣଙ୍କର ବିବାହ ସମ୍ପର୍କରେ କହିବୁ ଯିଏ ତାଙ୍କ ବିବାହରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଚିଠି ଲେଖିଛନ୍ତି ।

ତେବେ ଆସନ୍ତୁ ଜାଣିବା କି ଭଉଣୀ ର ବିବାହରେ ଆସି୍ବା ପାଇଁ କହିଥିବା ଭଉଣୀର ଚିଠି ପଡିସାରିବା ପରେ ମୋଦୀ କେଉଁ ନିଷ୍ପତି ନେଲେ ଆସନ୍ତୁ ଜାଣିବା । ଭଉଣୀ ଜଣଙ୍କ ଲେଖିଛନ୍ତି ପ୍ରଧାନ ମନ୍ତ୍ରୀ ପାଖକୁ . ମୋର ଭଉଣୀର ବିବାହ 29 ଡିସେମ୍ବର ରେ ରହିଛି ତେଣୁ ଆପଣ ନିଶ୍ଚିତ ଏହି ଗରିବ ପରିବାରେ ପାଦ ପକାଇବେ ଯାହା ଫଳରେ ଆମେ ବହୁତ ଖୁସିହେବୁ ।

ଏହି ଚିଠି କୁ ନେଇ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହୋଇଛି .ଆପଣ ମାନେ ଜାଣିଥିବେ କି ମୋଦୀ ଙ୍କ ପାଖକୁ ପ୍ରତିଦିନ କେହିନା କେହିନା କେହି ଚିଠି ଲେଖୁଥିବାର ଶୁଣିବାକୁ ମିଳିଛି କିନ୍ତୁ ଏପରି ଚିଠି ଲେଖା ଦେ୍ଖି ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଛି । କାରଣ ଜଣେ ଗରିବ ଝିଅର ବିବାହ କଥା ଶୁଣିବେ ବୋଲି ମୋଦୀ ତାହା ମନରେ ପ୍ରଶ୍ନ ଥିଲା । କିନ୍ତୁ ମନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉତ୍ତର ବହୁତ ମଜାଦାର ଭାବେ ଦେଇ ଥିଲେ ।

ଏହି ଝିଅର ଘର ଉତ୍ତର ପ୍ରଦେଶ ର ଅଟେ । ଝିଅର ନାମ ରାନୀ ବୋଲି ଚିଠିରେ ଲେଖାଥିଲା । ରାନୀ ବିବାହ ର ଗୋଟିଏ ସପ୍ତାହ ପୂର୍ବରୁ ମୋଦୀ ଙ୍କ ନିକଟକୁ ଚିଠି ଲେଖି ପ୍ରେରକ କରିଥିଲେ । ସେହି ଝିଅ ଟି ଚିଠିରେ ତାଙ୍କର ଦୁଇ ଭଉଣୀ ଥିବାର କଥା ମଧ୍ୟ ଲେଖି ପଠାଇଥିଲେ । ଝିଅର ବାପା ଜଣେ ସାଧାରଣ କୃଷକ ଅଟନ୍କି ।ତାଙ୍କ ଗ୍ରାମରେ ପାଠ ପଢିବା ପାଇିଁ ସ୍କୁଲ ମଧ୍ୟ ନାହିଁ କିମ୍ବାବାପା ଙ୍କ ପାଖରେ ମୋତ୍ ପଡିବା ପାଇିଁ ଅର୍ଥ ନାହିଁ ବୋଲି ସେ ଚିଠିରେ ଲେଖିଥିଲେ ।

ମୋଦୀ ଏହି ଝିଅର ଚିଠି ପଢିସାରିବା ପରେ ସେହି୍ ଗ୍ରାମରେ ଗୋଟିଏ ବିଦ୍ୟାଳୟ ସ୍ଥାପନ କରିବା ପାଇିଁ ତୁରନ୍ତ ନିଷ୍ପତି ନେଲେ । ଝିଅର ପାଠ ପଢା ନଥାଇ ମଧ୍ୟ ସେ ଏବୟଷରେ ଏମିତି ଚିଠି ଲେଖିଥିବାର ଦେଖି ସମସ୍ତେ ଝିଅର ଗୁଣକୁ ଚର୍ଚ୍ଚା କରିଛନ୍ତି । ଆଜି ବିବାହ ବହୁତ ଖାସ୍ ଘବର ନୁହେଁ । ଝିଅର ଗୋଟିଏ ଲେଖା ହଜାର ହଜାର ପିଲାଙ୍କର ଜୀବନକୁ ସୁଧାର ଆଣିପାରିଛି । ଯାହାଫଳରେ ଗ୍ରାମରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିପାରିଲେ । ଏଠାରେ ଝିଅ ମାନଙ୍କ ପଢିବା କଥା ହିଁ ଜରୁରୀ ଅଟେ । ଏବଂ ବହୁତ ଶିଘ୍ର ହିଁ ସେଠାରେ ଏଡମିଶନ ହେବା ପାଇଁ ମଧ୍ୟ କହି ଥିବା ଜଣା ପଡି ଥିଲା

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.