Take a fresh look at your lifestyle.

ଚାକିରିଆଙ୍କ ପାଇଁ ମୋଦିଙ୍କ ବଡ ଘୋଷଣା ! ଏଣିକି ନିଜ ଇଚ୍ଛା ଅନୁସାରେ କେଉଁଠିକୁ ବି ହୋଇପାରିବେ ବଦଳି, ସର୍ବନିମ୍ନ ପାରିଶ୍ରମିକ ବାବଦକୁ ମିଳିବ ଏତିକି ଟଙ୍କା ।

0 1,791

ଏମିତି ରେ 2019 ର ଲୋକ ସଭା ଭୋଟ ପାଇଁ ଆଜିର ସମୟ ରେ ବହୁତ ଏମିତି ଦଳିୟ ନେତା ମାନେ ଭୋଟ ନିଜ ହାତକୁ ନେବା ପାଇଁ ସେମାନେ ବହୁତ ଲୋକ ମାନଙ୍କୁ ଲାଭ ଭୋଗ କରିବା ପାଇଁ ଦେଉ ଛନ୍ତି । ତେବେ ଏମିତି ଜଣଙ୍କ ମଧ୍ୟରୁ ଆମ ପ୍ରଧାନ ମନ୍ତ୍ରୀ ମୋଦି ବି ରହିଛନ୍ତି । ନିଶ୍ଚିତ ଭାବେ ସେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଏବେ ଏହି ଲୋକ ସଭଆ ନିର୍ବାଚନ ପୂର୍ବ ର ସେ ସବୁ ଚାକିରୀଆ ମାନଙ୍କୁ ଏକ ଭେଟି ଦେବା ପାଇଁ ଚହିଁଛନ୍ତି ।

କେବଳ ସେହିଥି ପାଇଁ ହିଁ ପ୍ରତ୍ୟେକ ରାଜ୍ୟ ର ସରକାର ମାନେ ନିଜ ନିଜ ରାଜ୍ୟ ର କର୍ମି ମାନଙଅକ ଦରମା ବଢେଇବା ପାଇଁ ଜାଉଛନ୍ତି । ତେବେ ଖାସ୍ କରି କେନ୍ଦ୍ରୀୟ କର୍ମି ମାନଙଅକୁ କେମିତି ଭାବେ ସର୍ବ ନିମ୍ନ ଦରମା ର ଭାଗି କରା ଜାଇ ପାରିବ ତାହା ନେଇ ଆଲୋଚନା ହୋଇ ଥିଲା । ତେବେ କେବଳ ଏହି କଥା ନୁହେଁ ବରଂ ସେ ଏହି ସର୍ବନିମ୍ନ ଦରମା ବୃଦ୍ଧି ସହିତ ସେହି କର୍ମି ମାନଙ୍କୁ ବହୁତ ସୁବିଧା ମଧ୍ୟ ପ୍ରଦାନ କରିବାରେ ଲାଗିଛନ୍ତି । ବୋଲି ଜଣା ପଡ଼ିଛି ।

Image result for modi says about employes

ଏଣିତି ବେଳେ ଆସନ୍ତୁ ଆମେ ମାନେ ସେହି ଯୋଜନା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ସୂଚନା ଅନୁସାରେ ଏବେ ସରକାର ଗ୍ରାମୀଣ ଡାକ ଗୁଡିକ ର ଲିମିଟେଡ ଟ୍ରାନ୍ସଫର କେମିତି ହେବ ତାହା ର ସୁବିଧା ପାଇଁ ସୁପାରିସ୍ କରି ଛନ୍ତି । ଆଗରୁ ଏହି ଡାକ ରେ କେବଳ ଗୋଟିଏ ଥର ଟ୍ରାନ୍ସଫର ହେଉ ଥିବା ବେଳେ ଏଣିକି ଦୁଇଥର ହୋଇ ପାରିବ ଏହି ଡାକ ସେବା ।

କେବଳ ଖାସ୍ ଏଇଥି ପାଇଁ କର୍ମି ମାନଙ୍କୁ 3 ବର୍ଷ ମନ ଦେଇ କାର୍ଯ୍ୟ କରିବା ପାଇଁ ପଡିବ । ତେବେ ଏମିତି ରେ ସୂଚନା ମିଳିଛି କି କର୍ମ କର୍ତା ମାନଙ୍କ ଟ୍ରାନ୍ସପୋର୍ଟ ସେତେ ବେଳେ ଜାଇ ସଂମ୍ପର୍ଣ୍ଣ ହୋଇ ପାରିବ ଯେତେ ବେଳେ ସେମାନେ ଦେଇ ଥିବା ଅନୁରୋଧ ସଂମ୍ପର୍ଣ୍ଣ ଭାବେ ପୃଷ୍ଟି ହୋଇ ଯିବ ।

Image result for modi says about employes

ତେବେ ଏହି ସବୁ କୁ ନେଇ ଏବେ ଆହୁରି ବି ଆଲୋଚନା ହୋ ସହିତ ଏଥିରେ ଯେଉଁ ପ୍ରକାରର ବି ପରିବର୍ତନ ହେବା ପାଇଁ ପଡିବ ତାହା ସୁପାରିସ୍ କରା ଯିବ । ଏଥି ସହିତ କେନ୍ଦ୍ର ସରକାର କହିଛନ୍ତି କି ଏଥି ପାଇଁ ସଂମ୍ପର୍ଣ୍ଣ ଭାବେ କର୍ମି ମାନଙ୍କୁ ଔପଚାରିକତା ବନ୍ଦ କରିବା ପାଇଁ ପଡିବ ତେବେ ଜାଇ ଏହା ସଫଳ ହୋଇ ପାରିବ । ଯଦି କେହିବି ପୋଲିସ୍ କେସ୍ ଓ ଅନୁଶା ସନାତ୍ମକ ଭଲ କାର୍ଯ୍ୟ ରେ ସଂମ୍ପର୍କ ରେ ଥିବେ ତେବେ ନିଶ୍ଚିତ ଭାବେ ସେମାନଙ୍କୁ ଏହି ସବୁ ସୁବିଧା ରୁ ବଞ୍ଚିତ ହେବା ପାଇଁ ପଡିବ ।

Leave A Reply

Your email address will not be published.