Take a fresh look at your lifestyle.

ମୃତ୍ୟୁ ପରେ ମଧ୍ୟ ଶାରୀରିକ ସଂମ୍ପର୍କ ରଖୁଥିଲା ଏହି ମହିଳା । ଯାହାକି କଏଦ ହେଲା ଏକ cc tv ରେ ଦେଖନ୍ତୁ କେମିତି ରଖୁଥିଲା ସମ୍ପର୍କ

0 266

ଭୁତ ଙ୍କ କାହାଣୀ ତ ଆପଣ କେବେ ନା କେବେ ସୁଣି ନିଶ୍ଚିତ ଥିବେ । ଏମିତି ରେ ଆପଣ ସବୁ ବେଳେ ଭାବନ୍ତି କି ଭୁତ ଅସଲ ଜିବନ ରେ ରହି ନ ଥାଏ ବୋଲି । ତେବେ ଆପଣ ତାହା କୁ ଫାଲତୁ ରେ ଉଡାଇ ଦେଇ ଥାନ୍ତି । କିନ୍ତୁ ଏମିତି ବେଳେ କିଛି ଲୋକ ମାନେ ଭୁତ ଭଲି ଘଟଣା କୁ ସବୁ ବେଳେ ସତ୍ୟ ମାନି ଥାନ୍ତି ଏପରି କି ସେମାନେ କେବେ କେବେ କହି ଥାନ୍ତି କି ସେମାନେ ସତ ରେ ଗୋଟିଏ ଭୁତ ଦେଖିଛନ୍ତି । ବୋଲି । କିନ୍ତୁ ଅନ୍ୟ ମାନେ ତା କଥା କୁ ସବୁ ବେଳେ ନଜର ଅନ୍ଦାଜ କରନ୍ତି ।

ଏମିତି ରେ ଗୋଟିଏ ଏମିତି ଘଟଣା ଟେ ଘଟିଛି ଟିଟଲାଗଡ ର ରାଉଡି ଗାଁ ରେ ଏମିତି ବହୁତ ଦିନ ତଳେ ଦୁଇ ପ୍ରେମି ନିଜ ନିକୁ ବହୁତ ମାତ୍ରା ଭଲ ପାଉ ଥିଲେ ଏପକି ସେମାନେ ବିବାହ କରିବେ ବୋଲି ବି କହି ଥିଲେ । କିନ୍ତୁ ମଝିରେ ବାଧା ଉପୁଜୁ ଥୁଲା ପରିବାର ଏପରି ବେଳେ ଏମାନଙ୍କ ପ୍ରେମ କାହାଣୀ ରେ କେବେ ବି ପରିବାର ଲୋକ ମାନେ ରାଜି ନଥିଲେ ତଥାପି ସେମାନେ ଏହି କଥା କୁ ନ ଭାବି ପ୍ରେମ ରେ ମଗ୍ନ ରହିଥିଲେ ।

କିନ୍ତୁ ଏମିତି ରେ ପୁଅ ର ଘର ଲୋକ ମାନେ ଏହା କେବେ ବି ହେବାକୁ ଦେବାକୁ ଚାହୁଁ ନଥିଲେ ସେଥି ପାଇଁ ,ସେମାନେ ଝିଅ ମାରି ଦେବା ପାଇଁ ଧମକ ଦେଇ ଥିଲେ କିନ୍ତୁ ପରେ ବି ସେମାନେ ଘର ଛାଡି ଯିବା ପାଇଁ ବାହାରି ବାରୁ ପୁଅ ର ଘର ଲୋକ ମାନେ ଦୁଇ ପ୍ରେମି ଙ୍କୁ ଅଲଗା କରି ଦେଇ ଥିଲେ । ଏପରି ବେଳେ ଦୁହିଁଙ୍କୁ ଅଲଗା କରାଜାଇ ଥିଲା । ପରେ ଘର ଲୋକ ମାନେ ଭାବି ଥିଲେ କି ସେମାନେ ଏବେ ଆଉ କିଛି ହେବ ନାହିଁ ବୋଲି । କିନ୍ତି ମରି ଥିବା ଝିଅ ଶାନ୍ତି ।

ଏବେ ପୁଅ ପ୍ରମ୍ ଦେହରେ ଲାଗିବା ରେ ଲାଗିଛି ବୋଲି ପ୍ରେମ କହିଛନ୍ତି । ଏପରି ସେ ପ୍ରତ୍ୟେକ ଦିନ ଆସି କହି ଥାଏ କି ତା ସହିତ ଶାରୀରିକ ସଂମ୍ପର୍କ ବନେଇବା ପାଇଁ ଏମିତି ବେଳେ ପ୍ରେମ୍ କହିଛନ୍ତି ସେ ବହୁତ ମାତ୍ରା ରେ ଡରି ଜାଇ ଥାନ୍ତି । ଏମିତି ରେ କୁହନ୍ତି କି ପ୍ରେମ୍ ଶାନ୍ତି ପ୍ରତ୍ୟେକ ଦିନ ଆସି ତାଙ୍କ ସହିତ ଶାରୀରିକ ସଂମ୍ପର୍କ ବନେଇବା ପାଇଁ କହି ତାଙ୍କ ଭିତରେ ପସି ଯାଏ ବୋଲି । ଏମିତି ବେଳେ ଘର ଲୋକ ମାନେ ଗୋଟିଏ ବଡ ତାନ୍ତ୍ରୀକ ଦେକିବା ପରେ ହିଁ ଏହି ଦୁସଚିନ୍ତା ରୁ ମୁକ୍ତି ମିଳିଛି ବୋଲି କୁହନ୍ତି । ତେବେ ଏହି କଥା ସୁଣି ଯିଏ ବି ବିସ୍ବାଶ କରୁ ନଥିବ କି ଭୁତ ବୋଲି କିଛି ନାହିଁ ବୋଲି ସେ ବି ବିସ୍ବାସ କରିବ ।

Leave A Reply

Your email address will not be published.