Loading...

ମୁଁ ଗାନ୍ଧୀଙ୍କୁ କାହିଁକି ମାରିଲି ? ନାଥୁରାମ ଗୋଡସେ ଙ୍କର ଅନ୍ତିମ ବୟାନ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ – ନିଶ୍ଚିତ ଭାବରେ ଦେଶ ପାଇଁ ଗୋଟିଏ ଥର ପଢନ୍ତୁ ଓ ସେୟାର କରନ୍ତୁ

Loading...
0 1,457

ମହତ୍ମାଗାନ୍ଧୀ ଥିଲେ ଜଣେ ଏକାଧାରାରେ ଭାରତୀୟ ସେନା ଜାତିରପିତା ଭାବେ ଏ ସାରା ଭାରତ ବର୍ଷରେ ପରିଚିତ । ତାଙ୍କର ଯେଉଁ ଅବଦାନ ବିଷୟରେ କହିଲେ ଆମ ଆଖରୁ ଲୁହବହିବ ,କେବେ ସୁଖିବନାହିଁ । ସେହି ମହାପୁରୁଷ ତଥା ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ସେ 1948 ଜାନୁଆରୀ ମାସ 30ତାରିଖରେ ଏ ଭାରତ ବର୍ଷରୁ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ଏହି ମହାପୁରୁଷଙ୍କର ଜୀବନର ଅନ୍ତିମ ପ୍ରର୍ଯ୍ୟାୟ ହୋଇନଥିଲେ ମଧ୍ୟ .ତାଙ୍କୁ ଗୁଳି ମାଡରେ ସେ ମୃତ୍ୟୁବରଣ କରିଥିଲେ । ଏହି ମହାପୁରୁଷଙ୍କୁ ହତ୍ୟାକରିବାର ସଫଳ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନାଥୁରାମ ଗୋଡସେ ।ତାଙ୍କର ଏହି ରକ୍ଷଣଶୀଳ ଗୁଳି ମାଡରେ ଗାନ୍ଧିଜୀ ମୃତ୍ୟୁବରଣ କରିଥିଲେ । ପ୍ରକୃତରେ ଏହାହିଁ ସତ୍ୟଯେ .ନାଥୁରାମ ଉକ୍ତଘଟଣା ସ୍ଥାନରୁ ପଳାଇଯାଇନଥିଲେ । ବରଂ ଆତ୍ମସର୍ପଣ କରିଥିଲେ । ତେବେ ଆସନ୍ତୁ ଏହି ବ୍ୟକ୍ତିଙ୍କର ବୟାନ୍ ସମ୍ପର୍କରେ ଜାଣିବା ।

Image result for why gandhi agreed for partition

ଏହି ହତ୍ୟା ମାମଲାରେ ନାଥୁରାମ ଙ୍କୁ କାଠଗଡାରେ ଠିଆକରାଯାଇଥିଲା । ସେ ନିଜର ଆତ୍ମସର୍ପଣ ବିଷୟରେ ବୟାନ ଦେଇଥିଲେ । ତାଙ୍କର ଏହି ବୟାନରେ ର୍କୋଟରେ ଥିବା ସମସ୍ତଙ୍କ ମଧ୍ୟରେ ଏକ ଲୁହର ବିଷୟ ହୋଇଥିଲା । ସମସ୍ତେ ଜାଣନ୍ତି ଯେ ଦୋଷି ଦୋଷକଲେ ତାକୁ ଜେଲରେ ରହିବାକୁ ପଡିଥାଏ କିନ୍ତୁ ,ନାଥୁରାମଙ୍କର ବୟାନରେ ଜର୍ଜତାଙ୍କୁ ନିର୍ଦ୍ଧୋଷ ରେ ପରିରଣତ କରିଥିଲେ ।

କାରଣ ସେ ତାଙ୍କ ବୟାନରେ କହିଥିଲେ ଯେ କର୍ତ୍ତବ୍ୟ .ସମ୍ମାନ.ପାଇିଁ ଆମେ ହିଂସାକୁ ଆପଣେଇ ନେଇଛେ । ସେକହିଥିଲେ କି ଶତ୍ରୁପ୍ରତିରୋଧ କରିବା ତଥା ଆକ୍ରମଣ କରିବା ଏକ ନୈତିକ ଧାର୍ମିକ କାର୍ଯ୍ୟ ଅଟେ ।କାରଣ ମୁସୁଲୁମ୍ ନିଜ ମନଇଚ୍ଛା କାମକରୁଥିଲେ ଯାହାଫଳରେ କଂଗ୍ରେସ ସଦାସର୍ବଦା ମୁଣ୍ଡପତି ସହିନେଉଥିଲେ ।

Related image

ମହତ୍ମାଗାନ୍ଧି ମୁସଲମାନ ଖୁସି ନିମନ୍ତେ ସେ ହିନ୍ଧିଭାଷାକୁ ଆପଣେଇଥିଲେ । ଗାନ୍ଧିଜୀ କଂଗ୍ରେସର ଅଧିନାୟକ ତଥା ପତିଷ୍ଟାତା ଥିଲେ । ପାକିସ୍ତାନ ଙ୍କ ଗୁଳି ମୁନରେ କଂଗ୍ରେସଅଧିଗଣ ମୁଣ୍ଡ ନଉଁଥିଲେ ।ତାଙ୍କର ପ୍ରତେକ କଥା ତଥା ଅତ୍ୟାଚାରକୁ ମାନି ଯାଉଥିୁଲେ । କିନ୍ତୁ ଅତ୍ୟାଚାର ଆଉ ବେଶିଦିନ ଧରି ଚାଲିରହିଲା ନାହିଁ । ଭାରତୀୟ ସେନାଙ୍କର ଦେଶପ୍ରେମ ତାଙ୍କୁ ଅସ୍ତିତ କରିଦେଲା ଯାହାଫଳରେ 1947 ମସିହା ଅଗଷ୍ଟ 15 ତାରିଖ ଦିନ ରାତ୍ରି 12ଟା ରେ ଆମ ମାଟି ମା ର ସମସ୍ତ ସନ୍ତାନ ଗୌରବରେ ନିଜର ପ୍ରକୃତ ଅଧିକାର ର ପରିରଣତ ହୋଇପାରିଲେ ।

Image result for why gandhi agreed for partition nathuram godse

ଗାନ୍ଧିଜୀ ଙ୍କର ଏହି ଦୃଡ ପଦଷେପରେ ଦେଶ ବିଭାଜନ ହେଲା ।ଯାହାଦ୍ବାରା ଆମ ମାଟା ମା ” ପୂଜାପାଉଛି । ଏହା ଦେଖି ମୋ ଶରୀର କମ୍ପିବାକୁ ଲାଗିଲା । ମୁଁ ନିଃସାୟ ଭାବେ ଦେଖିଲି କି ଗନ୍ଧିଜୀ ତାଙ୍କ ର ଦେଶର ସଫଳତା ଅର୍ଜନ କରିପାରିଲେ । ଏବଂ ଦୀର୍ଘ ଦିନ ଧରି ଯେଉଁ ଅତ୍ୟାଚାର ,ଅନ୍ୟାୟ ଏବଂ ଅହିଂସା ଚାଲିରହିଛି ତଥା ଏହି୍ପଅରାଧ ପଛରେ ଥିବା ଦୋଷିଙ୍କୁ ନିଶ୍ଚିତ ଦଣ୍ଡ ମିଳିବ । ଯାହା ମୋତେ ଅହିଂସାର ମାର୍ଗ ରେ ମୁଁ ନିୟନ୍ତିତ ହେଲି ।

Image result for why gandhi agreed for partition nathuram godse

ମୁଁ ପରିଶେଷରେ ଏତିକି କହିବି କି ଗାନ୍ଧିଜୀ ନିଃସ୍ବାର୍ଥପର ଭାବରେ ନିଜ ଦେଶର ବିଜୟ ପତାକା ଉଡାଇଲେ । ଯାହା ଆଜି ତିରଙ୍ଗାର ବିଜୟ ହୋଇଛି । ମୁଁ ଏହି ଅହିଂସାବାଦିନୀ ଙ୍କ ବିଷୟରେ ଏହି ବିଜୟର ଶଂଙ୍ଖଧ୍ବନି ମୋଦ୍ବାରା ସଜ୍ୟ ହୋଇପାରିଲା ନାହିଁ । ଯାହା ମୋତେ ଗାନ୍ଧିଜୀଙ୍କୁ ଗୋଳିମାରିବା ଛଡା ଆଉବାଟ ନଥିଲା ।

Loading...
Loading...