Loading...

ଫେସବୁକ୍ ରୁ ଦେଖି ମୁହଁରେ ଲଗେିଲେ ଏହି କ୍ରିମ୍ । କିନ୍ତୁ ତାପରେ ହୋଇ ଗଲା କିଛି ଏପରିକା

Loading...
0 783

ମନୁଷ୍ୟ ଙ୍କୁ ଭଗବାନ ତାର ଭାଗ୍ୟକୁ ଅନୁଧ୍ୟାନ୍ନ କରି ଏବଂ ତାର କର୍ମ ଅନୁସାରେ ତାଙ୍କୁ ଗଠନ କରିଥାନ୍ତି । ଆମେ ଜାଣିଛେ ଭଗବାନ ସବୁ ମଣିଷ କୁ ସମାନ ଗୁଣ ସମାନ ରୂପ ଦେଇନଥାନ୍ତି । କାହା ପାଖରେ ରୂପ ଅଛନ୍ତି କାହା ପାଖରେ ଗୁଣ ରହିଛି । କିନ୍ତୁ ଲୋକେ ସବୁବେଳେ ସୁନ୍ଦର ହେବା ପାଇିଁ ଚାହାଁନ୍ତି । ସୁନ୍ଦର ଚେହେରା ବନାଇବା ପାଇିଁ ସେମାନେ ଦୁନିଆର ସମସ୍ତ ଉପାୟକୁ ଆପାଣାଇଥାନ୍ତି ।

ସାଧାଣତ ଝିଅ ମାନେ ନିଜର ତ୍ବଚ୍ଚାପଣକୁ ସୁନ୍ଦର କରିବା ପାଇିଁ ବିଭିନ୍ନ ଫେସୱାସ କିମ୍ବା କ୍ରିମ ବ୍ୟବାହାର କରନ୍ତି ।କିନ୍ତୁ ,ସେମାନେ ଜାଣନ୍ତି ନାହିଁ କି ଏପରି ଉପାୟ କୁ ଅବଲମ୍ବନ କରିବା ପରେ କଣ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଜି ବି ଲୋକେ ସତର୍କ ହେଉନାହାଁନ୍ତି ବିଭିନ୍ନ କସମେଟିକ ବ୍ଯବାହର କରି ସୁନ୍ଦର ହେବା ପାଇିଁ ଚେଷ୍ଟା କରୁଛନ୍ତି ।ଆପଣ ମାନେ ଜାଣନ୍ତି ଯେଉଁ ଫେସୱାସ କିମ୍ବା କ୍ରିମ ଆମେ ମୁହଁରେ ଲାଗାଉଛୁ ତ ସେଥିରେ କେମିକାଲ ଭାଗ ରହିଥାଏ ।ତା ଯଦି ଆମେ ମୁହଁରେ ଲଗାଉଛୁ ତ ତାହା କ୍ଷ୍ୟଣଟିଏ ପାଇିଁ ମୁହଁକୁ ସୁନ୍ଦର ରଖିବ

Displaying Post re lekha haba ki ...

କିଛି ସମୟ ପରେ ତାହା ଯେମିତି ଥିଲା ସେମିତି ହୋଇଯିବ ।ଏପରି ହେବା ଦ୍ବାରା ଆପଣ ଗୋଟେ ପରେ ଗୋଟେ ବ୍ୟବାହରା କରିବେ ଯାହାର ପରିନାମ ଆପଣଙ୍କ ମୁହଁକୁ ନଷ୍ଟ କରିଦେବ । ଠିକ୍ ସେହି ପରି ଏକ ଘଟଣା ସାମ୍ମାନାକୁ ଆସିଛି । ଆବଶ୍ୟକ ତେଲ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ନ୍ୟଷ୍ଟ କରିଦିଏ ତାହା ଆଜି ଜଣା ପଡିଛି । ଜଣେ 24 ବର୍ଷୀୟ ମହିଳା ଙ୍କର ସମସ୍ୟା ମଧ୍ୟ ଏମିତି । ମହିଳା ଜଣଙ୍କ କୈଣସି ସୁଗନ୍ଧିତ ତେଲ ବ୍ୟବହାର କରିବା ଦ୍ବାରା ତାଙ୍କର ମୁହଁ ସପୂର୍ଣ୍ଣ ଜଳି ଯାଇଛି । ଆଗକୁ ଯାହା ହେଲା ତାହା ଭାବିବା ବହୁତ କଷ୍ଟକର ଅଟେ ।

ନିଜର ଚେହେରା କୁ ସୁନ୍ଦର କରିବା ପାଇି ମହିଳା ଜଣଙ୍କ ଉତ୍ତପ୍ନ ରାସାୟନିକ ଜଲନ କରିବା ପାଇିଁ ସେ ଫେସବୁକ ର ସାହା୍ଯ୍ୟ ନେଇଥିଲେ ।ସ୍ମିଥ୍ ତାଙ୍କ ପୋଷ୍ଟ ରେ ଲେଖି ଥିଲେ କି ଯେବେ ସେ ଆବଶ୍ୟକ ତେଲ ର ମିଶ୍ରଣ ରେ ଭରିଥିବା ନିଜର ବିଶାରକ କୁ ବନ୍ଦ କରିବା ପାଇିଁ ଗଲେ , ତ କିଛି ବାଷ୍ପୀଭୁତ ତେଲ ତାଙ୍କ ତ୍ବଚ୍ଚାରେ ଲଗାଯାଇଥିଲା ।

Image result for dont use this cream

ସେ କହିଥିଲେ କି ଏହି ତେଲ ଲଗିବା ପରେ ତ୍ବଚ୍ଚାରେ କୌଣସି ଅସୁବିଧା ହୋଇନଥି ଲେ କିନ୍ତୁ କିଛି ଘଣ୍ଟା ପରେ ତାଙ୍କ ତ୍ବଚ୍ଚା ଚେମିନି ଜଳିବା ପରି ମୁହଁ ସପୂର୍ଣ୍ଣ ପୋଡି ଯିବା ପରି ହୋଇଯାଇଥିଲା ।କିନ୍ତୁ ତଥାପି ସେ ସାବଧାନ ହୋଇନଥିଲେ ।କିନ୍ତୁ ପରବର୍ତ୍ତୀ ସମୟରେ ଏହାର ଜଳନ ବୃଦ୍ଦି ପାଇବାକୁ ଲାଗିଲା ଏବଂ ମୋତେ ଏସସାସ ହୋଇଥିଲା କି ସତେ ଯେମିତି ତାଙ୍କୁ କେହି ତାଙ୍କର ମୁହଁକୁ ପୋଡି ଦେଇଛି ।

Image result for dont use this cream

ସେ ସାଙ୍ଗେ ସାଙ୍ଗେ ମୁହଁ ରେ ଥଣ୍ଡା ପାଣି ପାରିଲେ ଏବଂ ଚିତ୍କିସା ମଧ୍ୟ କରିଲେ । କିନ୍ତୁ କୌୈଣସି ଫାଇଦା ହେଲା ନାହିଁ କିନ୍ତୁ ପରେ ଜଣେ ଅପରେଟର ତାଙ୍କୁ ଭେଟିଥିଲେ ସେ କହିଥିଲେ ତୁମର ପ୍ରଥମ ଡିଗ୍ରୀ ଜଳିବାର ସମ୍ବାବନା ଦେଇଥିଲେ ।ଯାହାଫଳରେ ତାଙ୍କୁ ହସ୍ପିଟାଲ ଯିବା ପାଇିଁ ଆଉ ପଡିଲା ନାହିଁ । ସେ ଯେତେବେଳେ ସକାଳୁ ଆଇନାରେ ତାଙ୍କ ମୁହଁ ଦେଖିଲେ ସେତେବେଳେ ତାଙ୍କ ମୁହଁ ଧଳା ହୋଇଯାଇଥିଲା ଏପରି ତାଙ୍କ ମୁହଁରୁ ପାଣି ଝରୁଥିଲା ।

ଧନ୍ୟବାଦ ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...