Loading...

ଏୟାର ହୋଷ୍ଟେସ ପ୍ରେମିକାଙ୍କୁ ମଦ ପିଆଇ ପ୍ରେମିକ ସହିତ ଦୁଇ ସାଙ୍ଗ । ପ୍ରେମ ଫଳାଫଳ ।ମନରେ ଉଲଗ୍ନତା କଣ ପାଇଁ ?

Loading...
0 1,188

ସମାଜରେ ଦିନକୁ ଦିନ କୁ ଦିନ ନାରୀ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅତ୍ୟାଚାର ମାତ୍ରା ବୃଦ୍ଦି ପାଇବାରେ ଲାଗିଛି । ନାରୀ ପ୍ରତି ଥିବା ଯେଉଁ କର୍ତ୍ତବ୍ୟ ତାହା ପୁରୁଷ ସମାଜ ହରାଇବକୁ ବସୁଛି । ଯେଉଁ ଘରେ ନାରୀ ବେସି ସୁରକ୍ଷିତ ରହିବା କଥା ସେହି ଘରୁ ତା ପ୍ରତି ଆରମ୍ବ ହେଉଛି ଶୋଷଣ । ଶାସ୍ତ୍ର ମୁତାବିକ ଯେଉଁ ପରିବାରେ ନାରୀକୁ ସମ୍ମାନ ଦିଆଯାଏ ସେଠାରେ ଭଗବାନ ବିରାଜ ମାନ କରିଥାନ୍ତି ଏବଂ ପରିବାରେ ଉନ୍ନତି ମଧ୍ୟ ହୋଇଥାଏ ।ଏବଂ ଯେଉଁ ପରିବାରେ ନାରୀକୁ ଅସମ୍ମାନିତ କରାଯାଏ ସେଠାରେ ଧ୍ବଂସ ହିଁ ଧ୍ବଂସ ହୋଇଥାଏ । ସେହି ପରି ଏକ ଅଘଟଣ ଘଟିଥିବାର ନଜର ଆସିଛି ।

ଘଟଣା ଟି ମୁମ୍ବାଇର ଏକ ରେଳ ଟେଷ୍ଟନରେ ହୋଇଥିବାର ସୁଚନା ମିଳିଛି । ଯେଉଁ ନାରୀ ଏ ପୁରୁଷ ଜାତି ଜନ୍ମ ଦେଇଛି .ଯେଉଁ ସମାଜର ରକ୍ଷକ ସାଜିଛି ଆଜି ସେହି ନାରୀ ପ୍ରତି ଭ୍ରଷ୍ଟାଚାର ଦିନକୁ ଦିନ ଅତିରିକ୍ତ ହେବାରେ ଲାଗିଛି । ଫ୍ରେଣ୍ଡସ ଘଟଣା ଟି ଏତେ ଗମ୍ଭୀର ଯେ ତାହା ଜାଣିବା ପରେ ଆପଣ ମଧ୍ୟ କହିବେ ପୁରୁଷ ଜାଚିରେ ଏ ଜଣେ କଳଂଙ୍କ । ଆସନ୍ତୁ ଜାଣିବା ସେହି ବାସ୍ତବିକ ଘଟଣା ସମ୍ପର୍କରେ । ସେତେ ପର୍ଯ୍ୟନ୍ତ ଆମର ଏହି ପୋଷ୍ଟକୁ ପଡନ୍ତୁ ।

ଜଣେ ଜଣାଶୁଣା ଏୟାରଲାଇନର 25 ବର୍ଷୀୟ ପ୍ରେମିକାଙ୍କୁ ମଦ ପିଆଇ ଅନୈତିକ ଭାବେ ରାତିରେ ବନ୍ଧୁମାନଙ୍କ ସହ ମିଶି କରିଥିଲେ ଗଣଦୁଷ୍କର୍ମ । ଆଜ୍ଞା ଘଟଣା ଟି ସୋମବାର ଦିନ ହିଁ ଘଟିଥିଲା । ଘଟଣା ପରେ ବୁଧବାର ଦିନ ପୁଲିସ ଏହି ଘଟଣାର ସଂପୂର୍ଣ୍ଣ ତଦନ୍ତ ଚାଲୁରଖିଥିଲେ । ଏହି ମାମଲାରେ ଜଣେ ସହକର୍ମୀ କୁ ମଧ୍ୟ ପୁଲିଧ ଅଧିକାରୀ ଗିରଫ କରିଛନ୍ତି । ଏପରି କି ସୂଚନା ମିଳିଛି କି ଘଟଣା ର ପ୍ରତ୍ୟେକ ସାକ୍ଷୀ ଜଣେ ମହିଳା ସେହି ପାଲ୍ଟଫର୍ମରେ ଉପସ୍ଥିତ ଥିବାର ଜଣାପଡିଛି ।

ଏହି ଅନୈତିକ କାର୍ଯ୍ୟରେ 3 ଜଣ ସହକର୍ମୀ ସାମିଲ ଥିୟଲେ ସେଥି ମଧ୍ୟରୁ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅପରାଧି ଜଣଙ୍କ ହେଲେ ସ୍ବପ୍ନିଲ ନାମକ ବ୍ୟକ୍ତି ଥିଲେ ଏବଂ ଆଉ 2 ଜଣଙ୍କୁ ଗିରଫ କରିବା ପାଇିଁ ପୁଲିସ ଏହାର ତଦନ୍ତ ଚାଲୁରଖିଛି । ଘଟଣା ମୁତାବିକ ମହିଳା ଜଣଙ୍କ ହାଇଦ୍ରାବାଦ ରୁ ମୁମ୍ବାଇ ଆସୁଥିଲେ । ସେ ସନ୍ଧ୍ୟା 7 ସମୟରେ ଶିବାଜୀ ଛତ୍ରପତି ଶିବାଜୀ ବିମାନ ବନ୍ଧରେ ପହଞ୍ଚିଥିଲେ । ପରେ ତାଙ୍କ ସହ ସ୍ବପ୍ନିଲ ସହ ସାକ୍ଷାତ୍ ହୋଇଥିଲା ।

Image result for mumbai air hostess gang rape

ପୁଲିସର କହିବା ମୁତାବିକ ଏହି ମହିଳା ଙ୍କ ସହିତ ସ୍ବପ୍ନିଲ ର ପ୍ରମ ସମ୍ପର୍କ ରହିଥିଲା । ସେମାନେ ସାଙ୍ଗ ହୋଇ ଗୋଟିଏ କାର୍ ରୁ ବିମାନ ବନ୍ଧରୁ ବାହରକୁ ଆସିଥିଲେ । ପରେ ସେମାନେ ଦୁହେଁ ବାର କୁ ଯାଇଥିଲେ । ସ୍ବପ୍ନିଲ ନିଜର ଫାଇଦାକୁ ହାସଲ କରିବା ପାଇିଁ ହୋଷ୍ଟେସ ପ୍ରେମିକାଙ୍କୁ ମଦ ପିଆଇଥିଲେ , .
ସେମାନେ ମଦ ପିଇ ଏପରି ପରିସ୍ଥିତିରେ ଥିଲେ ଯାହାଫଳରେ ସେମାନେ ସେହି ହୋଟେଲ ମଧ୍ୟରେ ହିଁ ରାତିରେ ଆଶ୍ରୟ ନେଲେ । କିନ୍ତୁ ଏଥିରେ ସ୍ବପ୍ନିଲ ଙ୍କର ରହିଥିଲା ଚାଲ୍ । ସେ ମହିଳା ଜଣଙ୍କୁ ତାଙ୍କ ଘରକୁ ନ ପଠି ସିଧା ହୋଟେଲ ରେ ରହିଥିଲେ । ଯେଉଁ ହୋଟେସ ରୋମରେ ଆଉ 2 ଜଣ ଯୁବକ ଉପସ୍ଥିତ ଥିଲେ ।

Image result for mumbai air hostess gang rape

ସେମାନେ ଏହି ମହିଳା ଙ୍କର ଦୁର୍ବଳତା ଦେଖି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏପରିକି ମହିଳା ଙ୍କର ପରିବାର ଲୋକ ରାତିସାରା ଫୋନ କରିଥିଲେ କିନ୍ତୁ ତାଙ୍କ ମୋବାଇଲ ସୁଇଚ ଅଫ୍ ଥିଲା । ମହିଳା ଙ୍କୁ ଦୁଷ୍କର୍ମ କଲେ ଏବଂ ମାଡ ମଧ୍ୟ. ମାରିଥିଲେ । ପିଡିତା ଙ୍କର ଏପରି ଅବସ୍ଥାରେ ଘରକୁ ଫେରିଥିଲେ ଏବଂ ପରିବାର ଲୋକ ତାଙ୍କ ତାଙ୍କୁ ଏହାର କାରଣ ପଚାରିଥିଲେ । ପରେ ମହିଳା ଜଣଙ୍କ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା ବୋଲି ଅଭିହିତ କରିଥିଲେ । ପରେ ପିଡିତା ଏହି ମାମଲାରେ ପୁଲିସ ଫାଖରେ ନିଜର ଏଫାୟାର ଦାଖଲ କରିଥିଲେ ।

ପୁଲିସ ପିଡିତା ଙ୍କ ଅଭିଯୋଗ ଜାଣିବା ପରେ ଅପରାଧୀ ମାନଙ୍କୁ ଗିରଫ କରିଥିଲେ । ଯଦି ଆପଣ ମାନଙ୍କୁ ଆମରି ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ କମେଣ୍ଟ କରି ସାଙ୍ଗ ମାନଙ୍କ ସହ ତଥା ଫେମିଲି ଙ୍କ ସହ ସେୟାର କରନ୍ତୁ ., । ଯୟ ହିନ୍ଧ୍ ଜୟ ଭାରତ ।

Loading...
Loading...