Take a fresh look at your lifestyle.

ରାତି ଅଧରେ ବାହାରର ଲୋକାଲ ଟ୍ରେନ ରେ ହୋଇ ଥାଏ ଏପରି କାର୍ଯ୍ଯ ।

0 100

କିଛି ଲୋକ ମାନେ ରହିଛଥାନ୍ତି ସେମାନେ ବହୁତ କିଛି କରିଥାନ୍ତି କିନ୍ତୁ ସମାନଙ୍କ କାରନାମା କେବେ ବି ଧରା ପଡି ନଥାଏ । କିଛି ଏପରି ହୋଇଥାଏ ବିହାରର ଲୋକାଲ ଟ୍ରେନ ମାନଙ୍କରେ ।

ଆପଣ ଜାଣିଥିବେ କି ଆଜିକା କ୍ଷେତ୍ରରେ ଯେକୈଣସି କାର୍ଯ୍ଯ ହେଉନା କାହିଁକି ତାହା ଯଦି ଖରାପ ହୋଇଥାଏ ତେବେ ତାହା ବହୁତ ଜଲ୍ଦି ସୋସିଆଲ ମିଡିଆ ମାନଙ୍କ ରେ ଭାଇରଲ ହେବାରେ ଲାଗିଛି ଆଜିକାଲି କା ଲୋକ ମାନେ ଇଂଣ୍ଟର ନେଟ ଜେବେ ଠୁ ଜାଣି ପାରିଲେଣି ସେବେଠୁ ସେମାନେ ବହୁତ ଘାଇଲା ହେବାରେ ଲାଗିଲେଣି ।

ହଁ ଆ଼ଜ୍ଞା କିଛି ଏପରି କଥା ଆମେ ଆପଣ ମାନଙ୍କୁ କହିହବା କୁ ଜାଉଛୁ ଜାହାକୁ ସୁଣଇ ଆପଣ ଙ୍କର ହୁଏତ ଦେହ ସିତେଇ ଉଠିବ । ବିହାରର ଗୋଟିଏ ଲୋକାଲ ଜୁବକ ଙ୍କ ମୁହଁ ସୁଣା ଯାଇଥିବା କଥା ।

ଯଦି ଆପଣ କେବେ ବିହାର ଜାଉଛନ୍ତି ବା ଆପଣଙ୍କ ଘରର କୈଣସି ମହିଳାଙ୍କୁ ପଠାଉଛନ୍ତି ତେବେ ଏକା ପଠାନ୍ତୁ ନାହିଁ ଆପଣ ମଧ୍ୟ ତାଙ୍କ ସହିତ ଜାଆନ୍ତୁ । କାରଣ ରାତି ହେବା ମାତ୍ରରେ ସେଠାକାର ଲୋକାଲ ଟ୍ରେନ ମାନଙ୍କରେ ହୋଇଥାଏ ଦେହର ବେପାର ।

ଟ୍ରେନ ରେ ବହୁତ ଲୋକ ରହିଥିବା ସ୍ବତେ କିଛି ଲୋକ ରହିଛନ୍ତି ଯେଉଁମାନେ କି ଝିଅ ମାନଙ୍କ ବେପାର କରିଥାନ୍ତି । ଓ ଆପଣ କଣ ଜାଣିଛନ୍ତି କି । କିଛି ଟୋକା ତ ଏପରି କରିଥାନ୍ତି କି ଲୋକ ମାନଙ୍କ ଆଗରେ ଅଶ୍ଳିଳ ଭିଡିଓ ଓ ମଗୀତ ମାନ ଗୁଡିକୁ ଦେଖିବା ସହିତ ଦଖାଇଥାନ୍ତି । ଓ ସେମାନେ ମହାଳା ମାନଙ୍କ ଉପରେ ଖରାପ ନଜରର ବି ପକାନ୍ତି ।

ଏପରି କି ଲୋକ ମାନଙ୍କ ସାମ୍ନା ରେ ସେମାନେ ଯୁବତୀ ମାନଙ୍କୁ ଖରାପ ବ୍ୟବହାର କରନ୍ତି ଯଦି ଏପରି କେହି ଲୋକ ଏହି ସବୁ କୁ ଦେଖିବା ପରେ ରୋକି ବା ପାଇଁ ଆସିଥାଏ ତେବେ ତାଙ୍କୁ ସେମାନେ ବହୁତ ଯୋରରେ ମାଡ ମାରନ୍ତି ତଥା କିଛି ଲୋକଙ୍କ ସହିତ ଏପରି ବି କରନ୍ତି କି ସେମାନେ ଅଧିକ କିଛି ବାଧ୍ୟ କରାଉଥିଲେ ତ ସେମାନେ ତାଙ୍କୁ ଟ୍ରେନ୍ ର ବାହାରକୁ ଫପାଡି ଦିନ୍ତି ।  ତେବେ ଆପଣ ଭାବୁଥିବେ କି ଏହା ଉପରେ ଟିଟି ବା ପୋଲିସ କାହିଁକି ପଦକ୍ଷେପ ଉଠାଉ ନାହିଁ ।

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କି ବିହାରରେ ଅଧିକାଶଂ ଲୋକ ମାନେ ଏହି ପରିକା ବାହାରର ଲୋକମାନଙ୍କୁ ଟିଟି ସାମ୍ନା ରେ ହି ହଇରାଣ କରନ୍ତି । ଆଉ ଟି ଟି କହିଲେ ଟି ଟି କୁ ମଧ୍ଯ ସେମାେନ ଛାଡନ୍ତି ନାହିଁ । ତେବେ ଆପଣ ଯଦି କେବେ ବିହାର ଜାଆନ୍ତି ତେବେ କେବେ ବି ଲୋକାଲ ଟ୍ରେନ ରେ ଚଢନ୍ତୁ ନାହିଁ । ନଚେତ ଆପଣଙ୍କ ସହିତ ବି ହୋଇପାରେ ଏପରି ।

Leave A Reply

Your email address will not be published.